Daily Archives

August 24, 2019

ୟୁଏଇରେ ମୋଦିଙ୍କୁ ସମ୍ମାନ । ୟୁଏଇର ସର୍ବୋଚ୍ଚ ନାଗରିକ ସମ୍ମାନ ପାଇଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

କନକ ବ୍ୟୁରୋ : ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଦିଆଗଲା ୟୁଏଇର ସର୍ବୋଚ୍ଚ ନାଗରିକ ସମ୍ମାନ । ଦୁବାଇର କ୍ରାଉନ ପ୍ରିନ୍ସ ଶେଖ ମହମ୍ମଦ ବିନ ଜାୟଦ ଶନିବାର ଦିନ ମୋଦୀଙ୍କୁ ଏହି ସମ୍ମାନ ପ୍ରଦାନ କରିଛନ୍ତି । ପ୍ରିନ୍ସ ଯୁଏଇର ସର୍ବୋଚ୍ଚ ନାଗରିକ ସମ୍ମାନ ‘ଅର୍ଡର ଅଫ ଜାୟାଦ’ ରେ…

କଳାପାହାଡ଼ କବଳରୁ କଳାଠାକୁରଙ୍କ ବ୍ରହ୍ମକୁ ଉଦ୍ଧାର କରିଥିଲେ ବିସର ! ମୁଖ୍ୟମନ୍ତ୍ରୀଙ୍କ ପ୍ରଶଂସା ପରେ ଲୁଚି ରହିଥିବା…

କନକ ବ୍ୟୁରୋ : ପୁରୀ ଶ୍ରୀମନ୍ଦିରର ସୁରକ୍ଷା ଓ ସହରର ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିବା ବେଳେ ଚର୍ଚ୍ଚାକୁ ଆସିଛନ୍ତି ବିସର ମହାନ୍ତି । ଶ୍ରୀଜଗନ୍ନାଥଙ୍କ ସୁରକ୍ଷା ଏବଂ ଓଡିଆ ଜାତି ପାଇଁ ତାଙ୍କ ଅବଦାନ ବିଷୟରେ ମୁଖ୍ୟମନ୍ତ୍ରୀ କହିଛନ୍ତି । ତେବେ ଆସନ୍ତୁ ଜାଣିବା କିଏ ଏହି ବିସର…

ଚାଲିଛି ଶ୍ରୀକ୍ଷେତ୍ରରେ ଜବରଦଖଲ ଉଚ୍ଛେଦ । ମେଘନାଦ ପାଚେରୀ ପରେ ଫୋକସରେ ସି-ବିଚ୍, ବେଆଇନ ନିର୍ମାଣ ଉପରେ ଚାଲିଲା…

କନକ ବ୍ୟୁରୋ : ମେଘନାଦ ପାଚେରୀ ପରିସରରୁ ଉଚ୍ଛେଦ ପରେ ପୁରୀ ବେଳାଭୂମିରେ ବୁଲିଲା ବୁଲଡୋଜର । ବେଳାଭୂମିରେ ଥିବା ଲାଇଟ ହାଉସ ନିକଟରେ ଯାତ୍ରୀ ନିବାସ ଭାଂଗିବା ସହ ୧ ଏକରରୁ ଅଧିକ ଜାଗାକୁ ନିଜ ଅକ୍ତିଆରକୁ ଆଣିଛି ପୁରୀ ପ୍ରଶାସନ । ପାର୍କିଂ ସମସ୍ୟାକୁ ଦୂର କରିବା ପାଇଁ ଏହି ଅଂଚଳରେ ଉଚ୍ଛେଦ…

ମାଡି ଆସୁଛି କି ମାନ୍ଦାବସ୍ଥା ? ଧିମଉଛି ବଜାର, ନିଯୁକ୍ତି କମୁଛି, ଛଟେଇ ବଢ଼ିବା ଆଶଙ୍କା । ସେପଟେ ବିଭିନ୍ନ କ୍ଷେତ୍ର…

କନକ ବ୍ୟୁରୋ : ମାଡି ଆସୁଛି ମାନ୍ଦାବସ୍ଥା । ଅଟୋ ମୋବାଇଲ ଓ ରିୟଲ ଇଷ୍ଟେଟ୍  ପରେ ଏବେ ଏଫଏମସିଜି ସାମଗ୍ରୀ ଉପରେ ପ୍ରଭାବ ପଡିବାରେ ଲାଗିଛି । କିଛି କଂପାନୀ, ଉତ୍ପାଦନ ହ୍ରାସ କରିସାରିଛନ୍ତି । ଆଉ କିଛି କମ୍ପାନୀ କର୍ମଚାରୀ କାଟଛାଂଟ କରିବାକୁ ଯୋଜନା କରୁଛନ୍ତି । ଏହାରି ଭିତରେ କିନ୍ତୁ…