Monthly Archives

September 2019

ନାମାଙ୍କନ ଭରିଲେ ବିଜେଡ଼ି ପ୍ରାର୍ଥୀ ! ବିଶାଳ ରାଲିରେ ଆସି ପଦ୍ମପୁର ଉପଜିଲ୍ଲାପାଳ ଅଫିସରେ ପ୍ରାର୍ଥୀପତ୍ର ଦାଖଲ କଲେ…

କନକ ବ୍ୟୁରୋ: ବିଜେପୁର ଉପନିର୍ବାଚନ ପାଇଁ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି ବିଜେଡି ପ୍ରାର୍ଥୀ ରୀତା ସାହୁ । ସମର୍ଥକଙ୍କ ସହ ଶୋଭାଯାତ୍ରାରେ ଆସି ସେ ନାମାଙ୍କନ ଭରିଛନ୍ତି । ପଦ୍ମପୁର ଉପଜିଲ୍ଳାପାଳଙ୍କ କାର୍ଯ୍ୟାଳୟରେ ପ୍ରାର୍ଥୀପତ୍ର ଦାଖଲ ବେଳେ ତାଙ୍କ ସହ ଉପସ୍ଥିତ ଥିଲେ ନବ ଦାସ, ସୁଶାନ୍ତ…

ଲଜ୍ଜା , ଲଜ୍ଜା ,ଲଜ୍ଜା ! ଦ୍ୱିତୀୟ ଶ୍ରେଣୀରେ ପଢୁଥିବା ଛାତ୍ରୀକୁ ଅଫିସକୁ ଡାକି ଦୁଷ୍କର୍ମ କଲେ ସ୍କୁଲ୍ ସଞ୍ଚାଳକ ।

ବିହାରର ଗୋପାଲଗଞ୍ଜରୁ ଏକ ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି । ଏଠାକାର ଏକ ବେସରକାରୀ ସ୍କୁଲର ସଞ୍ଚାଳକ ଦ୍ୱିତୀୟ ଶ୍ରେଣୀରେ ପଢୁଥିବା ଛାତ୍ରୀକୁ ନିଜ ଚ୍ୟାମ୍ବରକୁ ଡକାଇ ଦୁଷ୍କର୍ମ କରିଛନ୍ତି । ଘଟଣାଟି ଉଚକାଗାଓଁ ସ୍ଥିତ ଦବନା ପଟ୍ଟୀ ଗାଁରେ ଘଟିଛି । ଛାତ୍ରୀଙ୍କ ସହ ଦୁଷ୍କର୍ମ ପରଠାରୁ…

ଭାଙ୍ଗିଲା ଦଲାଲଙ୍କ ଘର । ଭୁବନେଶ୍ୱର ଆରଟିଓ ଅଫିସ-୧ ସାମ୍ନାରେ ଥିବା ଦଲାଲଙ୍କ ଅସ୍ଥାୟୀ ଘରେ ଚାଲିଲା ବୁଲଡୋଜର

କନକ ବ୍ୟୁରୋ: ଦଲାଲଙ୍କ ଉପରେ ଏବେ ସରକାରଙ୍କ ନଜର । ଭଙ୍ଗାଗଲା ଆରଟିଓଙ୍କ ଗୁମୁଟି । ଭୁବନେଶ୍ୱର ଆରଟିଓ ଅଫିସ ସମ୍ମୁଖରେ ଦଲାଲମାନେ ରହୁଥିବା ଅସ୍ଥାୟୀ ଘରକୁ ଭାଙ୍ଗିଛି ପ୍ରଶାସନ । ଆଚର୍ଯ୍ୟ ବିହାର ସ୍ଥିତ ଆରଟିଓ ୱାନ୍ ଅଫିସ ସମ୍ମୁଖରେ ଥିବା ଓ ପଛ ପଟେ ଥିବା ଘରକୁ ବୁଲଡୋଜର ସାହାର୍ଯ୍ୟରେ…

ପାକିସ୍ତାନକୁ ସେନାମୁଖ୍ୟଙ୍କ କଡ଼ା ଚେତାବନୀ : ଆଉ ଚଳିବନି ଲୁଚକାଳି ଖେଳ, ଆବଶ୍ୟକ ପଡିଲେ ନିୟନ୍ତ୍ରଣ ରେଖା ଅତିକ୍ରମ…

କନକ ବ୍ୟୁରୋ : ନିୟନ୍ତ୍ରଣ ରେଖା ପାର୍ କରିବ ଭାରତୀୟ ସେନା । ଭାରତରେ ହିଂସା ସୃଷ୍ଟି କରିବାକୁ ଚେଷ୍ଟା କରୁଥିବା ପାକିସ୍ତାନକୁ ଟାର୍ଗେଟ କରିଛନ୍ତି ସେନାମୁଖ୍ୟ । ଏକ ସାକ୍ଷାତକାରରେ ପାକିସ୍ତାନକୁ ସେନାମୁଖ୍ୟ ଜେନେରାଲ୍ ବିପିନ ରାଓ୍ଵତ କଡ଼ା ଚେତାବନୀ ଦେଇଛନ୍ତି  ।  ବାଲାକୋଟରେ ଆତଙ୍କବାଦୀ…

ବିଜେପୁର ଉପନିର୍ବାଚନ ପାଇଁ ନାମାଙ୍କନ ଭରିଲେ କଂଗ୍ରେସ ପ୍ରାର୍ଥୀ। ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ନିରାଡମ୍ବର ଭାବେ…

କନକ ବ୍ୟୁରୋ: ବିଜେପୁର ଉପନିର୍ବାଚନ ପାଇଁ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି  କଂଗ୍ରେସ ପ୍ରାର୍ଥୀ ଦିଲ୍ଲୀପ ପଣ୍ଡା । ନିରାଡମ୍ବର ଭାବେ ଆସି ଉପଜିଲ୍ଳାପାଳଙ୍କ ଅଫିସରେ ପ୍ରାର୍ଥୀ ପତ୍ର ଦାଖଲ କରିଛନ୍ତି ଦିଲ୍ଲୀପ ପଣ୍ଡା ।  କିଛି ସମୟ ପରେ ବିଜେଡି ଓ ବିଜେପି ପ୍ରାର୍ଥୀ ନାମାଙ୍କନ ଭରିବେ ।…

ବିହାର ଓ ଉତ୍ତରପ୍ରଦେଶରେ ପ୍ରଳୟଙ୍କାରୀ ବନ୍ୟା। ରାଜପଥରେ ଚାଲିଲା ଡଙ୍ଗା। ୪ ଦିନ ଲଗାଣ ବର୍ଷାରେ ୧୩୦ରୁ ଅଧିକ ମୃତ

କନକ ବ୍ୟୁରୋ: ଚାରି ଦିନର ଲଗାଣ ବର୍ଷା ଯୋଗୁ ବିହାରରେ ଜଳ ପ୍ରଳୟ । ରାସ୍ତା ଘାଟ ନଦୀ ପାଲଟିଯାଇଛି । ଆଉ ଜାତୀୟ ରାଜପଥରେ ଡଙ୍ଗା ଚାଲିଛି । ଲୋକ ବେକେ ପାଣିରେ ବୁଡି ରହିଛନ୍ତି । ତଳିଆ ଅଂଚଳ ସହ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଛି । ପ୍ରବଳ ବର୍ଷା ଯୋଗୁ ବିହାରରେ ଏଯାଏଁ ୨୭ରୁ ଅଧିକ ଲୋକଙ୍କ…