Monthly Archives

September 2019

୯ ଜିଲ୍ଲାକୁ ସତର୍କ ଘଣ୍ଟି ! ଝଡ଼ବର୍ଷା ଓ ବଜ୍ରପାତ ନେଇ ସତର୍କ ସୂଚନା ଜାରିକଲା ପାଣିପାଗ କେନ୍ଦ୍ର ।

କନକ ବ୍ୟୁରୋ: ସନ୍ଧ୍ୟାସୁଦ୍ଧା ୯ଟି ଜିଲ୍ଲାକୁ ସତର୍କ ରହିବା ପାଇଁ ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି । ସନ୍ଧ୍ୟା ୬ଟା ମଧ୍ୟରେ ରାଜ୍ୟର ୯ଟି ଜିଲ୍ଲାରେ ଘଡଘଡି ସହ ବର୍ଷା ହେବାର ପୂର୍ବାନୁମାନ କରି ସତର୍କ ସୂଚନା ଜାରି କରିଛି ଆଞ୍ଚଳିକ ପାଣିପାଗ ବିଭାଗ । ତେବେ ଏହି…

ଭାରତର ଶକ୍ତିଶାଳୀ ତାଲିକାରେ ଓଡ଼ିଶାର ୪ ଚର୍ଚ୍ଚିତ ଚେହେରା । ନବୀନ ଓ ଧର୍ମେନ୍ଦ୍ରଙ୍କ ସହ ପ୍ରମୋଦ-ଶକ୍ତି ସାମିଲ ।

କନକ ବ୍ୟୁରୋ: ଦେଶର ଶକ୍ତିଶାଳୀ ତାଲିକାରେ ୪ ଓଡ଼ିଆ । ‘ଦ ଇଣ୍ଡିଆନ୍ ଏକ୍ସପ୍ରେସ୍’ ତରଫରୁ କରାଯାଇଥିବା ‘ମୋଷ୍ଟ ପାୱାରଫୁଲ୍ ଇଣ୍ଡିଆନ୍ସ’ ସର୍ଭେ ରିପୋର୍ଟ ଅନୁସାରେ ଦେଶର ୧୦୦ ଜଣ ଶକ୍ତିଶାଳୀ ବ୍ୟକ୍ତିଙ୍କ ମଧ୍ୟରେ ସ୍ଥାନ ପାଇଛନ୍ତି ୪ ପ୍ରଭାବଶାଳୀ ଓଡ଼ିଆ । ଏମାନଙ୍କ ମଧ୍ୟରେ ରହିଛନ୍ତି…

ଘର ଅଗଣାରେ ଆଉ ଶୁଭୁନି କାଉ ଡାକ :  ଆଧୁନିକତାର ଛାପରେ ଲୋପ ପାଇବାକୁ ବସିଲାଣି କାଉ ବଂଶ, ଚିନ୍ତାରେ ପରିବେଶବିତ୍

କା କା କା ରାବଇ କାଉ ।  ଉଠ ଉଠ ମଠ ନକର ଆଉ ।  ଘର ଅଗଣାରେ ଶୁଭୁନି କାଉ ଡାକ । ସକାଳ ହେଲେ ଆଉ ଶୁଭୁନି କାଉର କା. . କା. . ରାବ । ବିଳମ୍ବରେ ନିଦ ଭାଙ୍ଗିଲେ ଉଠାଇବାକୁ ଆଉ କାଉ ନାହାନ୍ତି ।  ଧୀରେ ଧୀରେ କାଉ ବଂଶ ଲୋପ ପାଇବାକୁ ବସିଲାଣି । ପରିବେଶକୁ ସଫାସୁତୁରା ରଖୁଥିବା କାଉ, କାଁ…

ବ୍ୟାଙ୍କ ଗ୍ରାହକଙ୍କ ପାଇଁ ବଡ ଖବର: କାଲିଠୁ ବଦଳିଯିବ ବ୍ୟାଙ୍କ ଖୋଲିବାର ସମୟ; ଜାଣନ୍ତୁ କେତେଟାରୁ କେତେ ଯାଏଁ ଚାଲିବ…

କନକ ବ୍ୟୁରୋ: ଗ୍ରାହକଙ୍କ ସୁବିଧା ପାଇଁ ବଦଳିଲା ବ୍ୟାଙ୍କ ଖୋଲିବାର ସମୟ। ଏଣିକି ଆସନ୍ତାକାଲିଠାରୁ ସମସ୍ତ ସରକାରୀ ବ୍ୟାଙ୍କର କାର୍ଯ୍ୟ ଅବଧି ସକାଳ ୧୦ଟାରୁ ଅପରାହ୍ନ ୪ଟା ଯାଏଁ ଚାଲିବ । ପୂର୍ବରୁ ଏନେଇ କୁହାଯାଉଥିବା ବେଳେ ଆଜି ଏହାକୁ ନୀତିଗତ ଭାବେ ଲାଗୁ କରାଯିବା ନେଇ ଷ୍ଟେଟ ଲେବଲ…

ସମାଜ ପାଇଁ ପ୍ରେରଣା ପାଲଟିଛନ୍ତି ଏହି ତିନି ସାଙ୍ଗ ! ପୁରୁଣା ଜିନ୍ସରେ ପ୍ରସ୍ତୁତ ହେଉଛି ପିଲାଙ୍କ ସ୍କୁଲ୍ ସାମଗ୍ରୀ ,…

ମନ ଭିତରେ ଯଦି କିଛି ଭଲ କାମ କରିବା ପାଇଁ ଉତ୍ସାହ ଜାଗ୍ରତ ହୁଏ ଏବଂ ଏହି ଉତ୍ସାହକୁ ଆଗକୁ ବଢାଇବା ପାଇଁ ସହଯୋଗର ହାତ ମିିଳିଯାଏ ତେବେ ଅସମ୍ଭବ ବୋଲି କିଛି ଶବ୍ଦ ରୁହେନାହିଁ । ଆଜିର ଯୁବପିଢୀ ସମାଜ ପାଇଁ ପ୍ରେରଣା ପାଲଟିଛନ୍ତି । ସମସ୍ତଙ୍କ ମନରେ ଦେଶକୁ ଆଗେଇନେବା ଏବଂ ଅନ୍ୟ ମୁହଁରେ ହସ…

ସାଂସଦଙ୍କ କଥା ଶୁଣିଲାନି ପୋଲିସ୍ : ପଡ଼ୋଶୀଙ୍କ ଉତ୍ପାତ ନେଇ ଅଭିଯୋଗ ପରେ ବି କାର୍ଯ୍ୟାନୁଷ୍ଠାନ ଶୂନ, ଟ୍ୱିଟ କରି…

କନକ ବ୍ୟୁରୋ : ସାଂସଦଙ୍କ କଥା ଶୁଣିଲାନି ପୋଲିସ୍ । କେନ୍ଦ୍ରାପଡ଼ା ସାଂସଦ ତଥା ଓଲିଉଡ଼୍ ଅଭିନେତା ସାଂସଦଙ୍କ ଅଭିଯୋଗକୁ ପୋଲିସର ଅଣଦେଖା । ପଡ଼ୋଶୀଙ୍କ ଉତ୍ପାତ ନେଇ ଅନୁଭବ ମହାନ୍ତି ଗତ ରାତିରେ ଅଭିଯୋଗ କରିଥିଲେ । ଘଟଣା ଘଟିବାର, ଏତେ ସମୟ ବିତିଯାଇଥିଲେ ହେଁ ପୋଲିସ୍ କୌଣସି…