Daily Archives

September 29, 2019

ଆକାଶରେ ଦମ୍ ଦେଖାଇବ ଭାରତ । ବାୟୁସେନାରେ ସାମିଲ ହେବ ମିଜାଇଲ୍ ଅସ୍ତ୍ର, ଶତ୍ରୁ ପକ୍ଷର ରାଡାରକୁ ଦେବ ଚକମା ।

କନକ ବ୍ୟୁରୋ : ଆକାଶରେ ଏବେ ଦମ ଦେଖାଇବ ଭାରତ । ଦେଶୀ ଜ୍ଞାନକୌଶଳରେ ନିର୍ମିତ ସୁପରସୋନିକ ଏୟାର ଟୁ ଏୟାର ମିଜାଇଲ ଅସ୍ତ୍ର ସାମିଲ ହେବ ବାୟୁସେନାରେ । ବାଲାକୋଟ୍ ଆକ୍ରମଣ ପରେ ପାକିସ୍ତାନର ଏଫ-୧୬କୁ ମୁକାବିଲା କରିବାରେ ଯେଉଁ ସମସ୍ୟା ସୃଷ୍ଟି ହୋଇଥିଲା ତାହା ଦୂର ହେବ । କାରଣ ଚତୁର୍ଥ…

ଆସନ୍ତା ୨୪ ଘଣ୍ଟାରେ ପ୍ରବଳ ବର୍ଷା ସମ୍ଭାବନା । ୪ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କଲା ପାଣିପାଗ ବିଭାଗ ।

କନକ ବ୍ୟୁରୋ : ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ଏହାକୁ ଦୃଷ୍ଟିରେ ରଖି ରାଜ୍ୟର ୪ଟି ଜିଲ୍ଲାକୁ ପାଣିପାଗ ବିଭାଗ ପକ୍ଷରୁ ୟେଲୋ ଓ୍ଵାର୍ଣ୍ଣିଂ ଜାରି କରାଯାଇଛି । ଏହି ଜିଲ୍ଲାଗୁଡ଼ିକ ମଧ୍ୟରେ ଝାରସୁଗୁଡା,ବରଗଡ଼, ସୁନ୍ଦରଗଡ଼ ଓ ସମ୍ବଲପୁର ଆଦି  ରହିଛି ।…

ଜମି ବିବାଦରୁ ବିଭତ୍ସ ହତ୍ୟାକାଣ୍ଡ । ୱାର୍ଡ ମେମ୍ବରଙ୍କୁ ଭୁଜାଲିରେ ହାଣି ଫେରାର ହୋଇଗଲା ଅଭିଯୁକ୍ତ ।

କନକ ବ୍ୟୁରୋ : ପୁରୁଣାକୋଟ ଥାନା ଅନ୍ତୁଳିଆ ଛକରେ ରବିବାର ରାତି ୮ଟା ୧୫ରେ ଓ୍ଵାର୍ଡ ସଭ୍ୟ ଜଗବନ୍ଧୁ ବେହେରା (୫୫)ଙ୍କୁ ହତ୍ୟା କରାଯାଇଛି । ଅନ୍ତୁଳିଆ ପଂଚାୟତର ୭ ନମ୍ବର ଓ୍ଵାର୍ଡର ସଭ୍ୟ ଜଗବନ୍ଧୁ କୌଣସି କାମରେ ଗାଁ ଛକକୁ ଯାଇଥିଲେ । ସେଠାରେ ତାଙ୍କ ଗାଁର ସଦାନନ୍ଦ ଗଡ଼ନାୟକ (୪୨)…

ଆକ୍ସନ ମୋଡରେ ପୋଲିସ । ହସ୍ପିଟାଲ ଓ ଆରଟିଓ କାର୍ଯ୍ୟାଳୟରେ ଜୋରଦାର ଚଢାଉ, ଚତୁର୍ଥ ଦିନରେ ୧୬ ଦଲାଲ ଗିରଫ ।

କନକ ବ୍ୟୁରୋ : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ ପରେ ରାଜ୍ୟର ବିଭିନ୍ନ ହସ୍ପିଟାଲ ପରିସର ଓ ଆରଟିଓ କାର୍ଯ୍ୟାଳୟରେ ପୁଲିସ ଅତର୍କିତ ଭାବେ ଚଢ଼ାଉ କରି ରବିବାର ୧୬ ଜଣ ଦଲାଲଙ୍କୁ ଗିରଫ କରିଛି । ପୁଲିସ ଆଜି ବିଭିନ୍ନ ମେଡିକାଲ ପରିସରରୁ ୧୨ ଜଣ ଦଲାଲଙ୍କୁ ଗିରଫ କରିଥିବା ବେଳେ…

ମନ ଜିଣିନେଲେ ଟ୍ରାଫିକ୍ ପୋଲିସ । ଦୀର୍ଘ ଦୁଇ ବର୍ଷ ହେଲା ବୁଲା କୁକରଙ୍କ ଯତ୍ନ ନେଉଛନ୍ତି, ପ୍ରତିଦିନ ଖାଇବାକୁ…

କନକ ବ୍ୟୁରୋ : ସାରା ଦେଶରେ ନୂଆ ଟ୍ରାଫିକ୍ ନିୟମ ଲାଗୁ ହେବା ପରେ ଆପଣମାନେ ଟ୍ରାଫିକ୍ ପୋଲିସଙ୍କର ନିଷ୍ଠୁର ମନୋଭାବ ଦେଖିଥିବେ । ହେଲେ ଟ୍ରାଫିକ୍‌ ପୋଲିସଙ୍କ ମହାନତା କେବେ ଦେଖିଛନ୍ତି ? ଚେନ୍ନାଇରେ ଦେଖିବାକୁ ମିଳିଛି ଏପରି କିଛି ନିଆରା ଦୃଶ୍ୟ । ଟ୍ରାଫିକ୍‌ ପୁଲିସ୍‌ ଆର୍‌ ଅରୁନାନ୍‌…