Daily Archives

September 3, 2019

ବିକାଶ ପଥରେ କାଶ୍ମୀର ! ଶ୍ମୀନଗରରେ ରିସର୍ଟ ଓ ଲଦାଖରେ ହେବ ପର୍ବତାରୋହଣ ଇନଷ୍ଟିଚ୍ୟୁଟ୍ ।

ଜମ୍ମୁ-କଶ୍ମୀରର ସ୍ୱତନ୍ତ୍ର ରାଜ୍ୟର ମାନ୍ୟତା ହଟାଇ ଦିଆଯିବା ପରେ ଏବେ କେନ୍ଦ୍ର ସରକାର ଜମ୍ମୁ-କଶ୍ମୀରର ବିକାଶ ବିଷୟରେ ଚିନ୍ତା କରୁଛନ୍ତି । ବିଭିନ୍ନ କମ୍ପାନୀ ନିଜ ନିଜର ବ୍ୟାବସାୟିକ ଶାଖା ସେଠାରେ ଖୋଲିବାର ଘୋଷଣା କରୁଥିବା ବେଳେ ମେଟ୍ରୋ ଟ୍ରେନର ସୁବିଧା ମଧ୍ୟ କରାଯାଉଛି । ତେବେ…

ଗିରଫ ହେଲେ କଂଗ୍ରେସ ନେତା ଡି.କେ ଶିବକୁମାର । ମନି ଲଣ୍ଡ୍ରିଂ ମାମଲାରେ ଗିରଫ କଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ।…

କନକ ବ୍ୟୁରୋ : କର୍ଣ୍ଣାଟକର ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ଡିକେ ଶିବକୁମାରଙ୍କୁ ୪ ଦିନ ଧରି ଜେରା କରିବା ପରେ ଆଜି ଗିରଫ କରିଛି ଏନଫୋର୍ସମେଣ୍ଟ ଡାଇରେକ୍ଟରେଟ ବା ଇଡି । ବେଆଇନ ଅର୍ଥ କାରବାର ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଛି । ଇଡି ପକ୍ଷରୁ କୁହାଯାଇଛି ଯେ ତାଙ୍କୁ…

ଆଗାମୀ ଗୋଟିଏ ଦଶନ୍ଧିରେ ଅଧା କମିଯିବ ପେଟ୍ରୋଲ ଓ ଡିଜେଲ ଦର, ହେଲେ କାହିଁକି?

କନକ ବ୍ୟୁରୋ : ବିଶ୍ୱ ବଜାରରେ ତୈଳଦର ଏବେ କ୍ରମାଗତ ଭାବେ ହ୍ରାସ ପାଇଚାଲିଛି । ଏବେ ଭାରତୀୟ ବାସ୍କେଟ ଅଶୋଧିତ ତୈଳର ମୂଲ୍ୟ ବ୍ୟାରେଲ ପିଛା ୫୯ ଡଲାର ରହିଛି । କିନ୍ତୁ ଦୀର୍ଘ ମିଆଦୀ ଭିତ୍ତିରେ ବିଶ୍ୱବଜାରରେ ତୈଳଦର ଆହୁରି ହ୍ରାସ ପାଇବ ବୋଲି ବିଶେଷଜ୍ଞମାନେ ଅଟକଳ କରିଛନ୍ତି । ଏହାର କାରଣ…

ଟ୍ରାଫିକ ନିୟମ ଉଲ୍ଲଂଘନ କରି ହଟହଟା ହେଲେ ଯୁବକ । ୧୫ ହଜାର ଟଙ୍କାର ଗାଡି ଉପରେ ୨୩ ହଜାର ଟଙ୍କାର ଚାଲାଣ କାଟିଲେ…

ନୂଆ ମୋଟରଯାନ ନିୟମ ଲାଗୁ ହେବା ପରେ ଜୋରାଦାର ହେଉଛି ଟ୍ରାଫିକ ଚେକିଂ । ନିୟମ ଉଲ୍ଲଂଘନକାରୀଙ୍କୁ ଜରିମାନା ବାବଦକୁ ହଜାର ହଜାର ଟଙ୍କା ଗଣିବାକୁ ପଡୁଛି । ତେବେ ନୂଆ ନିୟମ ଆସିବାର ଦୁଇ ଦିନ ମଧ୍ୟରେ ଟ୍ରାଫିକ ପୋଲିସଙ୍କ ମନମାନିକୁ ନେଇ ଆସିଛି ବଡ ଅଭିଯୋଗ । ୧୫ ହଜାର ଟଙ୍କାର ସ୍କୁଟି ଉପରେ…

କେମିତି ପାକିସ୍ତାନର ଲଢୁଆ ବିମାନକୁ ଧ୍ୱଂସ କରିଥିଲେ ୱିଙ୍ଗ କମାଣ୍ଡର ଅଭିନନ୍ଦନ ? ମଝି ଆକାଶରେ ଅଭିନନ୍ଦନଙ୍କ…

କନକ ବ୍ୟୁରୋ : ୨୭ ଫେବ୍ରୁଆରୀ ୨୦୧୯ । ପାକିସ୍ତାନ ବାଲାକୋଟରେ ପଶି ଭାରତୀୟ ବାୟୁସେନାର ଏୟାର ସର୍ଜିକାଲ ଷ୍ଟ୍ରାଇକର ଠିକ ପରଦିନ । ସକାଳ ୮ଟା ୪୫ରେ ପଂଜାବରେ ଥିବା ଭାରତୀୟ ବାୟୁସେନାର ରାଡାର କଂଟ୍ରୋଲ ଆଲର୍ଟ କଲା ଯେ, ପାକିସ୍ତାନ ଏହାର ବାୟୁସୀମାକୁ ସାଧାରଣ ବିମାନ ଯାତ୍ରା ପାଇଁ ବନ୍ଦ…