Daily Archives

August 2, 2019

ଯାଜପୁରର ବାପା, ପୁଅ କଳିରେ ପୂର୍ଣ୍ଣଚ୍ଛେଦ। କନକ ନ୍ୟୁଜ ବିତର୍କରେ କ୍ଷମା ମାଗିଲେ ପୁଅ। ବାପା କହିଲେ, ସର୍ତ୍ତରେ ରାଜି…

କନକ ବ୍ୟୁରୋ: ଶେଷରେ କନକ ନ୍ୟୁଜ ବିତର୍କରେ ସଫଳ ହେଲା ପ୍ରୟାସ । ଯାଜପୁରରେ ବାପା, ପୁଅ କଳିରେ ପଡିଲା ପୂର୍ଣ୍ଣଚ୍ଛେଦ । କନକ ନ୍ୟୁଜ ବିତର୍କରେ ବାପାଙ୍କୁ କ୍ଷମା ମାଗିଲେ ପୁଅ । ଆଉ ପୁଅ ସହିତ ଏକାଠି ରହିବାକୁ ରାଜି ହେଲେ ବାପା । ଏପରିକି ପୁଅ ସୂର୍ଯ୍ୟମଣୀ ମିଶ୍ର କହିଛନ୍ତି, ସେ ଯଦି କିଛି…

ଅଦମ୍ୟ ଇଚ୍ଛା ଆଗରେ ହାର୍ ମାନିଲା ଉଚ୍ଚତା ! ୩ ଫୁଟର ଗଣେଶଙ୍କୁ ମେଡିକାଲ୍ କଲେଜରେ ମିଳିଲା ପ୍ରବେଶ, ଏବେ ଡାକ୍ତର ହେବେ…

ଆଇନର ଲମ୍ବା ଲଢେଇ ଲଢିବା ପରେ ଏବେ ୩ ଫୁଟର ଗଶେଶ ବିଠଲଭାଇ ବରେୟାଙ୍କୁ ଗୁରୁବାରଙ୍କୁ ଏମବିବିଏସ୍ ରେ ଆଡମିଶନ୍ ମିଳିଯାଇଛି । ଭାବନଗର ମେଡିକାଲ୍ କଲେଜରେ ଗୁରୁବାର ଗଶେଶ ପ୍ରଥମଥର ପାଇଁ କ୍ଲାସକୁ ଯାଇଥିଲେ । ନିଜ ପ୍ରଥମ କ୍ଲାସର ଅନୁଭବ ବଖାଣି ଗଣେଶ କହିଥିଲେ ଶୈକ୍ଷିକ ବାତାବରଣ ମୋତେ ଖୁବ୍…

ଭିଡ଼ କରୁଛି ବେହାଲ : ବ୍ୟସ୍ତବହୁଳ କଳ୍ପନା ଛକର ସ୍ଥିତି ସଙ୍ଗୀନ, ରାସ୍ତା ମାଡ଼ିବସିଲେଣି ମଲ୍, ଦୋକାନୀ

କନକ ବ୍ୟୁରୋ : ରାଜଧାନୀର ସବୁଠୁ ଅଧିକ ବ୍ୟସ୍ତବହୁଳ ଛକ ‘କଳ୍ପନା ଛକ’ରେ ଏବେ ସ୍ଥିତି ସଙ୍ଗିନ ହେଲାଣି । ଭୁବନେଶ୍ବର ସ୍ମାର୍ଟ ସିଟି ଲିମି‌‌ଟେଡ୍‌ କର୍ତ୍ତୃପକ୍ଷଙ୍କ ପକ୍ଷରୁ ଲାଗିଥିବା ସ୍ବୟଂଚାଳିତ ଟ୍ରାଫିକ୍‌ ସିଗନାଲ୍‌ ବ୍ୟବସ୍ଥା ଭିଡ଼ କମାଇବା ବଦଳରେ ବଢ଼ାଉଛି । ପ୍ରତିଦିନ, ପ୍ରତି…

