Daily Archives

May 13, 2019

ବାତ୍ୟା ଫୋନିରେ ସହାୟତା ପାଇଁ ମୋଦିଙ୍କୁ ଚିଠି ଲେଖି ଧନ୍ୟବାଦ ଦେଲେ ନବୀନ : ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଜୁନ…

କନକ ବ୍ୟୁରୋ : ବାତ୍ୟା ସହାୟତାରେ କେନ୍ଦ୍ରର ଭୂମିକାକୁ ନେଇ ନରେନ୍ଦ୍ର ମୋଦିଙ୍କୁ ଧନ୍ୟବାଦ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ । ଏହା ସହ ରାଜ୍ୟର ୧୪ଟି ଜିଲ୍ଲାରେ ମୋଟ୍ ୫ ଲକ୍ଷଘର କ୍ଷତିଗ୍ରସ୍ତ ହୋଇଥିବା ନେଇ ପ୍ରଧାନମନ୍ତ୍ରୀଙ୍କୁ ଚିଠି ମାଧ୍ୟମରେ ଅବଗତ କରିଛନ୍ତି । କ୍ଷତିଗସ୍ତ ହୋଇଥିବା ୫ଲକ୍ଷ…

‘ଫୋନି’ ଭାଙ୍ଗିଛି ୬ ହଜାରୁ ଅଧିକ ବିଦ୍ୟାଳୟ ! ସାମୁଦ୍ରିକ ବାତ୍ୟାରେ ପ୍ରାୟ ୪୧୪ କୋଟି କ୍ଷୟକ୍ଷତିର ଆକଳନ କଲେ ସୂଚନା…

କନକ ବ୍ୟୁରୋ : ଫୋନି ଆଁରେ ନଷ୍ଟଭ୍ରଷ୍ଟ ହୋଇଯାଇଛି ଅଧା ଓଡ଼ିଶା । ଓଡ଼ିଶାର ୧୪ଟି ଜିଲ୍ଲା କ୍ଷତିଗ୍ରସ୍ତ ହୋଇଛନ୍ତି । ଫୋନି ପ୍ରଭାବରେ ପୁରୀ ଜିଲ୍ଲା ସର୍ବାଧିକ କ୍ଷତିଗ୍ରସ୍ତ ହୋଇଛି । ସାମୁଦ୍ରିକ ବାତ୍ୟା ଫୋନି ଯୋଗୁଁ ପ୍ରଭାବିତ ଜିଲ୍ଲା ଗୁଡ଼ିକରେ ୪୧୭ କୋଟି କ୍ଷୟକ୍ଷତିର ଆକଳନ କରାଯାଇଛି ।…

ପୁଣି ପାକିସ୍ତାନକୁ କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରୀଙ୍କ ଧମକ । କହିଲେ ଆତଙ୍କବାଦ ବନ୍ଦ ନକଲେ ଦିଆଯିବନି ପାଣି ।

କନକ ବ୍ୟୁରୋ : ପୁଣି ପାକିସ୍ତାନକୁ କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରୀଙ୍କ ଧମକ । ଗଡକରୀ କହିଛନ୍ତି, ପାକିସ୍ତାନ ଯଦି ଆତଙ୍କବାଦକୁ ବନ୍ଦ ନକରେ ତେବେ ଭାରତ ବାଧ୍ୟ ହୋଇ ପାଣି ବନ୍ଦ କରିଦେବ । ଗଣମାଧ୍ୟମକୁ ଏକ ସାକ୍ଷାତକାର ଦେଇ ସେ କହିଛନ୍ତି ଯେ ଭାରତ ଏବେ ସିନ୍ଧୁ ଜଳବଣ୍ଟନ ଚୁକ୍ତିର ଅଧ୍ୟୟନ…

ଭୋଟ ଗ୍ରହଣ ପୂର୍ବରୁ ମହାମେଣ୍ଟର ପ୍ରାର୍ଥୀ ଫେରାର । କାହାକୁ କରିବେ ଭୋଟ, ଚିନ୍ତାରେ ପଡିଲେ ସମର୍ଥକ?

ଆସନ୍ତା ୧୯ ତାରିଖରେ ସପ୍ତମ ତଥା ଶେଷ ପର୍ଯ୍ୟାୟ ନିର୍ବାଚନ ପାଇଁ ଭୋଟଗ୍ରହଣ ହେବ । ଏହି ପର୍ଯ୍ୟାୟରେ ଉତ୍ତର ପ୍ରଦେଶର ଘୋଷୀ ଆସନ ପାଇଁ ମଧ୍ୟ ଭୋଟଗ୍ରହଣ ହେବ । କିନ୍ତୁ ଭୋଟଗ୍ରହଣ ପୂର୍ବରୁ ଏଠିକାର ଜନତା ଦ୍ୱନ୍ଦରେ ପଡିଛନ୍ତିି । କାରଣ ଭୋଟଗ୍ରହଣକୁ ଆହୁରି ୬ ଦିନ ବାକି ଥିଲେ ମଧ୍ୟ ଏଠାରୁ…

ବାତ୍ୟା ପୀଡିତଙ୍କୁ ମିଳିବ ମାଗଣା କିରୋସିନ । ମୁଖ୍ୟମନ୍ତ୍ରୀଙ୍କ ଅନୁରୋଧ ପରେ ୧ ହଜାର କିଲୋ ଲିଟର କିରୋସିନ ଯୋଗାଇ…

କନକ ବ୍ୟୁରୋ : ବାତ୍ୟା ‘ଫୋନି’ ପୀଡିତଙ୍କୁ ମିଳିବ ମାଗଣା କିରୋସିନି । ବାତ୍ୟା ପ୍ରଭାବିତ ପରିବାର ମାନଙ୍କ ପାଇଁ ମାଗଣାରେ ହଜାରେ କିଲୋ ଲିଟର କିରୋସିନ ଯୋଗାଇ ଦେବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ର ପେଟ୍ରୋଲିୟମ୍ ମନ୍ତ୍ରାଳୟକୁ ଅନୁରୋଧ କରିଥିଲେ । ଆଉ ମୁଖ୍ୟମନ୍ତ୍ରୀଙ୍କ…

କର୍ଣ୍ଣାଟକକୁ ମରୁଡି ପ୍ୟାକେଜ ଦେବା ପ୍ରସ୍ତୁତିରେ କେନ୍ଦ୍ର ସରକାର : ୨୩ ମେ’ ପର୍ଯ୍ୟନ୍ତ କରିବାକୁ ପଡିବ ଅପେକ୍ଷା

ମରୁଡିର ସାମନା କରୁଥିବା କର୍ଣ୍ଣାଟକକୁ ପ୍ୟାକେଜ ମଂଜୁରୀ ପାଇଁ କେନ୍ଦ୍ରରେ ନୂଆ ସରକାର ଆସିବାକୁ ଅପେକ୍ଷା କରିବାକୁ ପଡିବ । ସୂତ୍ରରୁ ଏହା ଜଣାପଡିଛି । କେନ୍ଦ୍ର ସରକାରଙ୍କ ଏକ ଦଳ ମରୁଡି କାରଣରୁ ରବି ଫସଲକୁ ହୋଇଥିବା କ୍ଷତିର ଆକଳନ କରିସାରିଛି ଏବଂ କେନ୍ଦ୍ର କୃଷି ମନ୍ତ୍ରାଳୟକୁ ଏହାର…