Daily Archives

September 15, 2019

ଶତ୍ରୁ ପକ୍ଷକୁ ଆଉ ଏକ ଝଟକା । ଭାରତୀୟ ବାୟୁସେନାରେ ସାମିଲ ହେଲା ସ୍ପାଇସ-୨୦୦୦ ଲେଜର୍ ଗାଇଡେଡ୍ ବୋମା । ବଢିଲା…

ଶତ୍ରୁ ପକ୍ଷକୁ ଲାଗିବ ଆଉ ଏକ ଝଟକା । ଇସ୍ରାଇଲ ଠାରୁ ଭାରତ ଆଣୁଛି ସ୍ପାଇସ-୨୦୦୦ ଲେଜର୍ ଗାଇଡେଡ୍ ବୋମା । ଭାରତ-ପାକିସ୍ତାନ ମଧ୍ୟରେ ତିକ୍ତତା ଦିନକୁ ଦିନ ବୃଦ୍ଧି ପାଉଥିବା ବେଳେ ଭାରତୀୟ ବାୟୁସେନାରେ ସାମିଲ ହୋଇଛି ସ୍ପାଇସ-୨୦୦୦ ଲେଜର୍ ଗାଇଡେଡ୍ ବୋମା ।  ଭାରତୀୟ ବାୟୁସେନାର…

ସମୁଦ୍ରକୁ ଗଲା ମାଲେସିଆ ଜାହାଜ: ୩୬ ଦିନ ପରେ ଚିଲିକା ଛାଡିଲା ଫସିଥିବା ଜିନ୍ ହ୍ୱା-୩୨

କନକ ବ୍ୟୁରୋ: ସମୁଦ୍ରକୁ ଗଲା ମାଲେସିଆ ଜାହାଜ । ଚିଲିକାର ରାଜହଂସରେ ଫସିଥିବା ମାଲେସିଆ ଜାହାଜ ସମୁଦ୍ର ଭିତରକୁ ଗଲା । ଅଚଳ ଜାହଜକୁ ସଫଳ ଭାବେ ଉଦ୍ଧାର କରି ସମୁଦ୍ର ଭିତରକୁ ନିଆଗଲା । ତେବେ ବଡ ଜୁଆର ଆସିବା ପରେ ସମୁଦ୍ର ଭିତରକୁ ଗଲା ମାଲେସିଆ ଜାହାଜ ଜିନ୍ ହ୍ୱା । ତେବେ ଅଗଷ୍ଟ ୯ରୁ…

କୁମ୍ଭୀର ଆଁରୁ ଫେରିଲା ଜୀବନ: ପାଣି ମଝିରେ ମଣିଷ-କୁମ୍ଭୀର ଲଢେଇ ପରେ କୁମ୍ଭୀର ପାଟିରୁ ଫେରିଲେ ଯୁବକ

କନକ ବ୍ୟୁରୋ: ପୁଣି କେନ୍ଦ୍ରାପଡାରେ କୁମ୍ଭୀର ଆତଙ୍କ । ମଝି ନଇରେ କୁମ୍ଭୀର ପାଟିରେ ମଣିଷ । ନଦୀରେ ଗାଧୋଉଥିବା ବେଳେ ମଇଷକୁ ଟାଣିନେଲା କୁମ୍ଭୀର । ଆଉ ପାଣି ଭିତରକୁ ଟାଣିନେବା ପରେ ଚାଲିଲା ମଣିଷ-କୁମ୍ଭୀର ଲଢେଇ । ମହାକାଳପଡା ବ୍ଲକ ଜାଲକଣା ଗାଁର ଯୁବକ ଭଜକୃଷ୍ଣ ପ୍ରଧାନ ଗୋବରୀ ନଦୀରେ…

ପୂଜା ଉପରେ ମାନ୍ଦାବସ୍ଥାର ପ୍ରଭାବ: ରାଜଧାନୀର ବିଭିନ୍ନ ପୂଜା କମିଟିର କମିଲା ବଜେଟ । ଏଥର ବଡବଡ ତୋରଣରେ ଝଲସିବନି…

କନକ ବ୍ୟୁରୋ: ଆଉ ଦିନ କେଇଟା ପରେ ଦଶହରା । ଧରାବତରଣ କରିବେ ମାଆ ଦୁର୍ଗା । ମାଆଙ୍କ ଆଗମନୀ ପାଇଁ ଆରମ୍ଭ ହୋଇଗଲାଣି ପ୍ରସ୍ତୁତି । ଶାରଦୀୟ ଦୁର୍ଗାପୂଜା ପାଇଁ ରାଜଧାନୀର ପ୍ରମୁଖ ପୂଜା କମିଟି ଗୁଡିକ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି ସତ । କିନ୍ତୁ ଅର୍ଥନୈତିକ ମାନ୍ଦାବସ୍ଥାର ସିଧାସଳଖ…

NSUIରୁ ଇତିଶ୍ ନିଲମ୍ବିତ । ସଂଗଠନରେ ବିଶୃଙ୍ଖଳା କରୁଥିବା ଅଭିଯୋଗରେ ପ୍ରାଥମିକ ସଦସ୍ୟ ପଦରୁ ବିଦା ହେଲେ NSUI ରାଜ୍ୟ…

କନକ ବ୍ୟୁରୋ: ନ୍ୟାସନାଲ ଷ୍ଟୁଡେଣ୍ଟ ୟୁନିୟନ ଅଫ୍ ଇଣ୍ଡିଆ (ଏନଏସୟୁଆଇ)ରୁ ବହିଷ୍କୃତ ହେଲେ ରାଜ୍ୟ ଏନଏସୟୁଆଇ ଆବାହକ ତଥା ପୂର୍ବତନ ଛାତ୍ର କଂଗ୍ରେସ ସଭାପତି ଇତିଶ୍ ପ୍ରଧାନ । ସଂଗଠନରେ ବିଶୃଙ୍ଖଳା ସୃଷ୍ଟି କରିଥିବା ଅଭିଯୋଗରେ ତାଙ୍କୁ ଏନଏସୟୁଆଇର ପ୍ରାଥମିକ ସଦସ୍ୟ ପଦରୁ ବହିସ୍କାର…

ଯଦି ଭାରତ ସହ ପାରମ୍ପାରିକ ଯୁଦ୍ଧ କରେ ପାକିସ୍ତାନ, ତେବେ କ’ଣ ହେବ ସ୍ଥିତି ? ମନକଥା କହିଲା ଏକଘରକିଆ ପାକିସ୍ତାନ ।

କନକ ବ୍ୟୁରୋ: ଭାରତ ସହିତ ଯୁଦ୍ଧ ହେଲେ ଏବେ କ’ଣ ହେବ ପାକିସ୍ତାନର ସ୍ଥିତି । ଏନେଇ ବିଦେଶୀ ଗଣମାଧ୍ୟମକୁ ସାକ୍ଷାତକାରରେ ବଡ ବୟାନ ଦେଇଛନ୍ତି ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍ । ଇମ୍ରାନ୍ ନିଜର ସାକ୍ଷାତକାରରେ ଖୋଲାଖୋଲି ଭାବରେ କହିଛନ୍ତି ଯେ, ଯଦି ବର୍ତ୍ତମାନ ଭାରତ ବିପକ୍ଷରେ…