‘ସ୍କୁଲ ବ୍ୟାଗ ଓଜନ’ ଗାଇଡ ଲାଇନ୍ : କୌଣସି ବି ମାଷ୍ଟର ଛାତ୍ରଛାତ୍ରୀଙ୍କୁ ଦେଇପାରିବେନି ହୋମୱାର୍କ, ୧ମ ଓ ୨ୟ…

କନକ ବ୍ୟୁରୋ: ଚଳିତ ଶିକ୍ଷା ବର୍ଷରୁ ସ୍କୁଲ ପିଲାଙ୍କ ପାଇଁ ବସ୍ତାନୀ ବୋଝ ଯାଂଚ କରିବ ସ୍କ୍ୱାଡ୍ । ୨୦୧୯-୨୦ ଶିକ୍ଷା ବର୍ଷରୁ ସ୍କୁଲ ବ୍ୟାଗ୍ ଓଜନ ନିୟମକୁ କଡାକଡି କରିବାକୁ ଗତ ମାର୍ଚ୍ଚ ମାସରୁ ନିର୍ଦ୍ଦେଶ ଦେଇଥିଲା ସ୍କୁଲ ଓ ଗଣଶିକ୍ଷା ବିଭାଗ । ତେବେ ଅଧିକାଂଶ ଇଂରାଜୀ ମାଧ୍ୟମିକ…

ଲଗାଣ ବର୍ଷା ପରେ ବନ୍ୟା ସ୍ଥିତି: ବାହ୍ୟଜଗତରୁ ବିଚ୍ଛିନ୍ନ ହେଲା ମାଲକାନଗିରି, ପାଙ୍ଗାମା ନଦୀରେ ବନ୍ୟା ଜଳ ଆସିବାରୁ…

କନକ ବ୍ୟୁରୋ: ଲଗାଣ ବର୍ଷା ଯୋଗୁଁ ବାହ୍ୟଜଗତରୁ ବିଚ୍ଛିନ୍ନ ମାଲକାନଗିରି । ପ୍ରବଳ ବର୍ଷା ଯୋଗୁଁ ବନ୍ୟା ସ୍ଥିତି ଦେଖାଦେଇଛି । ବିପଦସଙ୍କେତ ଉପରେ ପୋଟେରୁ-ପାଙ୍ଗାମା ନଦୀ । ପାଙ୍ଗାମା ପୋଲ ଉପରେ ବନ୍ୟା ଜଳ ଚାଲୁଛି । ଫଳରେ ମାଲକାନଗିରି-ଜୟପୁର ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଛି ।…

ଟିମ ଇଣ୍ଡିଆର ନୂଆ କୋଚ ଦୌଡରେ ୨ ହଜାର ଆଶାୟୀ। ରବି ଶାସ୍ତ୍ରୀଙ୍କ ସ୍ଥାନରେ କାହାକୁ ଚୟନ କରିବ ବୋର୍ଡ ତାକୁ ନେଇ ବଢିଲା…

କନକ ବ୍ୟୁରୋ: କିଏ ହେବ ଟିମ ଇଣ୍ଡିଆର କୋଚ ? ଏ ନେଇ ଚର୍ଚ୍ଚା ଜାରି ରହିଥିବାବେଳେ ଏଥିପାଇଁ ଆବେଦନ ହୋଇଛି ୨ହଜାରରୁ ଅଧିକ ଅବେଦନ ପତ୍ର । ଭାରତୀୟ କ୍ରିକେଟ ଦଳର ମୁଖ୍ୟ ପ୍ରଶିକ୍ଷକ ଲାଗି ବିସିସିଆଇକୁ ପ୍ରାୟ ୨ ହଜାରରୁ ଅଧିକ ଆବେଦନ ପତ୍ର ମିଳିଛି । ତେବେ ଆବେଦନକାରୀଙ୍କ ମଧ୍ୟରେ ମାନଦଣ୍ଡ…