Daily Archives

September 27, 2019

ପୁଣେରେ ପ୍ରଦର୍ଶିତ ହେବ ଓଡିଆ ପୁଅଙ୍କ ଚମତ୍କାର ଚିତ୍ର: ଭୋଟ ଦିଅନ୍ତୁ ବାବୁଲିଙ୍କୁ ବିଜୟୀ କରାନ୍ତୁ

କନକ ବ୍ୟୁରୋ: ପୁଣେ ଆର୍ଟ ଫେଷ୍ଟିଭାଲରେ ପ୍ରତିଯୋଗିତା କରୁଛନ୍ତି ଓଡିଆ ପୁଅ । ପୁଣେରେ ହେବାକୁ ଥିବା ଚିତ୍ରକଳା ପ୍ରଦର୍ଶନୀରେ ଭାଗ ନେଇଛନ୍ତି ଢେଙ୍କାନାଳର ଓଡିଆ ପୁଅ ବାବୁଲି କାଣ୍ଡି । ତେବେ ଏହି ପ୍ରତିଯୋଗିତାରେ ଭାଗ ନେଇଥିବା ପ୍ରତିଯୋଗିଙ୍କ ମଧ୍ୟରୁ ଯାହାର ଚିତ୍ରକଳାକୁ ଅଧିକ ଭୋଟ…

ସୁଷମାଙ୍କ ଶେଷ ଇଚ୍ଛା ପୂରା କଲେ ଝିଅ ବାଂଶୁରୀ । ଆଇନଜୀବୀ ହରିଶ ସାଲଭେଙ୍କ ବକେୟା ବହୁମୂଲ୍ୟ ଟଙ୍କାଟିଏ ପାଉଣା ଦେଇ…

କନକ ବ୍ୟୁରୋ : ମା’ଙ୍କ ଇଚ୍ଛା ପୂରା କଲେ ଝିଅ । ସ୍ୱର୍ଗତଃ ସୁଷମା ସ୍ୱରାଜଙ୍କ ଶେଷ ଇଚ୍ଛା ପୂରଣ କରିଛନ୍ତି ଝିଅ ବାଂଶୁରୀ ସ୍ୱରାଜ । କୂଳଭୁଷଣ ଯାଦବ ମାମଲାରେ ବରିଷ୍ଠ ଆଇନଜୀବୀ ହରିଶ ସାଲଭେଙ୍କ ବକେୟା ଥିବା ୧ ଟଙ୍କାର ପାଉଣା ଦେଇଛନ୍ତି ବାଂଶୁରୀ । ସୁଷମା ସ୍ୱରାଜଙ୍କ ପରଲୋକ ସହ ଏକ ଏଭଳି…

ରମାକାନ୍ତଙ୍କ ଦୁଃଖ ଶୁଣିଲେ ସରକାର: ବନ୍ଦୀ ଜୀବନରୁ ମିଳିବ ମୁକ୍ତି । ସହାୟତାର ହାତ ବଢାଇଲା ପ୍ରଶାସନ

କନକ ବ୍ୟୁରୋ: ବନ୍ଦୀ ଜୀବନ ମୁକ୍ତି ମିଳିବ । ଲୁହା ଶିକୁଳିରୁ ଜୀବନ ଫିଟିବ । ଆଉ ଜୀବନ- ଯନ୍ତ୍ରଣା ମଝିରେ ରଚା ହୋଇଥିବା ‘ଅଭିଶପ୍ତ’ ନାଟକର ଯବନିକା ପଡିବ । କାରଣ ରମାକାନ୍ତଙ୍କ ଜୀବନରେ ପଡିଥିବା ୩୦ ବର୍ଷିୟ ବେଡି ଫିଟାଇବ ପ୍ରଶାସନ, ସହାୟତା କରିବେ ସରକାର । ଦୀର୍ଘ ୩୦ ବର୍ଷ ହେବ…

ନବୀନ କହିଲେ, ସାରା ବିଶ୍ୱ ଦେଖିଲା । ପୂରା ବିଶ୍ୱ ଦେଖିଲା ନବୀନଙ୍କ ଶାସନତନ୍ତ୍ରର ଝଲକ । ନ୍ୟାସନାଲ୍ ଜିଓଗ୍ରାଫିକ…

କନକ ବ୍ୟୁରୋ : ମୋଦିଙ୍କ ପରେ ନବୀନ । ପୂରା ବିଶ୍ୱ ଦେଖିଲା ନବୀନଙ୍କ ଶାସନତନ୍ତ୍ରର ଝଲକ । ମ୍ୟାନ୍ ଭର୍ସେସ ୱାଇଲ୍ଡ ସୋ’ରେ ପ୍ରଧାନମନ୍ତ୍ରୀ ମୋଦି ନଜର ଆସିଥିବା ବେଳେ ନ୍ୟାସନାଲ ଜିଓଗ୍ରାଫିକ ଚ୍ୟାନେଲରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଦେଖିବାକୁ ପାଇଲେ ବିଶ୍ୱବାସୀ । ନବୀନଙ୍କୁ ନେଇ…

କଲମ ବଦଳରେ କୁନି ହାତରେ କାଠ । ସୁବର୍ଣ୍ଣପୁରରୁ ଆସିଲା ସାଂଘାତିକ ଚିତ୍ର । ବିଦ୍ୟାଳୟରେ ପାଠପଢା ବଦଳରେ ମଧ୍ୟାହ୍ନ…

କନକ ବ୍ୟୁରୋ : ଆମେ ପାଠ ପଢିବୁ, ବଡ ମଣିଷ ହେବୁ । କଳା ଘୋଡାରେ ଚଢି ମଧୁବାବୁଙ୍କ ସହ ଲଢିବୁ । ଏମିତି କିଛି ପଣ କରି ସ୍କୁଲକୁ ପାଠ ପଢିବା ପାଇଁ ଯାଇଥାନ୍ତି କୁନି କୁନି ଛାତ୍ରଛାତ୍ରୀ । ଆଉ ଛାତ୍ରଛାତ୍ରୀମାନଙ୍କୁ ଶିକ୍ଷାର ଆଲୋକ ମଧ୍ୟକୁ ଟାଣିଆଣିବା ପାଇଁ ସରକାରଙ୍କ ପକ୍ଷରୁ ମଧ୍ୟ ଅନେକ…