Daily Archives

August 28, 2019

ପ୍ରେମୀଯୁଗଳ ସାବଧାନ ! ରେଳ ଧାରଣାରେ ପ୍ରେମ ନକରିବାକୁ ଚେତାବନୀ ଦେଲା ରେଳ ମନ୍ତ୍ରାଳୟ ।

କନକ ବ୍ୟୁରୋ : ଅନେକ ସମୟରେ ଦେଖିବାକୁ ମିଳିଛି କେତେକ ଯୁବକ-ଯୁବତୀ ବିଶେଷ କରି ପ୍ରେମୀଯୁଗଳ ରେଳଧାରଣା କିମ୍ବା ଛିଡା ହୋଇଥିବା ମାଲଗାଡ଼ି ତଳେ ବସି ସମୟ ବିତାଇ ଥାଆନ୍ତି । ତେବେ ଏପରି କରିବା ଘାତକ ହୋଇପାରେ, ଏ କଥା ସେମାନେ କେବେ ବି ଚିନ୍ତା କରି ନଥାଆନ୍ତି । This is Dangerous…

ଓଡିଶାପାଇଁ ଖୁସି ଖବର । ସମ୍ବଲପୁର ହେଲା ଦେଶର ଦ୍ୱିତୀୟ ପ୍ଲାଷ୍ଟିକମୁକ୍ତ ଷ୍ଟେସନ୍ ।

କନକ ବ୍ୟୁରୋ : ସମ୍ବଲପୁର ଜଂସନ ଦେଶର ଦ୍ଵିତୀୟ ପ୍ଲାଷ୍ଟିକ ବର୍ଜିତ ରେଳ ଷ୍ଟେସନ ଘୋଷିତ ହୋଇଛି । ଆନ୍ଧ୍ରପ୍ରଦେଶର ତିରୁପତି ପରେ ଏହା ସାରା ଦେଶରେ ଦ୍ଵିତୀୟ ଷ୍ଟେସନଭାବେ ପ୍ଲାଷ୍ଟିକ ମୁକ୍ତ ହୋଇଛି । ବୁଧବାର ସମ୍ବଲପୁର ମଣ୍ଡଳ ରେଳ ପ୍ରବନ୍ଧକ ଡ. ଜୟଦୀପ ଗୁପ୍ତାଙ୍କ ନେତୃତ୍ୱରେ ରେଳବାଇ…

ଆତଙ୍କୀ ଛାତିରେ ସେନାର ଗୁଳି । ଭାରତୀୟ ଯବାନଙ୍କ ହାତରେ ନିହତ ହେଲେ ୧୦ ପାକିସ୍ତାନୀ କମାଣ୍ଡୋ ।

କନକ ବ୍ୟୁରୋ : ଜମ୍ମୁ-କଶ୍ମୀରରେ ଧାରା ୩୭୦ ଉଚ୍ଛେଦ ହେବା ପରେ ନିୟନ୍ତ୍ରଣ ରେଖାରେ ଚାଲିଥିବା ଗୁଳିବିନିମୟରେ ଗତ ତିନି ସପ୍ତାହ ଭିତରେ ଭାରତୀୟ ସେନା ପାକିସ୍ତାନର ୧୦ଜଣ ସେନା କମାଣ୍ଡୋଙ୍କୁ ନିହତ କରିଛନ୍ତି । ସୂଚନାଯୋଗ୍ୟ, ପାକିସ୍ତାନ ସେନା ବାରମ୍ବାର ଭାରତର ସୀମାରେ ପ୍ରବେଶ କରିବାକୁ…

ଏମିତି ବି ଜୀବନ ଯାଏ ! ଦୁର୍ଘଟଣାରେ ଅକାଳରେ ବାପ-ପୁଅଙ୍କ ମୃତ୍ୟୁ । ଛାରଖାର ହୋଇଗଲା ପୂରା ପରିବାର, ସ୍ତବ୍ଧ ହୋଇଗଲା…

କନକ ବ୍ୟୁରୋ : ଗୋଟିଏ ଦୁର୍ଘଟଣା ପୁରା ପରିବାରକୁ ନିଶ୍ଚିହ୍ନ କରିଦେଇଛି । ବାପା ସହ ଦୁଇ ପୁଅ ପ୍ରାଣ ହରାଇଛନ୍ତି । ଅକାଳରେ ଝରିପଡିଛି ତିନି ତିନିଟି ଜୀବନ । ଖୋର୍ଦ୍ଧା ମଳିପଡାରେ ଗତକାଲି ରାତିରେ ଘଟିଥିବା ଏହି ଦୁର୍ଘଟଣା, ସମସ୍ତଙ୍କୁ ସ୍ତବ୍ଧ କରିଦେଇଛି । ଆଜି ଗାଁରେ ଏକାସଙ୍ଗେ ଜଳିଛି…

ପୁଣି କଳଙ୍କିତ ହେଲା ଶିକ୍ଷା ବ୍ୟବସ୍ଥା ! କଲେଜ କର୍ତ୍ତୃପକ୍ଷଙ୍କ ମାନସିକ ନିର୍ଯ୍ୟାତନା ଯୋଗୁଁ ଆତ୍ମହତ୍ୟା କଲେ ଛାତ୍ର…

କନକ ବ୍ୟୁରୋ : କଲେଜ କର୍ତୁପକ୍ଷଙ୍କ ମାନସିକ ନିର୍ଯ୍ୟାତନା ଯୋଗୁଁ ଆତ୍ମହତ୍ୟା କଲେ ଯୁକ୍ତଦୁଇ ପଢୁଥିବା ଛାତ୍ର । ଏପରି ଅଭିଯୋଗ ହୋଇଛି ଚନ୍ଦକା ଥାନାରେ । କଲେଜ କର୍ତୃପକ୍ଷଙ୍କ ନିର୍ଯାତନା ଯୋଗୁଁ ଜଣେ ଛାତ୍ର ଆତ୍ମହତ୍ୟା କରିବା ଖବର ପରେ ସାଧାରଣରେ ଉଦବେଗ ପ୍ରକାଶ ପାଇଛି । କଲେଜ…

ଶ୍ରୀକ୍ଷେତ୍ରର ସବୁଠୁ ବଡ଼ ଏମାର ମଠ ଭାଙ୍ଗିବା ପୂର୍ବରୁ ରହିବ ସ୍ମୃତି । ବଦଳିବ ରଘୁନନ୍ଦନ ପାଠଗାରର ରୂପରେଖ,…

କନକ ବ୍ୟୁରୋ : ୯ଶହ ବର୍ଷ ପୁରୁଣା ଏମାର ମଠର ପାଠାଗାରକୁ ସଂରକ୍ଷଣ କରାଯିବ । ପାଠାଗାରରେ ଥିବା ବହୁ ପୁରାତନ ବହିକୁ ସଂରକ୍ଷଣ କରି ବିଶ୍ୱସ୍ତରୀୟ ପାଠାଗାରରେ ପରିଣତ କରାଯିବ ବୋଲି ପୁରୀ ଜିଲ୍ଲାପାଳ କହିଛନ୍ତି । ଆଜି ଏମାର ମଠ ଭଂଗାଯିବା ନେଇ ଚର୍ଚା ହେଉଥିଲେ ମଧ୍ୟ ପାଠାଗାର ସ୍ଥାନାନ୍ତରଣ…