Daily Archives

August 29, 2019

ସ୍ୱାମୀ ସାଜିଲା ସଇତାନ୍ ! ଯୌତୁକ ପାଇଁ ୯ ମାସର ଗର୍ଭବତୀ ସ୍ତ୍ରୀକୁ ପିଟି ପିଟି ହତ୍ୟା କଲା ନରହନ୍ତା ସ୍ୱାମୀ, ପରିବାର…

କନକ ବ୍ୟୁରୋ : ଗର୍ଭବତୀ ପତ୍ନୀଙ୍କୁ ମାଡ଼ ମାରି ହତ୍ୟା କରିଛି ସଇତାନ ସ୍ୱାମୀ । ଏପରି ଅଭିଯୋଗ ଆସିଛି ଖୋର୍ଦ୍ଧା କଳାପଥର ଅଂଚଳରୁ । ମୃତ ମହିଳାଙ୍କର ୫ ବର୍ଷର ଶିଶୁକନ୍ୟା ଥିବା ବେଳେ ସେ ୯ ମାସର ଗର୍ଭବତୀ ଥିଲେ । ଏ ନେଇ ବୈଦେଶ୍ୱର ଥାନାରେ ଅଭିଯୋଗ କରିଛନ୍ତି ମହିଳାଙ୍କ ପରିବାର ଲୋକ ।…

ପାକିସ୍ତାନରେ ସେନା ଚଳାଉଛି ସରକାର ! ସେନା କବଜାରେ ପାକ୍ ବୈଦେଶିକ ଓ ପ୍ରତିରକ୍ଷା ବିଭାଗ ! ନୱାଜ ସରିଫଙ୍କୁ…

କନକ ବ୍ୟୁରୋ : ଇମ୍ରାନ ଖାନ ସରକାରଙ୍କ ସମୟରେ ବୈଦେଶିକ ଓ ପ୍ରତିରକ୍ଷା ନୀତିକୁ ନିଜ ଅଧିନରେ ରଖିଛି ପାକିସ୍ତାନ ସେନା । ଆମେରିକାର କଂଗ୍ରେସନାଲ ରିସର୍ଚ୍ଚ ସର୍ଭିସ ପକ୍ଷରୁ ପ୍ରସ୍ତୁତ କରାଯାଇଥିବା ଏକ ରିପୋର୍ଟରେ ଏହି ପ୍ରସଙ୍ଗ ଉଲ୍ଲେଖ ରହିଛି । ପାକ୍ ସେନା ଅଧିନରେ ପାକିସ୍ତାନ ସରକାର ।…

ଯୁଦ୍ଧ ହେଲେ ଗୋଟିଏ ଚୁଟକିରେ ନକ୍ସାରୁ ପାକିସ୍ତାନର ଚିହ୍ନ ହଜାଇ ଦେଇପାରେ ଭାରତ । ଜାଣନ୍ତୁ କ’ଣ ରହିଛି ଭାରତ ଓ…

କନକ ବ୍ୟୁରୋ : ସାରା ବିଶ୍ୱରେ ଚତୁର୍ଥ ସାମରିକ ଶକ୍ତି ଭାବେ ପରିଚିତ ଭାରତକୁ ଯୁଦ୍ଧ ଭୟ ଦେଖାଉଛି ପାକିସ୍ତାନ । ଜାମ୍ମୁ-କାଶ୍ମୀରକୁ ନେଇ ଉତ୍ତେଜନା ଭିତରେ ପରୀକ୍ଷଣ କରିଛି ଏକ ସ୍ୱଳ୍ପ ଦୂରଗାମୀ ବାଲିଷ୍ଟିକ ମିଜାଇଲ । ହେଲେ ଭାରତ ପାଖରେ ଅଛି ଅଗ୍ନି-୫ ଭଳି ଅନ୍ତଃମହାଦେଶୀୟ ବାଲିଷ୍ଟିକ…

ଏମାର ମଠରେ ଚାଲିଲା ସରକାରୀ ବୁଲଡୋଜର । ହେଲେ ଭିତରେ ଧ୍ୟାନରେ ବସିଲେ ମହନ୍ତ, ବନ୍ଦ କୋଠରୀରେ ଅଖଣ୍ଡ ଦୀପ ଜାଳି କଲେ…

କନକ ବ୍ୟୁରୋ : ଏମାର ମଠର ଉଚ୍ଛେଦ ଆଉ ମଠ ଭିତର ଗୁପ୍ତ କୋଠରୀର ଖବର ଭିତରେ ଆଉ ଏକ ଖବର ସମସ୍ତଙ୍କୁ ଚକିତ କରିଛି । ପ୍ରଶାସନର ବୁଝାସୁଝା ପରେ ବି ମହନ୍ତ ଗୋପାଳ ରାମାନୁଜ ଦାସ ବର୍ତମାନ ସୁଦ୍ଧା ମଠ ଛାଡି ନାହାନ୍ତି । ଏକ ବନ୍ଦ କୋଠରି ଭିତରେ ଧ୍ୟାନ ମୁଦ୍ରାରେ ଅଛନ୍ତି ମଠର ମହନ୍ତ । ଯାହା…

ରହସ୍ୟରେ ଭରା ୯ ଶହ ବର୍ଷର ଏମାର ମଠ । ଉଚ୍ଛେଦ ବେଳେ ମିଳିଲା ସୁଢ଼ଙ୍ଗ, ଭୂତଳ ଘରର ଠାବ । ମିଳିଲା ସିନ୍ଦୁକର ସନ୍ଧାନ !…

କନକ ବ୍ୟୁରୋ : ପୁରୀର ବହୁ ଚର୍ଚ୍ଚିତ ଏମାର ମଠକୁ ଭାଙ୍ଗିବା ସମୟରେ ନୂଆ ନୂଆ ରହସ୍ୟ ସାମ୍ନାକୁ ଆସିଛି । କେହି ଜାଣିନଥିଲେ, ୯ ଶହ ବର୍ଷର ଏହି ପୁରୁଣା ମଠ ଭିତରେ କ’ଣ ସବୁ ଲୁଚି ରହିଛି । ମଠ ଭାଙ୍ଗିବା ବେଳେ ସମସ୍ତଙ୍କ କୌତୁହଳ ବି ବଢ଼ୁଥିଲା । ମଠର ପଛ ପାଶ୍ୱର୍ କାନ୍ଥକୁ ବୁଲଡୋଜର ଭାଙ୍ଗି…