Daily Archives

August 9, 2019

ପୋଲାଭରମ ଆଣିଲା ମାଲକାନଗିରିରେ ବନ୍ୟା । ପ୍ରକଳ୍ପ ପାଇଁ ସିଲେରୁ ନଦୀରୁ ହୋଇପାରୁନି ଜଳ ନିଷ୍କାସନ, ପୋଲ ଉପରେ…

କନକ ବ୍ୟୁରୋ : ପୋଲାଭରମ ଆଣିଲା ମାଲକାନଗିରିରେ ବନ୍ୟା । ବର୍ଷା କମିଯାଇଛି କିନ୍ତୁ ଏବେବି ପାଣି ଘେରରେ ରହିଛି ମାଲକାନଗିରି । ବ୍ରିଜ ଉପରେ ଆଂଠୁଏ ଉଚ୍ଚର ପାଣି ଚାଲିଛି । ଗୋଦାବରୀ ନଦୀ ଶେଷ ମୁଣ୍ଡରେ ଆନ୍ଧ୍ର ସରକାର ପୋଲାଭରମ ପ୍ରକଳ୍ପ ତିଆରି କରୁଥିବାରୁ ପାଣି ଅଟକାଇ ବନ୍ଧ ନିର୍ମାଣ…

ଜାରି ରହିବ କାଳିଆ କୃପା : ନୂଆ କୃଷି ନୀତି ଚିଠା ପ୍ରସ୍ତାବର ଫୋକସରେ କାଳିଆ ଯୋଜନା ଓ ଚାଷୀଙ୍କ ଆୟ ବୃଦ୍ଧି,ରିପୋର୍ଟ…

କନକ ବ୍ୟୁରୋ : ରାଜ୍ୟରେ ଆସିବ ୨୦୧୯ କୃଷିନୀତି । ଏଥିପାଇଁ ଚିଠା ତାଲିକା ପ୍ରକାଶ କରିଛି କୃଷି ବିଭାଗ । ତେବେ ଚିଠା ତାଲିକାରେ କୃଷି କ୍ଷେତ୍ରରେ ଯେଉଁସବୁ ତଥ୍ୟ ପ୍ରକାଶ ପାଇଛି, ତାହା ଚିନ୍ତାଜନକ ହୋଇଛି । ଚାଷ ପ୍ରତି ଆଗ୍ରହ ହ୍ରାସ ପାଉଥିବା ବେଳେ ରାଜ୍ୟରେ ଚାଷ ଜମି କମି କମି ଯାଉଛି ।…

ଦିଗହରା ହୋଇ ଚିଲିକାରେ ଲାଗିଲା ମାଲବାହୀ ଜାହାଜ । ମାଲେସିଆରୁ ଯାଉଥିଲା ବାଂଲାଦେଶ ।

କନକ ବ୍ୟୁରୋ : ଦିଗହରା ହେଲା ମାଲବାହୀ ଜାହାଜ । ଓଡ଼ିଶା ଉପକୂଳରେ ଶୁକ୍ରବାର ଏକ ଜାହାଜ ଦିଗହରା ହୋଇଛି । ସୂଚନା ଅନୁସାରେ ଏକ ମାଲବାହୀ ଜାହାଜ ଚିଲିକାରେ ଲାଗିଛି । ଜାହାଜଟି ମାଲେସିଆରୁ ଲୁହାପଥର ଓ ମାଙ୍ଗାନିଜ ଆଣିବାକୁ ବାଂଲାଦେଶ ଯାଉଥିଲା । ମାତ୍ର ଗଞ୍ଜାମ ଜିଲ୍ଲାର ଗୋପାଳପୁର ନିକଟ…

ନିଦ ହଜାଇଲା ନୂଆପଡ଼ା ବାଘ, ଲୋକଙ୍କ ଭିତରେ ବଢୁଛି ଭୟ : କ୍ୟାମେରାରେ ୨ କଲରାପତରିଆ ବାଘ କଏଦ ହେବା ପରେ ସ୍ଥାନୀୟ…

କନକ ବ୍ୟୁରୋ : ନୂଆପଡା ଜଙ୍ଗଲରେ ଦୁଇଟି କଲରାପତରିଆ ଦେଖାଯିବା ପରେ ସଜାଗ ହୋଇଉଠିଛି ବନବିଭାଗ । ଦୁଇଟି ଟିମ୍ କରି ଆଜି ଦିନ ତମାମ ଗାଁ ପାଖରେ ବାଘ ଖୋଜାଯାଇଛି । ଏପରିକି ଜଙ୍ଗଲ ଭିତରକୁ ଯାଇ କଲରାପତରିଆ ବାଘକୁ ବି ଖୋଜିଛନ୍ତି ବନ କର୍ମଚାରୀ । ତେବେ ବାଘକୁ ଦେଖିପାରିନାହାଁନ୍ତି ।…

ବରିଷ୍ଠ ବିଜେପି ନେତା ଅରୁଣ ଜେଟଲୀ ଅସୁସ୍ଥ : ଦିଲ୍ଲୀ ଏମ୍ସରେ ଭର୍ତ୍ତି, ଚିକିତ୍ସା ପାଇଁ ସ୍ୱତନ୍ତ୍ର ଡାକ୍ତରୀ ଟିମ୍…

କନକ ବ୍ୟୁରୋ : ଅରୁଣ ଜେଟଲୀ ଅସୁସ୍ଥ । ବରିଷ୍ଠ ବିଜେପି ନେତା ତଥା ପୂର୍ବତନ ଅର୍ଥମନ୍ତ୍ରୀ ଦିଲ୍ଲୀ ଏମ୍ସରେ ଭର୍ତ୍ତି । ସକାଳେ ୧୦ଟାରୁ ଚେକ୍ଅପ ପାଇଁ ଏମ୍ସରେ ଭର୍ତ୍ତିି ହୋଇଛନ୍ତି ଅରୁଣ ଜେଟଲୀ । ଏଣ୍ଡୋକ୍ରିନୋଲୋଜିଷ୍ଟ, ନେଫ୍ରୋଲୋଜିଷ୍ଟ ଓ କାର୍ଡିଓଲୋଜିଷ୍ଟ ଡାକ୍ତରଙ୍କ ତତ୍ୱାବଧାନରେ…