Daily Archives

August 6, 2019

ସୁଷମାଙ୍କ ଶେଷ ଟ୍ୱିଟ୍ । ଶେଷ ନିଶ୍ୱାସ ତ୍ୟାଗ କରିବା ପୂର୍ବରୁ ଧାରା ୩୭୦ ଉଚ୍ଛେଦ ପାଇଁ ମୋଦି ସରକାରଙ୍କୁ ଜଣାଇଥିଲେ…

କନକ ବ୍ୟୁରୋ : ଶେଷ ଶର୍ଯ୍ୟାରେ ସୁଷମା । ପୂର୍ବତନ ବୈଦଶିକ ମନ୍ତ୍ରୀ ସୁଷମା ସ୍ୱରାଜଙ୍କ ଦେହାନ୍ତ । ୬୭ ବର୍ଷ ବୟସରେ ଦିଲ୍ଲୀ ଏମ୍ସରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ସୁଷମା ସ୍ୱରାଜ । ଛାତିରେ ଯନ୍ତ୍ରଣା କାରଣରୁ ସୁଷମାଙ୍କୁ ଆଜି ଦିଲ୍ଲୀ ଏମ୍ସରେ ଭର୍ତ୍ତି କରାଯାଇଥିଲା । ତେବେ…

ଆରପାରିରେ ସୁଷମା । ୬୭ ବର୍ଷ ବୟସରେ ଦିଲ୍ଲୀ ଏମ୍ସରେ ଶେଷ ନିଶ୍ୱାସ ତ୍ୟାଗ କଲେ ସୁଷମା ସ୍ୱରାଜ

କନକ ବ୍ୟୁରୋ : ଆରପାରିରେ ସୁଷମା ସ୍ୱରାଜ । ୬୭ ବର୍ଷ ବୟସରେ ଦିଲ୍ଲୀ ଏମ୍ସରେ ଆଖି ବୁଜିଲେ ଭାରତର ପୂର୍ବତନ ବୈଦଶିକ ମନ୍ତ୍ରୀ ସୁଷମା ସ୍ୱରାଜ । ଛାତିରେ ଯନ୍ତ୍ରଣା କାରଣରୁ ସୁଷମାଙ୍କୁ ଆଜି ଦିଲ୍ଲୀ ଏମ୍ସରେ ଭର୍ତ୍ତି କରାଯାଇଥିଲା । ତେବେ ଚିକିତ୍ସାଧୀନ ଅବସ୍ଥାରେ ସୁଷମାଙ୍କର ଦେହାନ୍ତ…

ସୁଷମା ସ୍ୱରାଜ ଗୁରୁତର ଅସୁସ୍ଥ, ଦିଲ୍ଲୀ ଏମ୍ସରେ ହେଲେ ଭର୍ତ୍ତି । ହସ୍ପିଟାଲରେ ପହଞ୍ଚିଲେ ଗଡକରୀ ଓ ହର୍ଷବର୍ଦ୍ଧନ

କନକ ବ୍ୟୁରୋ : ପୂର୍ବତନ ବୈଦଶିକ ମନ୍ତ୍ରୀ ତଥା ବିଜେପି ନେତ୍ରୀ ସୁଷମା ସ୍ୱରାଜଙ୍କ ସ୍ୱାସ୍ଥ୍ୟବସ୍ଥା ସଙ୍କଟାପନ୍ନ । ଗୁରୁତର ଅବସ୍ଥାରେ ତାଙ୍କୁ ଦିଲ୍ଲୀ ସ୍ଥିତ ଏମ୍ସରେ ଭର୍ତ୍ତି କରାଯାଇଛି । ଜାତୀୟ ଗଣମାଧ୍ୟମର ସୂଚନା ଅନୁଯାୟୀ, ଛାତିରେ ଯନ୍ତ୍ରଣା ହେବା କାରଣରୁ ସୁଷମାଙ୍କୁ ଚିକିତ୍ସା…

ସିଙ୍ଗଲ ୱିଣ୍ଡୋ ବୈଠକରେ ୭ଟି ପ୍ରକଳ୍ପକୁ ମଞ୍ଜୁରୀ । ୧ ହଜାର ୩୬ କୋଟି ଟଙ୍କାର ପୁଞ୍ଜି ନିବେଶରେ ୨ ହଜାର ୭୭୮ ଜଣଙ୍କୁ…

କନକ ବ୍ୟୁରୋ: ୮୫ ତମ ସିଙ୍ଗଲ ୱିଣ୍ଡୋ ବୈଠକରେ ୭ଟି ପ୍ରକଳ୍ପକୁ ମିଳିଲା ମଞ୍ଜୁରୀ । ବିଶେଷ କରି ୫ଟି ସେକ୍ଟରର ୭ଟି ପ୍ରକଳ୍ପକୁ ମଞ୍ଜୁରୀ । ୧,୦୩୬ କୋଟି ଟଙ୍କାର ପୁଞ୍ଜିବିନିଯୋଗ ହେବ ବୋଲି ଲୋକସେବା ଭବନରେ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ବସିଥିବା ସିଙ୍ଗଲ ୱିଣ୍ଡୋ ବୈଠକରେ ନିଷ୍ପତି…

ନିଜ ଭାଷଣରେ ବିରୋଧୀଙ୍କ ମୁହଁ ଚୁପ୍ କରିଦେଲେ ବିଜେପି ସାଂସଦ । ତାଳି ମାରିଲେ ଶାହା, ଭାଷଣର ଭିଡ଼ିଓ ସେୟାର କରି…

କନକ ବ୍ୟୁରୋ : ଜମ୍ମୁ-କାଶ୍ମୀରକୁ ଭାଗ କରି ଲଦାଖକୁ କେନ୍ଦ୍ର ଶାସିତ ଅଞ୍ଚଳ ଭାବେ କେନ୍ଦ୍ର ସରକାର ଘୋଷଣା କରିବା ପରେ ଏହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ଜମ୍ମୁ-କାଶ୍ମୀର ପୁନର୍ଗଠନ ବିଲ୍ ଲୋକସଭାରେ ଆଗତ ପରେ ଏହାକୁ ଜୋରଦାର ବିରୋଧ କରିଥିଲେ ବିରୋଧୀ । କିନ୍ତୁ ନିଜ ଶାଣିତ ଯୁକ୍ତି ବଳରେ…

କାଶ୍ମୀରରେ କେତେ ଟଙ୍କାରେ ମିଳୁଛି ଘର ? ୩୭୦ ହଟିବା ପରେ ଜାଗା ଖୋଜିଲେଣି ଲୋକେ…

କନକ ବ୍ୟୁରୋ: ଜମ୍ମୁ-କାଶ୍ମୀରରୁ ଧାରା ୩୭୦ ହଟିବା ସହ ୩୫-ଏ କୁ ମଧ୍ୟ ଉଚ୍ଛେଦ କରାଯାଇଛି । ଗତକାଲି ମୋଦି ସରକାର ଏଭଳି ଏକ ଐତିହାସିକ ଘୋଷଣା କରି ସାରା ଦେଶରେ ଚହଳ ସୃଷ୍ଟି କରିଛନ୍ତି । କାଶ୍ମୀରରୁ ୩୭୦ ହଟିବା ପରେ ଅନେକ ନିୟମ ବଦଳିଛି । ଏଣିକି କାଶ୍ମୀରରେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ…