Daily Archives

August 2, 2019

କେନ୍ଦ୍ରାପଡା ଗହୀରମଥାରୁ ଚେନ୍ନାଇକୁ ଚାଲାଣ ହେଉଛି ଅଲିଭରିଡଲେ : ବେଆଇନ୍ ଭାବେ କଇଁଛ ଧରୁଛନ୍ତି ଟ୍ରଲର ମାଫିଆ

କନକ ବ୍ୟୁରୋ : କେନ୍ଦ୍ରାପଡା ଗହୀରମଥାରୁ ଚେନ୍ନାଇକୁ ଚାଲାଣ ହେଉଛି ବିରଳ ଅଲିଭ୍ ରିଡଲେ କଇଁଛ । ବେଆଇନ୍ ଭାବେ କଇଁଛଙ୍କ ଏନ୍ତୁଡିଶାଳ ଗହିରମଥାରୁ ମାଛ ମାରିବା ସହ କଇଁଛ ଧରୁଛନ୍ତି ଟ୍ରଲର ମାଫିଆ । ଆଉ ସମୁଦ୍ରପଥ ଦେଇ ରାଜ୍ୟ ବାହାକୁ ଚାଲାଣ କରାଯାଉଛି । ଯାହାର ଏକ୍ସକ୍ଲୁସିଭି ଭିଡିଓ କନକ…

ବିସିସିଆଇର ଅମ୍ପାୟାରସିପ୍ ପାଇଁ ମନୋନୀତ ହେଲେ ଓଡ଼ିଆ ପୁଅ : ସରିନି ସଂଘର୍ଷ, ଆଗାମୀ ପର୍ଯ୍ୟାୟରେ ଭଲ ପ୍ରଦର୍ଶନ କରିବା…

କନକ ବ୍ୟୁରୋ : ଖେଳ ପଡିଆକୁ କ୍ରିକେଟ ଖେଳିବାକୁ ଗଲେ କାହାର ବ୍ୟାଟିଂ କରିବାର ଇଚ୍ଛା ତ କାହାର ବୋଲିଂ କରିବାର ଇଚ୍ଛା । କିନ୍ତୁ ଖେଳ ପଡିଆରେ ସମ୍ପୂର୍ଣ୍ଣ ଭିନ୍ନ ଦୁର୍ଗାଦତ୍ତ । ତାଙ୍କର ଇଚ୍ଛା ଅମ୍ପେୟାରସିପ୍ କରିବା । ତାଙ୍କର ଏହି ଭିନ୍ନ ଧରଣର ଚିନ୍ତା ଓ ଅକ୍ଳାନ୍ତ ପରିଶ୍ରମ ତାଙ୍କୁ…

ଜିଡିପିର ବିଶ୍ୱ ରାଙ୍କିଙ୍ଗରେ ସପ୍ତମ ସ୍ଥାନକୁ ଖସିଆସିଲା ଭାରତ : ପ୍ରଥମରେ ସ୍ଥାନରେ ଆମେରିକା, ଡଲାର ତୁଳନାରେ ଟଙ୍କାର…

କନକ ବ୍ୟୁରୋ : ଜିଡିପିର ବିଶ୍ୱ ରାଙ୍କିଙ୍ଗରେ ସପ୍ତମ ସ୍ଥାନକୁ ଖସିଆସିଲା ଭାରତ । ଆର୍ଥିକ ବର୍ଷ ୨୦୧୮ ପାଇଁ ବିଶ୍ୱ ବ୍ୟାଙ୍କର ଗ୍ରୋଥ ରେଟ ରିପୋର୍ଟ ଅନୁଯାୟୀ ଭାରତ ସପ୍ତମ ସ୍ଥାନରେ ରହିଥିବାବେଳେ ବ୍ରିଟେନ,ଫ୍ରାନ୍ସ ପଂଚମ ଓ ଷଷ୍ଠ ସ୍ଥାନରେ ରହିଛନ୍ତି । ୨୦୧୭ ଆର୍ଥିକ ବର୍ଷରେ ଭାରତ…

