ଆମେରିକା ପରେ ମାନିଲା ଆଇଏସଆଇଏସ । ବାଗଦାଦିର ମୃତ୍ୟୁ ନେଇ ସ୍ପଷ୍ଟ କଲା, ନୂଆ ଉତ୍ତରାଧିକାରୀର ନାଁ ଘୋଷଣା କଲା ।
କନକ ବ୍ୟୁରୋ : ଆମେରିକା ପରେ ମାନିଲା ଆଇଏସଆଇଏସ । ବିଶ୍ୱର କୁଖ୍ୟାତ ଆତଙ୍କବାଦୀ ବାଗଦାଦି ଆମେରିକା ସେନାର ଅପରେସନରେ ନିହତ ହୋଇଥିବା କଥା ସ୍ୱୀକାର କଲା ଆତଙ୍କୀ ସଙ୍ଗଠନ ଆଇଏସଆଇଏସ । ଏନେଇ ଅଡିଓ ଟେପ ଜାରି କରି ସ୍ପଷ୍ଟ କରିଛି ଆଇଏସଆଇଏସ ।
ବିଶ୍ୱର ଏହି ମୋଷ୍ଟ ୱାଣ୍ଟେଡ ଆତଙ୍କବାଦୀକୁ…