Daily Archives

August 23, 2019

କନକ ନ୍ୟୁଜର ଓଡିଶା ଏଜୁକେଶନ କନକ୍ଲେଭ ‘ଉତ୍କର୍ଷ-୨୦୧୯’ । ସୌମ୍ୟରଞ୍ଜନ କହିଲେ, ଆଧୁନିକ ଶିକ୍ଷା ପଦ୍ଧତି ଯୋଗୁଁ…

କନକ ବ୍ୟୁରୋ : କନକ ନ୍ୟୁଜର ଏଜୁକେସନ୍ କନକ୍ଲେଭ ‘ଉକ୍ରର୍ଷ’-୨୦୧୯ । ଆମ ଶିକ୍ଷା ବ୍ୟବସ୍ଥାରେ ଥିବା ସମସ୍ୟା ଓ ଏଥିରେ ସୁଧାର ପାଇଁ ମାନସ ମନ୍ଥନ କରିଛନ୍ତି ପଦ୍ମଶ୍ରୀ ଗୌରୀ ଇ୍ଶ୍ୱରନଙ୍କ ସମେତ ବହୁ ବିଶିଷ୍ଟ ଶିକ୍ଷାବିତ୍ ଓ ବୁଦ୍ଧିଜୀବୀ । ଚଳିତ ବର୍ଷ ଏଜୁକେସନ କନକ୍ଲେଭର ଦ୍ୱିତୀୟ ସଂସ୍କରଣ…

କାହିଁକି ବନ୍ଦ ହେବ କଲେଜ ନିର୍ବାଚନ ? ସରକାର ନିଷ୍ପତ୍ତି ପରେ ଉଠିଲା ପ୍ରତିବାଦର ସ୍ୱର, ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ…

କନକ ବ୍ୟୁରୋ : କାହିଁକି ବନ୍ଦ ହେଲା କଲେଜ ନିର୍ବାଚନ? ସରକାରଙ୍କ ନିଷ୍ପତି ବିରୋଧରେ ଆଜି ପ୍ରତିବାଦର ଦୃଶ୍ୟ ଦେଖିବାକୁ ମିଳିଛି । ଛାତ୍ର ସଂସଦ ନିର୍ବାଚନ ବନ୍ଦ ନିଷ୍ପତି ପ୍ରତିବାଦରେ ଆଜି ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁଙ୍କ ବାସଭବନକୁ ଘେରିଛି ଏବିଭିପି । ଛାତ୍ର ସଂଗଠନ ରାସ୍ତାକୁ…

ପିଆଜର ନାଲିଆଖି : କିଲୋ ପିଛା ଦର ୩୫ରୁ ୪୦ ଟଙ୍କା, କେବେ ସୁଧୁରିବ ସ୍ଥିତି ?

କନକ ବ୍ୟୁରୋ : ପିଆଜ ଦେଖାଉଛି ନାଲିଆଖି । ସପ୍ତାହକ ତଳେ ୨୦ ଟଙ୍କାରେ ବିକ୍ରି ହେଉଥିବା ପିଆଜ, ଏବେ ୪୦ରେ ପହଁଚିଛି । ବଜାରକୁ ଭଲ ପିଆଜ ଆସୁନି, ତଥାପି ଦର ଅଧିକ ରହିଛି । ନାସିକରେ ବନ୍ୟା ସ୍ଥିତି ଯୋଗୁଁ ପିଆଜ ଦର ବୃଦ୍ଧି ପାଇଥିବା ବେଳେ ଗ୍ରାହକଙ୍କୁ ଆହୁରି ୧୫ ଦିନ ଯାଏଁ ପିଆଜ କନ୍ଦାଇବା…

କଂଗ୍ରେସ ନେତାଙ୍କ ମୁହଁରେ ମୋଦିଙ୍କ ପ୍ରଶଂସା : ସବୁବେଳେ ମୋଦିଙ୍କୁ ରାକ୍ଷସ ସହ ତୁଳନା ଠିକ୍ ନୁହେଁ ବୋଲି କହିଲେ…

କନକ ବ୍ୟୁରୋ : କଂଗ୍ରେସ ଦିଗଜ ନେତାଙ୍କ ମୁହଁରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ପ୍ରଶଂସା । ଏବେ ଦେଶରେ ରାଜନୈତିକ ସ୍ଥିତି କିଛି ଏମିତି ହୋଇଛି । ଦୁଇ ଦିନ ତଳେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସବୁବେଳେ ରାକ୍ଷସ ପରି ତୁଳନା କରିବା ଠିକ୍ ନୁହଁ ବୋଲି କହି ଦଳକୁ ସଚେତନ କରାଇ ଦେଇଥିଲେ ଜୟରାମ । ଏବେ…

ପୁରୀ ପାଇଁ ୫୦୦ କୋଟିର ପ୍ୟାକେଜ । ମାଳତୀପାଟପୁରରୁ ଜଗନ୍ନାଥ ବଲ୍ଲଭ ମଠ ପର୍ଯ୍ୟନ୍ତ ହେବ ଟ୍ରମ୍ପପେଟ ବ୍ରିଜ୍, ଜାଣନ୍ତୁ…

କନକ ବ୍ୟୁରୋ : ପୁରୀ ହେବ ବିଶ୍ୱସ୍ତରୀୟ ଐତିହ୍ୟସ୍ଥଳୀ । ଏଥିପାଇଁ ୫୦୦ କୋଟିର ପ୍ୟାକେଜ୍ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । ବିଭିନ୍ନ ପ୍ରକଳ୍ପ ଜରିଆରେ ଶ୍ରୀକ୍ଷେତ୍ରକୁ ଦେଶର ଶ୍ରେଷ୍ଠ ପର୍ଯ୍ୟଟନସ୍ଥଳୀ ଭାବେ ଠିଆ କରିବାକୁ ଦୀର୍ଘମିଆଦି ରୋଡ୍ ମ୍ୟାପ୍ ପ୍ରସ୍ତୁତ ହୋଇଛି । ଏଥିରେ ପୁରୀରେ…

ଆର୍ଥିକ ମାନ୍ଦାବସ୍ଥାରୁ ବଞ୍ଚିବା ପାଇଁ ମୋଦି ସରକାରଙ୍କ ବଡ଼ ଘୋଷଣା : ହଟିବ ସରଚାର୍ଜ, କମିବ ଇଏମଆଇ

କନକ ବ୍ୟୁରୋ : ଆର୍ଥିକ ମାନ୍ଦାବସ୍ଥା ଦେଇ ଗତି କରୁଛି ଦେଶ । ନୀତି ଆୟୋଗର ଏପରି ରିପୋର୍ଟ ପରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏକ ପ୍ରେସ୍ କନଫରେନ୍ସ କରିଛନ୍ତି । କେବଳ ଭାରତରେ ନୁହେଁ, ସାରା ବିଶ୍ୱ ଏବେ ଆର୍ଥିକ ମାନ୍ଦାବନ୍ଧା ଦେଇ ଗତିକରୁଛି ବୋଲି କହିଛନ୍ତି ଅର୍ଥମନ୍ତ୍ରୀ । ସାରା…