Daily Archives

May 3, 2019

ଭୁବନେଶ୍ୱରରେ ‘ଫୋନି’ର ତାଣ୍ଡବ : ବାତ୍ୟା ପ୍ରଭାବରେ ରାଜଧାନୀରେ ବହୁଛି ଘଂଟା ପ୍ରତି ୧୫୦ କିମି ବେଗରେ ପବନ, ଆହୁରୀ…

କନକ ବ୍ୟୁରୋ: ରାଜ୍ୟରେ ତାଣ୍ଡବ ରଚିଛି ଫୋନି । ବଙ୍ଗୋପ ସାଗରରେ ସୃଷ୍ଟି ହୋଇଥିବା ଏହି ସାମୁଦ୍ରିକ ବାତ୍ୟା ସ୍ଥଳଭାଗ ଛୁଇଁବା ପରେ ସାରା ରାଜ୍ୟରେ ପ୍ରଳୟଙ୍କାରୀ ବାତାବରଣ ସୃଷ୍ଟି କରିଛି । ତେବେ ଫୋନି ପ୍ରକୋପରେ ପୁରୀ ସମେତ ବିଭିନ୍ନ ସ୍ଥାନରେ ଆରମ୍ଭ କରିଦେଇଛି ତାଣ୍ଡବ ଲୀଳା । ବଡ କଥା…

ଜଗତସିଂହପୁରରେ ଫୋନି କରୁଛି ତାଣ୍ଡବ ! ଭାଙ୍ଗିଲା ବିଦ୍ୟୁତ ଖୁଣ୍ଟ, ଉପୁଡି ପଡିଲା ବଡ ବଡ ଗଛ

କନକ ବ୍ୟୁରୋ : ବାତ୍ୟା ଫୋନି ପ୍ରଭାବରେ ରାଜ୍ୟର ଅନେକ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାରେ ଲାଗିଛି । ଫୋନି ପ୍ରଭାବରେ ଜଗତସିଂହପୁରରେ ମଧ୍ୟ ଅତି ବେଗରେ ପବନ ବହିବାରେ ଲାଗିଛି । ରାସ୍ତା ଉପରେ ଥିବା ଅନେକ ବଡ ବଡ ଗଛ ଉପୁଡିବାରେ ଲାଗିଛି । କେବଳ ଯେ, ଗଛ ଉପୁଡି ପଡିଛି ତାହା…

ପୁରୀରେ ପଡ଼ିଲା ଫୋନି : ଉଗ୍ର ରୂପ ଧାରଣ କରିବା ସହ ତାଣ୍ଡବ ରଚିଲା ସାମୁଦ୍ରିକ ଝଡ଼

କନକ ବ୍ୟୁରୋ : ଉଗ୍ର ରୂପ ଧାରଣ କଲା ସାମୁଦ୍ରିକ ବାତ୍ୟା ଫୋନି । ପୁରୀରେ ତାଣ୍ଡବ ରଚିବା ଆରମ୍ଭ କଲାଣି ଫୋନି । ସମୁଦ୍ର ଅଶାନ୍ତ ରହିବା ସହ ଜୁଆରିଆ ହୋଇଛି ସମୁଦ୍ର । ସମୁଦ୍ର ପାଣି ରାସ୍ତା ଉପରକୁ ମାଡ଼ି ଆସିଛି । ଶ୍ରୀକ୍ଷେତ୍ରରେ ପ୍ରବଳ ବେଗରେ ପବନ ବହୁଛି । ଆହୁରି ଅଧିକ ବେଗରେ ପବନ…

ତୁହାକୁ ତୁହା ବର୍ଷା ଚାଲିଛି ରାଜଧାନୀରେ । ଜାତୀୟ ରାଜପଥ ଶୂନ ଶାନ, ଘରୁ ପଦାକୁ ବାହାରୁ ନାହାନ୍ତି ଲୋକ

କନକ ବ୍ୟୁରୋ : ବାତ୍ୟା ଫୋନିର ପ୍ରଭାବରେ ପୁରୀ ସମେତ ଅନେକ ଜିଲ୍ଲାରେ ପ୍ରବଳ ବର୍ଷା ଲାଗି ରହିଛି । ପୁରୀ, ଜଗତସିଂହପୁର, ଭୁବନେଶ୍ୱର, ବ୍ରହ୍ମପୁର ସମେତ ଅନେକ ଜିଲ୍ଲାରେ ବର୍ଷା ଲାଗି ରହିଛି । ତେବେ ମିଳିଥିବା ସୂଚନା ଅନୁସାରେ ରାଜଧାନୀରେ ବି ବର୍ଷା ଲାଗି ରହିଛି । ଦିନ ଯେତିକି ଯେତିକି…

ପୁରୀ ପାଖରେ କେନ୍ଦ୍ରୀଭୂତ ହେଉଛି ବାତ୍ୟା ‘ଫୋନି’ । ଛନକା ଭରିବା ପରେ ଏବେ ଧିରେ ଧିରେ ଦୁର୍ବଳ ହେଉଛି ‘ଫୋନି’

କନକ ବ୍ୟୁରୋ: ଭୟଙ୍କର ରୂପ ଧାରଣ କରିଛି ସାମୁଦ୍ରିକ ବାତ୍ୟା ଫୋନି । ଭାରତୀୟ ପାଣିପାଗ ବିଭାଗର ତାଜା ସୁଚନା ମୁତାବକ, ସାମୁଦ୍ରିକ ବାତ୍ୟା ଫୋନି ବର୍ତ୍ତମାନ ପୁରୀ ପାଖରେ କେନ୍ଦ୍ରୀଭୁତ ହେଉଛି । ଏବେ ଏକ ଘଂଟା ଭିତରେ ଏହା ପୁରୀ ଉପକୂଳକୁ ଅତିକ୍ରମ କରିବ । ଏହାପରେ ଉତର-ଉତର-ପୂର୍ବକୁ ଗତି…

ଫଟୋରେ ଫଟୋରେ ଦେଖନ୍ତୁ ବାତ୍ୟାର କରାଳ ରୂପ : ବିଭିନ୍ନ ସ୍ଥାନରେ ଫୋନି ପ୍ରଭାବରେ ଅବସ୍ଥା ସାଂଘାତିକ

ପ୍ରବଳ ବେଗରେ ପୁରୀ ଆଡ଼କୁ ମାଡ଼ି ଆସୁଛି ଫୋନି । ବର୍ତ୍ତମାନ ସମୟରେ ପୁରୀରେ ଲ୍ୟାଣ୍ଡଫଲ ପ୍ରକିୟା ଆରମ୍ଭ ହୋଇସାରିଛି । ପୁରୀରେ ସମୁଦ୍ର ଅଶାନ୍ତ ହୋଇପଡ଼ିଛି । ସମୁଦ୍ର ପାଣି ରାସ୍ତା ଉପରକୁ ମାଡ଼ି ଆସିଛି । ପୁରୀରେ ବଡ଼ ବଡ଼ ଗଛ ଉପୁଡ଼ିବାରେ ଲାଗିଛି । ଶହ ଶହ ନଡ଼ିଆ ଗଛ ବାତ୍ୟା ପ୍ରଭାବରେ…