Daily Archives

September 23, 2019

ବ୍ୟାଙ୍କ ଗ୍ରାହକଙ୍କ ପାଇଁ ବଡ ଖବର । ଆସନ୍ତା ୨୬ ଓ ୨୭ରେ ହେବନି ବ୍ୟାଙ୍କ ଧର୍ମଘଟ, ଅର୍ଥ ସଚିବଙ୍କ ଆଲୋଚନା ପରେ…

ଆସନ୍ତା ସେପ୍ଟେମ୍ବର ୨୬ ଓ ୨୭ ତାରିଖରେ ହେବାକୁ ଥିବା ବ୍ୟାଙ୍କ ଧର୍ମଘଟକୁ ସ୍ଥଗିତ ରଖାଯାଇଛି । ଏହି ଦୁଇ ଦିନ ବ୍ୟାଙ୍କ ଧର୍ମଘଟ କରିବାକୁ ନେଇ ବ୍ୟାଙ୍କ ୟୁନିୟନ ପକ୍ଷରୁ ଘୋଷଣା କରାଯାଇଥିଲେ ବି ଅର୍ଥ ସଚିବଙ୍କ ସହ ଆଲୋଚନା ପରେ ଏହି ଦାବିରୁ ବ୍ୟାଙ୍କ  କର୍ମଚାରୀ ୟୁନିୟନ ଓହରିଯାଇଛି ।…

ଏକାଠି ଶୋଇଥିଲେ, ଏକାଠି ଶ୍ମଶାନ ଗଲେ: ମାଆ କୋଳରୁ ଦୁଇ ଝିଅଙ୍କୁ ଛଡାଇନେଲା କାଳସର୍ପ

କନକ ବ୍ୟୁରୋ: କାଲି ଏଇଠି ଦିହେଁ ଶୋଇଥିଲେ । ଗୋଟିଏ ଖଟରେ ଶୋଇ ଗୋଟିଏ ଚାଦରକୁ ଟଣାଭିଡା ହେଉଥିଲେ । ମୁଁ ଏପଟେ ଶୋଇବିନି, ସେପଟେ ଶୋଇବି... ମୋତେ ସେଇ ତକିଆଟା ଦେ, ମୋ ସୁନା ଭଉଣୀଟା ପରା... ଦେଇ ଦେ...ଏମିତି କିଛି ମିଠା ମୁହୂର୍ତ୍ତ କାଟି ଗୋଟିଏ ଖଟରେ ଜାକିଜୁକି ଶୋଇଯାଇଥିଲେ ଦୁଇ ଭଉଣୀ…

ଜଳବାୟୁ ପରିବର୍ତ୍ତନ ସମ୍ପର୍କରେ ଭାଷଣ ଦେବାର ସମୟ ଶେଷ, ଏବେ କିଛି କାମ କରିବାର ସମୟ ଆସିଛି । ଜାତିସଂଘରେ ଏଭଳି ବୟାନ…

ଜଳବାୟୁ ପରିବର୍ତ୍ତନ ଓ ପରିବେଶ ସୁରକ୍ଷା ସଂପର୍କରେ କଥା କହିବାର ସମୟ ଶେଷ ହୋଇଯାଇଛି । ଏବେ କିଛି କାମ କରିବାର ସମୟ ଆସିଛି । ସମଗ୍ର ବିଶ୍ୱ ଏବେ ଏକାଠି ହୋଇ ଏ ଦିଗରେ କାମ କରିବା ଆବଶ୍ୟକ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ନ୍ୟୁୟର୍କଠାରେ ଅନୁଷ୍ଠିତ ଜାତିସଂଘର…

ପୋସ୍କୋ ପଛ କଥା, ଏବେ ନୂଆ ଆଶା… । ଓଡିଶାରେ ପୁଞ୍ଜିନିବେଶ ନେଇ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କଲେ ଦକ୍ଷିଣ…

କନକ ବ୍ୟୁରୋ : ୨୦୦୫ ମସିହାରେ ୫୨ହଜାର କୋଟି ଟଙ୍କା ବିନିଯୋଗରେ ଇସ୍ପାତ କାରଖାନା କରିବ ବୋଲି ଦକ୍ଷିଣ କୋରିଆର ପୋସ୍କୋ କମ୍ପାନି ଓଡିଶା ସହ ବୁଝାମଣା କରିଥିଲା । କିନ୍ତୁ ତାହା ସଫଳ ହୋଇପାରିଲା ନାହିଁ । ଏହାର ୧୪ବର୍ଷ ପରେ ଓଡିଶାରେ ପୁଞ୍ଜି ନିବେଶ ପାଇଁ ପୁଣି ଅଂଟା ଭିଡିଛନ୍ତ ଦକ୍ଷିଣ…

ସାରା ବିଶ୍ୱ ଦେଖିଲା ଭାରତ ଓ ଆମେରିକାର ନିବିଡ ସମ୍ପର୍କ । ଭାରତ ଓ ବିଶ୍ୱ ରାଜନୀତିରେ ସୃଷ୍ଟି ହୋଇଛି ବିଶ୍ୱର…

କନକ ବ୍ୟୁରୋ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଆମେରିକା ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପ ଗୋଟିଏ ମଂଚରେ ପ୍ରାୟ ଦୁଇ ଘଂଟାରୁ ଅଧିକ ସମୟ ବିତାଇଛନ୍ତି । ଏହା ସହ ଭାରତ ଓ ବିଶ୍ୱ ରାଜନୀତିରେ ସୃଷ୍ଟି ହୋଇଛି ବିଶ୍ୱର ସର୍ବବୃହତ ଓ ସର୍ବ ପୂରାତନ ଗଣତନ୍ତ୍ରର ଏକ ନିଆରା ସମୀକରଣ । ଯେଉଁଠି…