Daily Archives

September 25, 2019

ଚାପୁଡା ନା ଚନ୍ଦନ ? କିଏ କହୁଛି ସତ: ସାଂସଦ ନା ସୋସିଆଲ ମିଡିଆ ? ଚାପୁଡା ନେଇ ସାଂସଦ-ସମର୍ଥକଙ୍କ ଦ୍ୱନ୍ଦ୍ୱଭରା ବୟାନ

କନକ ବ୍ୟୁରୋ: ସଭା ଚାଲିଥିଲା, ସଦସ୍ୟଙ୍କୁ ସମ୍ପର୍ଦ୍ଧିତ ବି କରାଯାଉଥିଲା । ହେଲେ ହଠାତ ଜଣଙ୍କ ଗାଲରେ ବାଜିଥିଲା ଶକ୍ତ ଚାପୁଡା । ମଞ୍ଚରେ ଥିବା ଜଣେ ସମର୍ଥକଙ୍କ ଗାଲରେ ବାଜିଥିଲା ସାଂସଦଙ୍କ ଚାପୁଡା । ଆଉ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା ବ୍ରହ୍ମପୁର ସାଂସଦଙ୍କ ବ୍ରହ୍ମ ଚାପୁଡାର ଦୃଶ୍ୟ…

କଟକ ଡିଜିଏଫଟି ଶାଖା ସ୍ଥାନାନ୍ତରଣ ପ୍ରସଙ୍ଗ: କେନ୍ଦ୍ର ବାଣିଜ୍ୟ-ଶିଳ୍ପମନ୍ତ୍ରୀଙ୍କୁ ଚିଠି ଲେଖିଲେ ଧର୍ମେନ୍ଦ୍ର,…

କନକ ବ୍ୟୁରୋ: କେନ୍ଦ୍ର ବାଣିଜ୍ୟ ଓ ଶିଳ୍ପମନ୍ତ୍ରୀ ପୀୟୂଷ ଗୋଏଲଙ୍କୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଚିଠି । କଟକ ସ୍ଥିତ ବୈଦେଶିକ ବାଣିଜ୍ୟ ନିର୍ଦ୍ଦେଶାଳୟ ବା (ଡିଜିଏଫଟି)ର ଶାଖା କାର୍ଯ୍ୟାଳୟକୁ ବନ୍ଦ କରି ଏହାକୁ କଲିକତା ସହ ମିଶାଇବା ନିଷ୍ପତିର ପର୍ନବିଚାର କରିବା ପାଇଁ ଚିଠି…

ଶ୍ରୀମନ୍ଦିର ସୁରକ୍ଷା ପାଇଁ କେଉଁ ସାହିରୁ ଯିବ କେତେ ଜମି ? ସରକାର ଦେଲେ ପୂରା ତାଲିକା ।

କନକ ବ୍ୟୁରୋ: ଉଚ୍ଛେଦ ପରେ ଏବେ ପୁରୀରେ ଜମି ଅଧିଗ୍ରହଣ ନେଇ ଆସିଲା ବଡ଼ ଖବର । ମେଘନାଦ ପାଚେରୀ ଠାରୁ ୭୫ ମିଟର ମଧ୍ୟରେ ନିରାପତ୍ତା ବଳୟ ନିର୍ମାଣ ପାଇଁ ଜମି ଅଧ୍ରିହଣ କରିବା ନେଇ ରାଜ୍ୟ ସରକାର ଜାରି କଲେ ବିଜ୍ଞପ୍ତି । ପୁରୀ ଜିଲ୍ଲାପାଙ୍କ ଅନୁରୋଧ ପରେ ଏନେଇ ରାଜସ୍ୱ ଓ ବିପର୍ଯ୍ୟୟ…

ମା’ଙ୍କୁ ମନଖୋଲି ଦାନ । ମଝି ଘରିଆଣୀଙ୍କ ହୁଣ୍ଡିରୁ ମିଳିଲା ୫୪ ଲକ୍ଷରୁ ଅଧିକ ଟଙ୍କା । ଅଚଳ ଟଙ୍କା ବି ଦାନ କରିଥିଲେ…

ରାୟଗଡାର ଅଧିଷ୍ଠାତ୍ରୀ ଦେବୀ ମାଆ ମଝି ଘରିଆଣୀଙ୍କ ହୁଣ୍ଡି ଚଳିତ ବର୍ଷ ତୃତୀୟ ଥର ପାଇଁ ଖୋଲିଛି। ଏହି ହୁଣ୍ଡିରୁ ବାହାରିଥିବା ଟଙ୍କା ଗଣତି ସକାଳୁ ନେଇ ରାତି ୮ଟା ପର୍ୟ୍ୟନ୍ତ ଚାଲିଥିଲା। ମାଆଙ୍କ ହୁଣ୍ଡିରୁ ୫୪ଲକ୍ଷ ୫୧ହଜାର ୨୯୪ଟଙ୍କା ବାହାରିଥିବା ବେଳେ ୪୫ଗ୍ରାମ ସୁନା ଓ ୧କେଜି ୮୭୦…

ବିଜେପୁର ପାଇଁ ପ୍ରଥମେ ପ୍ରାର୍ଥୀ ଘୋଷଣା କଲା କଂଗ୍ରେସ: ଦିଲୀପ ପଣ୍ଡା ହେଲେ କଂଗ୍ରେସର ବିଜେପୁର ପ୍ରାର୍ଥୀ

କନକ ବ୍ୟୁରୋ: ବିଜେପୁର ଉପ ନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କଲା କଂଗ୍ରେସ । ଦିଲୀପ କୁମାର ପଣ୍ଡା ହେଲେ କଂଗ୍ରେସର ବିଜେପୁର ପ୍ରାର୍ଥୀ । ଦିଲୀପଙ୍କ ନାଁ ଉପରେ ମୋହର ମାରିଲେ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ । ବରଗଡ ଜିଲ୍ଲା କଂଗ୍ରେସ ଉପସଭାପତି ଅଛନ୍ତି ଦିଲୀପ ପଣ୍ଡା । ତେବେ…

ପୁଣି ମନେପଡିଲା କାଶୀପୁର କାହାଣୀ । ୧୮ ବର୍ଷ ତଳର ଲୋକପ୍ରିୟ ଡାକ୍ତରଙ୍କୁ ମନେ ପକାଇଲେ ନବୀନ ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟର ଡାକ୍ତରମାନଙ୍କୁ ନିଃସ୍ୱାର୍ଥପର ଜନସେବା କରି ଦୃଷ୍ଟାନ୍ତ ସୃଷ୍ଟି କରିବାକୁ ଆହ୍ଵାନ ଦେଇଛନ୍ତି। ରାଜ୍ୟର ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ ସହିତ ଗାନ୍ଧୀ ଜୟନ୍ତୀ ଦିନ ଆରମ୍ଭ ହେଉଥିବା ‘ମୋ ସରକାର’ କାର୍ୟ୍ୟକ୍ରମ ସମ୍ପର୍କରେ ଭିଡିଓ କନ୍ଫରେନ୍ସିଂ…