Daily Archives

September 24, 2019

ଦଶ ବର୍ଷ ହେଲା ଦାଦନ ଦେଉଛି ଦୁଃଖ: ହାଇଦ୍ରାବାଦ ଯାଇ ହଜିଯାଇଛି ପୁଅ, ଆସିବା ବାଟକୁ ଅପେକ୍ଷା କରି କରି ବୁଢା…

କନକ ବ୍ୟୁରୋ: ଅପେକ୍ଷାର ଅର୍ଥ କଣ ? ଅପେକ୍ଷା କେତେ ଯନ୍ତ୍ରଣା ଦାୟକ ? ଆଉ ଅପେକ୍ଷା କେତେ ଦିନ ଯାଏଁ କରିହୁଏ? ଅପେକ୍ଷାକୁ ନେଇ ଏମିତି ପୁଳାପୁଳା ପ୍ରଶ୍ନର ଉତ୍ତର ହୁଏତ ଏ ବୁଢା ବାପାମାଆଙ୍କ ଛଡା ଆଉ କେହି ଦେଇ ପାରିବେନି । କାରଣ ରାତି ପାହିବାଠୁ ସଞ୍ଜ ନଇଁବା ଯାଏଁ ଏମାନେ ଖାଲି ଅପେକ୍ଷା…

ସୁପରଷ୍ଟାର ରଜନୀକାନ୍ତଙ୍କ ସହ ‘ଦରବାର’ ଫିଲ୍ମରେ ନଜର ଆସିବେ ଓଡ଼ିଆ ଝିଅ ଦେବସ୍ମିତା ।

କନକ ବ୍ୟୁରୋ : ଓଡ଼ିଆ ଝିଅ ଦେବସ୍ମିତା ପଟ୍ଟନାୟକଙ୍କର ସ୍ୱପ୍ନ ସତରେ ପରିଣତ ହେବାକୁ ଯାଉଛି। ତାଙ୍କୁ ସୁପରଷ୍ଟାର ରଜନୀକାନ୍ତଙ୍କ ଅଭୀନିତ ଫିଲ୍ମ ‘ଦରବାର’ରେ ଦେଖିବାକୁ ମିଳିବ। ଗଜପତି ଜିଲ୍ଲାର ପାରଳାଖେମୁଣ୍ଡି ନିବାସୀ ଦେବସ୍ମିତା ଆସନ୍ତାବର୍ଷ ଜାନୁଆରି ୧୪ରେ ଶୁଭମୁକ୍ତି କରିବାକୁ ଥିବା…

ବାଃ ବାଃରେ ବ୍ୟବସ୍ଥା । ଚୌକିରେ ପୁଲିସ୍ କର୍ମଚାରୀଙ୍କ ବାବୁ ଠାଣି, ଚଟାଣରେ ଗଡୁଛି ୭ ବର୍ଷର ଦିବ୍ୟାଙ୍ଗ ଶିଶୁ ।

କନକ ବ୍ୟୁରୋ : ଆଜି ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ବ୍ଲକ୍ କାର୍ଯ୍ୟାଳୟରେ ଏଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଛି, ଯାହାକୁ ଦେଖିଲେ ଆପଣଙ୍କ ମନରେ ପ୍ରଶ୍ନ ଉଠିବ, ସତରେ କଣ ଲୋକଙ୍କ ଭିତରେ ଆଉ ମଣିଷପଣିଆ ନାହିଁ । କାରଣ, ଶହ ଶହ ଲୋକଙ୍କ ଭିତରେ ଚଟାଣରେ ଗଡୁଥିଲା ୭ ବର୍ଷର ଦିବ୍ୟାଙ୍ଗ ଶିଶୁ । ଏବଂ…

ବିଜେପୁର ପାଇଁ ବସିଲା ସର୍ବଦଳୀୟ ବୈଠକ । ଉପ-ନିର୍ବାଚନ ପାଇଁ ନିର୍ବାଚନ ଅଧିକାରୀ ଜାରି କଲେ ଗାଇଡଲାଇନ୍, ଛୁଟିଦିନ…

କନକ ବ୍ୟୁରୋ : ବିଜେପୁର ପାଇଁ ବସିଲା ସର୍ବଦଳୀୟ ବୈଠକ । ଉପ-ନିର୍ବାଚନକୁ କେମିତି ମୁକ୍ତ ଓ ନିରପେକ୍ଷ କରାଯାଇପାରିବ ସେନେଇ ବୈଠକରେ ଆଲୋଚନା ହୋଇଛି । ବିଜେପି ଓ ବିଜେଡି ଏହି ବୈଠକରେ ଯୋଗ ଦେଇଥିବା ବେଳେ କଂଗ୍ରେସ ଓ ଅନ୍ୟ ଦଳ ବୈଠକରେ ସାମିଲ ହୋଇନଥିଲେ । ସେପଟେ ବିଜେପୁର ପାଇଁ କିଏ…

ଗାଡ଼ିର ପ୍ରଦୂଷଣ ପ୍ରମାଣପତ୍ରର ଦ୍ୱନ୍ଦ୍ୱ ବଢ଼ାଇଲା ଭିଡ଼ । ପରିବହନ ଅଧିକାରୀ କହିଲେ, ଆସନ୍ତା ୧ରୁ କେବଳ ଅନଲାଇନରେ…

କନକ ବ୍ୟୁରୋ : ଅକ୍ଟୋବର ୧ରୁ ଅନଲାଇନ୍ ସଂଯୁକ୍ତ ପଲ୍ୟୁସନ ପ୍ରମାଣପତ୍ର ନେଇ ପରିବହନ ବିଭାଗର ଟ୍ୱିଟ୍ ପରେ ଲୋକଙ୍କ ମଧ୍ୟରେ ଦ୍ୱନ୍ଦ୍ୱ ସୃଷ୍ଟି ହୋଇଛି । ଅନଲାଇନ୍, ଅଫଲାଇନ୍ ନେଇ ଦ୍ୱନ୍ଦ୍ୱ ସୃଷ୍ଟି ହୋଇଥିବା ବେଳେ ଆଜି ପଲ୍ୟୁସନ ସାର୍ଟିଫିକେଟ୍ ପାଇଁ ସାଂଘାତିକ ଭିଡ଼ ଦେଖିବାକୁ ମିଳିଛି ।…

ପିଆଜର ଭାଉ ଦେଖ… । କାଲି ୫୦, ଆଜି ୬୦ । ଚାଷୀ ୬ ଟଙ୍କାରେ ବିକ୍ରି କରିଥିଲେ, ଏବେ ୬୦ ଟଙ୍କାରେ କିଣୁଛନ୍ତି ।

କନକ ବ୍ୟୁରୋ : ଯାହା ଆଶଙ୍କା କରାଯାଉଥିଲା, ତାହାହିଁ ହେଲା । ନିୟନ୍ତ୍ରଣ ବାହାରକୁ ଚାଲିଯାଇଛି ପିଆଜ ଦର । ପିଆଜ କିଲୋକୁ ଏବେ ୬୦ ଟଙ୍କା । ବଡ କଥା ହେଉଛି, ଏହି ଚଢା ଦର ଖାଲି ରାଜଧାନୀରେ ନାହିଁ ବରଂ ଗାଁ ଗାଁରେ । ରାଜ୍ୟର ଅଧିକାଂଶ ଜିଲ୍ଲାରେ ପିଆଜ କିଲୋ ପିଛା ୫୦ ଉପରେ ରହିଛି । ଏହାରି…