Daily Archives

August 18, 2019

ପଞ୍ଚମ ପାଳିରେ ସକ୍ରିୟ ନବୀନ ସରକାର, ଦୁର୍ନୀତି କଲେ ନିସ୍ତାର ନାହିଁ, ପ୍ରମାଣିତ ହେଲେ ଚାକିରି ଯିବ ।

କନକ ବ୍ୟୁରୋ: ଦୁର୍ନୀତି ଅଭିଯୋଗ ପ୍ରମାଣିତ ହେବା ପରେ ୧୫ ଜଣଙ୍କୁ ଚାକିରିରୁ ବରଖାସ୍ତ କରିବା ସହ ଅବସର ନେଇଥିବା ୨ ଜଣ ଅଧିକାରୀଙ୍କ ପେନସନ୍ ବନ୍ଦ କରିଛନ୍ତି ସରକାର । ଦୁର୍ନୀତି କ୍ଷେତ୍ରରେ ଜିରୋ ଟଲେରାନ୍ସ ବା ଶୂନ୍ୟ ସହିଷ୍ଣୁତା ନୀତି ଗ୍ରହଣ କରି ମୁଖ୍ୟମନ୍ତ୍ରୀଙ୍କ ଏପରି…

ପାଟକୁରା ବିଜେଡିରେ ସବୁ କିଛି ଠିକ୍ ଅଛି ତ? ‘ଶଙ୍ଖ’ ଶିବିରରୁ ବିଦ୍ରୋହର ଶବ୍ଦ ଶୁଭୁଥିବା ଚର୍ଚ୍ଚା…

କନକ ବ୍ୟୁରୋ: ପାଟକୁରା ବିଜେଡିରେ ସବୁ କିଛି ଠିକ୍ ଅଛି ତ? କ’ଣ ପାଟକୁରାଳ ବିଜେଡିରେ ବଡ଼ ବିଭାଜନ ସୃଷ୍ଟି ହେଲାଣି କି ? ଏଭଳି ଚର୍ଚ୍ଚା ଏବେ ଶଙ୍ଖ ଶିବିରରୁ ରାଜ୍ୟ ରାଜନୀତିରେ ଚର୍ଚ୍ଚା ଚାଲିଛି । ତେବେ ବିଜେଡି କାର୍ଯ୍ୟାଳୟରେ ବସିଛି ପାଟକୁରାର ସାଂଗଠନିକ ବୈଠକ । ବୈଠକରେ ବିଧାୟିକା…

ରାଜନାଥଙ୍କ ରଣହୁଙ୍କାର ! କହିଲେ, ଏବେ ପାକିସ୍ତାନ ସହ କେବଳ ପିଓକେ ପ୍ରସଙ୍ଗରେ ହେବ କଥାବାର୍ତ୍ତା

କନକ ବ୍ୟୁରୋ: କଶ୍ମୀର ପ୍ରସଙ୍ଗକୁ ନେଇ ପୁଣି ଏକ ବଡ ବୟାନ ଦେଇଛନ୍ତି ପ୍ରତିରକ୍ଷା ମନ୍ତ୍ରୀ । ୩୭୦ ଧାରା ଉଛେଦ ପରେ ପାକିସ୍ତାନରେ ହତାଶା ଛାଇଥିବା ବେଳେ ପ୍ରତିରକ୍ଷା ମନ୍ତ୍ରୀ ପିଓକେ ପ୍ରସଙ୍ଗ ଉଠାଇଛନ୍ତି । କଶ୍ମୀର ପ୍ରସଙ୍ଗରେ ଭାରତ ଏକପାଖିଆ ନିଷ୍ପତି ନେଇପାରିବ ନାହିଁ ବୋଲି ପାକିସ୍ତାନ…

ସ୍ୱପ୍ନ ସାକାର କରୁଛନ୍ତି ସନ୍ଦିପ୍ ! ବେସାହାରାଙ୍କ ପାଇଁ ସାହାରା ପାଲଟିଛନ୍ତି, ପର ପିଲାଙ୍କ ଭବିଷ୍ୟତ ପାଇଁ ଘର ଘର…

କନକ ବ୍ୟୁରୋ: ବହି ବିନା ବିଦ୍ୟା ଅଧୁରା । ଆଉ ଏହି ବହି ହିଁ ଜଣେ ମଣିଷକୁ ସଫଳତାର ଶୀର୍ଷସ୍ତରରେ ପହଁଚାଇ ଥାଏ । ଜନ୍ମଠୁ ଆରମ୍ଭ କରି ମୃତ୍ୟୁ ପର୍ଯ୍ୟନ୍ତ ବହି ପାଲଟି ଥାଏ ମଣିଷର ପ୍ରକୃତ ବନ୍ଧୁ । ହେଲେ ଆଜିବି ସମାଜରେ ଅନେକ ଗରିବ ଘରେ ମେଧାବୀ ଛାତ୍ରଛାତ୍ରୀ ଅଛନ୍ତି ଯାହାଙ୍କୁ ଏହି ବହି…

ଡେରାଡୁନରେ ବାଦଲ ଫଟା ବର୍ଷା ପରେ ପ୍ରଳୟଙ୍କରୀ ବନ୍ୟା । ଉଦ୍ଧାର କାମରେ ଏନଡିଆରଏଫ୍ ଓ ସେନା ମୁତୟନ

କନକ ବ୍ୟୁରୋ: ଉତରାଖଣ୍ଡର ଡେରାଡୁନରେ ପ୍ରକୃତିର କୋପ । ଡେରାଡୁନର ମୋରି ତହସିଲ୍ ଅଂଚଳରେ ଆଜି ହୋଇଛି ବାଦଲ ଫଟା ବର୍ଷା । ଆଉ ବାଦଲ ଫଟା ବର୍ଷା ପରେ ପରେ ମାଡି ଆସିଛି ପ୍ରଳୟଙ୍କରୀ ବନ୍ୟା । ପାଣିର ପ୍ରଖର ସ୍ରୋତ ଆଗରେ ଯାହା କିଛି ପଡିଛି ସବୁ କିଛି କୁ ଧୋଇ ନେଇଯାଇଛି । ସେପଟେ ବନ୍ୟାର…