Daily Archives

August 26, 2019

ପୁଣି ବିବାଦ ଘେରରେ ପପୁ ପମପମ୍ ! ପ୍ରତିକୂଳ ପରିସ୍ଥିତିରୁ ଚର୍ଚ୍ଚିତ ହୋଇଥିବା ରାନୁଙ୍କୁ କଲେ କମେଡି, ସୋସିଆଲ…

କନକ ବ୍ୟୁରୋ : ପୁଣି ବିବାଦ ଘେରରେ ଓଲିଉଡର ହାସ୍ୟ ଅଭିନେତା ପପୁ ପମପମ୍ । ନିଜର ନୂଆ ସିନେମାର ପୋଷ୍ଟରକୁ ନେଇ ପପୁ ଯେଉଁ ବିବାଦର ସାମ୍ନା କରିଥିଲେ, ସେଥିରୁ ସମ୍ପୂର୍ଣ୍ଣ ମୁକୁଳିନଥିବା ବେଳେ, ଏବେ ପୁଣି ଥରେ ଆଉ ଏକ ନୂଆ ଅଡୁଆ ସୂତାରେ ଛନ୍ଦି ହୋଇଯାଇଛନ୍ତି ଏହି ହାସ୍ୟ ଅଭିନେତା ।…

ଦିଲ୍ଲୀ ଦରବାରରେ ନକ୍ସଲ ଦମନ ଚିନ୍ତା । ଗୃହମନ୍ତ୍ରୀ ଅମିତ ଶାହାଙ୍କ ମାନସ-ମନ୍ଥନ, ମାଓ ମୁକାବିଲା ପାଇଁ ବିକାଶର ବାଟ…

କନକ ବ୍ୟୁରୋ : ଦିଲ୍ଲୀ ଦରବାରରେ ନକ୍ସଲ ଦମନ ଚିନ୍ତା । ଗୃହମନ୍ତ୍ରୀ ଅମିତ ଶାହାଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ଓଡିଶାର ମାଓ ରଣନୀତି ବାବଦରେ ଅବଗତ କରାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ରାଜ୍ୟ ପାଇଁ ୩ଟି ଦାବି ରଖିଛନ୍ତି ମୁଖ୍ୟମନ୍ତ୍ରୀ । କହିଛନ୍ତି, ମାଓ ପ୍ରଭାବିତ ଅଂଚଳରେ…

ବିଧାୟକ ହେବ ତ ଏମିତି । ରୋଗୀଙ୍କ ପାଇଁ ହାତ ଯୋଡିଲେ, କେହି ନ ଶୁଣିବାରୁ ନିଜେ ବ୍ୟାଣ୍ଡେଜ କନା ଧରି ଡ୍ରେସିଂ କଲେ ।

କନକ ବ୍ୟୁରୋ : ଜନତାଙ୍କ ପାଇଁ ନେହୁରା ହେଲେ ନେତା । ଆଉ ଯେତେବେଳେ କେହି ନ ଶୁଣିଲେ ନିଜେ ହାତରେ ବ୍ୟାଣ୍ଡେଜ କନା ଧରି ରୋଗୀଙ୍କର ସେବା କରିବା ଆରମ୍ଭ କରିଲେ । ଏଭଳି ଦୃଶ୍ୟ ଆପଣଙ୍କୁ ଆଶ୍ଚର୍ଯ୍ୟ କରିବ । କାରଣ ଜନତାଙ୍କ ପାଇଁ ନେତା ନେହୁରା ହେଉଥିବାର ଦୃଶ୍ୟ ଖୁବ କ୍ୱଚିତ ଦେଖିବାକୁ…

ବଦଳିବେନି ପିସିସି ସଭାପତି । ନିରଞ୍ଜନଙ୍କ ହାତରେ ରହିବ ରାଜ୍ୟ କଂଗ୍ରେସର ମଙ୍ଗ ।

କନକ ବ୍ୟୁରୋ : ବଦଳିବେନି ପିସିସି ସଭାପତି । ପୂର୍ବଭଳି ନିରଞ୍ଜନଙ୍କ ହାତରେ ରହିବ କଂଗ୍ରେସର ମଙ୍ଗ । ଏଆଇସିସି ପକ୍ଷରୁ ଏକ ପ୍ରେସ ରିଲିଜ ଜାରି କରି ଏନେଇ ସୂଚନା ଦିଆଯାଇଛି । ଆଉ ଏହାସହ ପିସିସି ସଭାପତି ପଦରୁ ନିରଞ୍ଜନଙ୍କ ଇସ୍ତଫାକୁ ମଧ୍ୟ ଅଗ୍ରାହ୍ୟ କରିଛି ଏଆଇସିସି । ପିସିସି…

ପାକିସ୍ତାନକୁ ଟ୍ରମ୍ପଙ୍କ ଝଟକା । କାଶ୍ମୀର ପ୍ରସଙ୍ଗରେ ମୋଦିଙ୍କ ଉପସ୍ଥିତିରେ ଟ୍ରମ୍ପ ରଖିଲେ ବଡ ବୟାନ୍, ସେପଟେ…

କନକ ବ୍ୟୁରୋ : ପାକିସ୍ତାନକୁ ଲାଗିଛି ଟ୍ରମ୍ପ ଝଟକା । କାଶ୍ମୀର ପ୍ରସଙ୍ଗରେ ଆମେରିକା ରାଷ୍ଟ୍ରପତି ସିଧାସିଧା କହିଛନ୍ତି ଏହା ଭାରତ ଓ ପାକିସ୍ତାନର ଦ୍ୱିପାକ୍ଷିକ ମାମଲା । ଏହାକୁ ଦୁଇ ଦେଶ ମିଳିତ ଭାବରେ ସମାଧାନ କରିବେ । ଅନ୍ୟପଟେ ଟ୍ରମ୍ପଙ୍କ ସାମ୍ନାରେ ଭାରତର ଆଭିମୁଖ୍ୟ ରଖିଛନ୍ତି…