Daily Archives

August 8, 2019

କ୍ରିକେଟ ଜଗତକୁ ଆମଲାଙ୍କ ବାଏ ବାଏ । ଅନ୍ତର୍ଜାତୀୟ କ୍ରିକେଟର ସବୁ ଫର୍ମାଟରୁ ଅବସର ଘୋଷଣା କଲେ ଦକ୍ଷିଣ ଆଫ୍ରିକାର…

କନକ ବ୍ୟୁରୋ : ଦକ୍ଷିଣ ଆଫ୍ରିକା କ୍ରିକେଟ୍‌ ଟିମ୍‌ର ଜଣାଣୁଣା ବ୍ୟାଟସ୍‌ମ୍ୟାନ୍‌ ହାସିମ ଆମଲା କ୍ରିକେଟ୍‌ର ସବୁ ଫର୍ମାଟରୁ ଅବସର ନେଇଛନ୍ତି । କ୍ରିକେଟ୍‌ ସାଉଥ ଆଫ୍ରିକା (ସିଏସ୍‌ଏ)ର ଅଫିସିଆଲ୍‌ ଟୁଇଟରୁ ଏହି ସୂଚନା ମିଳିଛି । ଏଥିରେ କୁହାଯାଇଛି ଯେ, ଆମଲା ଘରୋଇ କ୍ରିକେଟ ଓ ମାଂଜା ସୁପର…

କେନ୍ଦ୍ରାପଡ଼ାରୁ ବିଦା ହେବେ ବେଆଇନ୍ ଅନୁପ୍ରବେଶକାରୀ । ଏନଆରସି ଲାଗୁ ନେଇ କେନ୍ଦ୍ରକୁ ଚିଠି ଲେଖିଲା ଜଙ୍ଗଲ ଓ ପରିବେଶ…

କନକ ବ୍ୟୁରୋ : ବାଂଲାଦେଶୀ ଅନୁପ୍ରବେଶକାରୀଙ୍କ ପାଇଁ ସତର୍କଘଂଟି । କେନ୍ଦ୍ରାପଡ଼ାରେ ଡେରା ବାନ୍ଧି ବସିଥିବା ପ୍ରାୟ ୭ଲକ୍ଷ ଅନୁପ୍ରେବଶଙ୍କୁ ସ୍ୱଦେଶ ଫେରାଇ ଦେବା ପାଇଁ ଆରମ୍ଭ ହୋଇଛି ପ୍ରକ୍ରିୟା । କେନ୍ଦ୍ରାପଡ଼ା ଜିଲ୍ଲାରେ ଏନଆରସି ଲାଗୁ କରିବା ନେଇ କେନ୍ଦ୍ର ସରକାରକୁ ଚିଠି ଲେଖି ଜଣାଇଛି…

ଖୁବଶୀଘ୍ର ଭାରତରେ ପାଣି ଭିତରେ ଚାଲିବ ମେଟ୍ରୋ । ଟ୍ୱିଟ୍ କରି ପ୍ରୋଜେକ୍ଟର ଭିଡ଼ିଓ ସେୟାର କଲେ ରେଳମନ୍ତ୍ରୀ

ଖୁବଶୀଘ୍ର ଆଉ ଏକ ମାଇଲଷ୍ଟୋନ ଅତିକ୍ରମ କରିବ ଭାରତୀୟ ରେଳ । କେବଳ ଭୂମି ଉପରେ କିମ୍ବା ତଳେ ନୁହେଁ ବରଂ ପାଣି ମଧ୍ୟରେ ଚାଲିବ ମେଟ୍ରୋ । ଏହା ସ୍ୱପ୍ନ ଭଳି ଲାଗୁଥିଲେ ମଧ୍ୟ ସତ । ଭାରତର ପ୍ରଥମ ମେଟ୍ରୋ ସହର କୋଲକାତାରେ ପାଣି ଭିତରେ ଚାଲିବ ମେଟ୍ରୋ । ହୁଗଳି ନଦୀ ତଳେ ଏହି ମେଟ୍ରୋ ଗଡିବ ।…

ପାକିସ୍ତାନକୁ ଆମେରିକାର ତାଗିଦ୍ । କହିଲା, ସୀମାରେ ସଂଯମତା ରକ୍ଷା କରୁ ପାକ୍, ପ୍ରତିଶୋଧ ପରାୟଣ ହୋଇ ନନେଉ କୌଣସି…

କନକ ବ୍ୟୁରୋ : ଜାମ୍ମୁକଶ୍ମୀରରେ ଧାରା ୩୭୦ ଓ ୩୫(ଏ) ଅପସାରଣ ହେବା ପରେ ବିଚଳିତ ହୋଇପଡିଛି ପାକିସ୍ତାନ । ଏହାପରେ ଭାରତ ସହ ବାଣିଜିକ୍ୟ ଓ କୂଟନୈତିକ ସମ୍ପର୍କ ଛିନ୍ନ କରିଛି ପାକ୍ । ଏହା ସବୁ ଘଟଣାକ୍ରମ ଉପରେ ନଜର ରଖିଥିବା ଆମେରିକା, ପାକକୁ ସଂଯମତା ଅବଲମ୍ବନ କରିବା ପାଇଁ କହିଛି ।…

ଆକାଶ ଛୁଇଁଲା ସୁନା ଦର । ୧୦ ଗ୍ରାମକୁ ୩୮ ହଜାର ଟଙ୍କା, ଭାରତୀୟ ସୁନା ବଜାର ଉପରେ ପଡିଲା ଆମେରିକା-ଚୀନ୍ ବାଣିଜ୍ୟିକ…

କନକ ବ୍ୟୁରୋ : ପୁଣି ବଢିଲା ସୁନା ଦର । ୧୦ ଗ୍ରାମ ସୁନାକୁ ୩୮ହଜାର ଟଙ୍କା । ଗୋଟିଏ ଦିନରେ ସୁନା ଦର ୧୦ ଗ୍ରାମ ପିଛା ୧୧ ଶହ ୧୪ ଟଙ୍କା ବୃଦ୍ଧି ପାଇଛି । ଆମେରିକା ଓ ଚୀନ ମଧ୍ୟରେ ବାଣିଜ୍ୟିକ ଲଢେଇ କାରଣରୁ ସୁନାର ଦର ବୃଦ୍ଧି ପାଉଥିବା ଅନୁମାନ କରାଯାଉଛି । ଆଜି ଭାରତୀୟ ବଜାରରେ ସୁନା ଦର…