ପାଣି ଟାଙ୍କିରେ କାମ କଲାବେଳେ ଚାଲିଗଲା ଜୀବନ : ମଂଚେଶ୍ୱର ପାଣ୍ଡରା ଅଂଚଳରେ ଅଘଟଣ,ଟାଙ୍କିରୁ ଫଲ୍ସ ଖସି ୩ ଶ୍ରମିକଙ୍କ…

କନକ ବ୍ୟୁରୋ : ରାଜଧାନୀରେ ବଡ ଧରଣର ଅଘଟଣ । ଏମିତି ବି ଆସେ ମୃତ୍ୟୁ । ନିର୍ମାଣଧିନ ପାଣି ଟାଙ୍କିରେ କାମ ବେଳେ ଶ୍ରମିକଙ୍କ ଶୋଚନୀୟ ମୃତ୍ୟୁ । ଟାଙ୍କିରୁ ଫଲ୍ସ ଖସି ୩ ଶ୍ରମିକଙ୍କର ମୃତ୍ୟୁ ହୋଇଛି । ଏଭଳି ଅଘଟଣ ଘଟିଛି ମଂଚେଶ୍ୱର ଥାନା ପାଣ୍ଡରା ଅଂଚଳରେ । କମିସନରେଟ୍ ପୁଲିସ ଘଟଣାସ୍ଥଳରେ…

UAPA ବିଲ ରାଜ୍ୟସଭାରେ ପାସ  : ସପକ୍ଷରେ ୧୪୭ ଓ ବିପକ୍ଷରେ ପଡିଲା ୪୨ ଭୋଟ

କନକ ବ୍ୟୁରୋ : ରାଜ୍ୟସଭାରେ ପାସ ହେଲା ୟୁଏପିଏ ବିଲ । ବିଲ ପାରିତ ପାଇଁ ଆଜି ରାଜ୍ୟସଭାରେ ଭୋଟିଂ ହୋଇଥିଲା । ତେବେ ଭୋଟିଂ ସପକ୍ଷରେ  ୧୪୭ ଓ ବିପକ୍ଷରେ  ୪୨ ଭୋଟ ପଡିଥିଲା । ବିଲକୁ ସିଲେକ୍ଟ କମିଟି ପାଖକୁ ପଠାଇବା ପ୍ରସ୍ତାବ ପୂର୍ବରୁ ଖାରଜ ହୋଇଥିଲା । ପୂର୍ବରୁ ଲୋକସଭାରେ ଏହି ବିଲ ପାସ…

ଚାଷକୁ ନେଇ ରାଜନୀତି : ଚାଷୀ ଆତ୍ମହତ୍ୟା ପ୍ରସଙ୍ଗରେ ଅରୁଣ-ନରସିଂହ ମୁହାଁମୁହିଁ,କୃଷିମନ୍ତ୍ରୀଙ୍କ ଗଣିତ ଉପରେ ପ୍ରଶ୍ନ…

କନକ ବ୍ୟୁରୋ : ରାଜ୍ୟର ଚାଷୀକୂଳଙ୍କୁ ନେଇ ମୁହାଁମୁହିଁ ଅରୁଣ-ନରସିଂହ । ଗୃହରେ ଚାଷୀ ଆତ୍ମହତ୍ୟାକୁ ନେଇ ମୁଲତବି ପ୍ରସ୍ତାବ ଆଲୋଚନା ସମୟରେ କୃଷିମନ୍ତ୍ରୀ ଅରୁଣ ସାହୁ ଓ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ରଙ୍କ ମଧ୍ୟରେ କଥା କଟାକଟି ହୋଇଛି । ଚାଷୀଙ୍କ ପାଇଁ ଉଭୟେ ଉଭୟଙ୍କୁ ଆକ୍ଷେପ…