Daily Archives

August 25, 2019

ଏଡିଆର ଦେଲା ମନ୍ତ୍ରୀଙ୍କ ରିପୋର୍ଟ କାର୍ଡ । ବଢୁଛି ମନ୍ତ୍ରୀଙ୍କ ସମ୍ପତ୍ତି, ବଢୁଛି ନେତାଙ୍କ ନାଁରେ ଅପରାଧିକ ମାମଲା ।

କନକ ବ୍ୟୁରୋ : ବଢିଛି ରାଜ୍ୟ ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇଥିବା ମନ୍ତ୍ରୀଙ୍କ ସମ୍ପତି । ଆଉ ଏହା ସହିତ ବଢିଛି ଅପରାଧିକ ରେକର୍ଡ । ଆସୋସିଏସନ ଫର୍ ଡେମୋକ୍ରାଟିକ୍ ରିଫର୍ମ ବା ଏଡିଆର ପକ୍ଷରୁ ପ୍ରକାଶିତ ରିପୋର୍ଟରେ ଓଡିଶା ମନ୍ତ୍ରୀଙ୍କ ବାବଦରେ ପ୍ରକାଶ ପାଇଛି କିଛି ଏମିତି ତଥ୍ୟ । ଧନୀ…

ଦବିଲା ପଳାଶୁଣୀ ଓଭରବ୍ରିଜ୍ ! ହାଇଟେକ୍ ଛକ ନିକଟରେ ଦବିଲା ନବନିର୍ମିତ ଫ୍ଲାଏଓଭର ।

କନକ ବ୍ୟୁରୋ : ରାଜଧାନୀ ଭୁବନେଶ୍ୱରର ପଳାଶୁଣୀରେ ଥିବା ଓଭରବ୍ରିଜ୍‌ ରବିବାର ସନ୍ଧ୍ୟାରେ ଦବିଯାଇଛି । ସୂଚନା ଅନୁସାରେ କଟକରୁ ଭୁବନେଶ୍ୱରକୁ ଯୋଡୁଥିବା ଜାତୀୟ ରାଜପଥର ହାଇଟେକ୍‌ ମେଡିକାଲ କଲେଜ୍‌ ଛକ ନିକଟରେ ଏହି ଘଟଣା ଘଟିଛି । ସୂଚନା ମିଳିବା ପରେ କମିସନରେଟ୍‌ ପୁଲିସ ଓ ଏନ୍‌ଏଚ୍‌ଏଆଇର…

ବନ୍ଦ ପାର୍ସଲରେ ଆସିଲା ସାପ । ବକ୍ସ ଖୋଲିବାରୁ ଫଣା ଟେକିଲା ୬ଫୁଟର ନାଗ, କିଏ ଓ କାହିଁକି ପଠାଇଲା ସାପ ପାର୍ସଲ, କାରଣ…

କନକ ବ୍ୟୁରୋ : କୋରିୟରରେ ଆସିଲା ପାର୍ସଲ । ଆଉ ପାର୍ସଲ ଖୋଲିବା ବେଳେ ସେଥିରୁ ଯାହା ବାହାରିଲା ତାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ବିଶ୍ୱାସ ମଧ୍ୟ କରିପାରିବେନି ଯେ, କ’ଣ ଥିଲା ପାର୍ସଲ ଭିତରେ । ମୟୂରଭଞ୍ଜ ରାଇରଙ୍ଗପୁରର ବ୍ୟବସାୟୀ ମୁଥୁ କୁମାରଙ୍କ ପାଖକୁ ଆସିଥିବା ପାର୍ସଲରେ ଥିଲା…

ରାଜଧାନୀ ରାସ୍ତାରେ ଦାଦାଗିରି ! ଆମ୍ବୁଲାନ୍ସ ମାଲିକଙ୍କୁ ୭ ଲକ୍ଷ ଟଙ୍କା ପୂଜା ଚାନ୍ଦା ମାଗିଲେ ମାଫିଆ । ଚାନ୍ଦା…

କନକ ବ୍ୟୁରୋ : ଆଗକୁ ଗଣେଷ ପୂଜା । ଆଉ ତାପରେ ଦଶହରା । ଆରମ୍ଭ ହୋଇଗଲାଣି ପୂଜା ସିଜିନ୍ । ହେଲେ ପାର୍ବଣ ଋତୁ ସହ ଆରମ୍ଭ ହୋଇଯାଇଛି ଚାନ୍ଦାର ଯନ୍ତ୍ରଣା । ଗଳି ଗଳିରେ ଚାଲିଛି ପୂଜା ପାଇଁ ଚାନ୍ଦା ଆଦାୟ । ଖାଲି ଚାନ୍ଦା ତ ନୁହେଁ ଚାନ୍ଦା ନାଁରେ ଗୁଣ୍ଡାରାଜ । ସ୍ଥିତି ଏଭଳି ହୋଇଛି ଯେ,…

ଶ୍ରୀମନ୍ଦିର ଉପରେ ଅଛି କି ଆତଙ୍କୀଙ୍କ ଆଖି ? ପୁରୀ ଉପରେ ରହିଛି ସ୍ୱତନ୍ତ୍ର ନଜର, ଡିଆଇଜି କହିଲେ ୭୫ ମିଟର ଉଚ୍ଛେଦର…

କନକ ବ୍ୟୁରୋ : ପୁରୀ ଶ୍ରୀମନ୍ଦିରକୁ କୌଣସି ବଡ ଧରଣର ଆକ୍ରମଣ ଆଶଙ୍କା ନେଇ ସତର୍କ ରହିଛି ଓଡିଶା ପୋଲିସ । ଶ୍ରୀମନ୍ଦିର ଚାରିପଟେ ୭୫ ମିଟର ଯାଏଁ ଉଚ୍ଛେଦ କରିବାର କାରଣ ବିଷୟରେ ଆଜି ସ୍ପଷ୍ଟ କରିଛନ୍ତି କେନ୍ଦ୍ରାଂଚଳ ଡିଆଇଜି ଆଶିଷ ସିଂହ । ସେ କହିଛନ୍ତି, ଯଦି କୌଣସି ଦୁର୍ବୃତ, ଗ୍ରେନେଡ୍…