Daily Archives

May 30, 2019

ସ୍ୱାମୀ କନେଷ୍ଟବଳ, ସ୍ତ୍ରୀ ମିନିଷ୍ଟର । ଚର୍ଚ୍ଚାରେ କୋଟପାଡ ବିଧାୟିକା, ଜାଣନ୍ତୁ ତାଙ୍କ ସଫଳ ରାଜନୈତିକ କ୍ୟାରିୟର…

କନକ ବ୍ୟୁରୋ : ଚର୍ଚ୍ଚାରେ ନବୀନଙ୍କ କ୍ୟାବିନେଟର ବୟନଶିଳ୍ପ ମନ୍ତ୍ରୀ ପଦ୍ମିନୀ ଦିଆନ । ସାଧାରଣ ଗୃହିଣୀରୁ ବିଧାୟକ ଓ ମନ୍ତ୍ରୀ ବନିଥିବା ପଦ୍ମିନୀଙ୍କ ସଫଳତା ପଛରେ ରହିଛି ତାଙ୍କ ସ୍ୱାମୀ ସଦାଶିବ ଦିଆନଙ୍କ ହାତ । ସଦାଶିବ ଜଣେ ପୋଲିସ କନେଷ୍ଟବଳ ହୋଇଥିବାରୁ ସ୍ତ୍ରୀଙ୍କ ପାଖେପାଖେ ରହିବା…

ନମୋଙ୍କ ପାଇଁ ନୁହେଁ ନନାଙ୍କ ପାଇଁ ବାଜିଲା ତାଳି । କମ୍ପି ଉଠିଲା ରାଷ୍ଟ୍ରପତି ଭବନ

କନକ ବ୍ୟୁରୋ : ନୀଳଗିରି ନନାଙ୍କ ପାଇଁ ତାଳି ମାଡରେ କମ୍ପି ଉଠିଲା ନୂଆଦିଲ୍ଲୀ । ମୋଦିଙ୍କ ଦ୍ୱିତୀୟ ପାଳିରେ ଦୁଇ ଓଡିଆ ପୁଅଙ୍କୁ ମନ୍ତ୍ରିମଣ୍ଡଳରେ ସ୍ଥାନ ମିଳିଥିବା ବେଳେ ବାଲେଶ୍ୱର ସାଂସଦ ତଥା ନୂଆକରି କେନ୍ଦ୍ରମନ୍ତ୍ରୀ ଭାବେ ଶପଥ ନେଇଥିବା ପ୍ରତାପ ଷଡଙ୍ଗୀକୁ ନେଇ ଏବେ ଚାରିଆଡେ ଚର୍ଚ୍ଚା…

ମୋଦିଙ୍କ ଦ୍ୱିତୀୟ ପାଳିରେ ଦୁଇ ଓଡ଼ିଆ ପୁଅ । ହେଲେ ପ୍ରଥମ ପାଳିରେ ସହଯୋଗୀଥିବା ଜୁଏଲଙ୍କୁ ମିଳିଲାନି ମନ୍ତ୍ରୀପଦ ।

କନକ ବ୍ୟୁରୋ: ମୋଦିଙ୍କ ଦ୍ୱିତୀୟ ସରକାରରେ ସୁନ୍ଦରଗଡ଼ ବିଜେପି ସାଂସଦ ଜୁଏଲ ଓରାମଙ୍କୁ ମିଳିଲାନି ସ୍ଥାନ । ଓଡ଼ିଶାର ସୁନ୍ଦରଗଡ଼ ଲୋକସଭା ଆସନରୁ ରେକର୍ଡ ଭୋଟରେ ବିଜୟୀ ହୋଇଥିବା ଜୁଲଏ ଓରାମଙ୍କ ପୂର୍ବଥର ମୋଦି ସରକାରରେ କ୍ୟାବିନେଟ୍ ପାହ୍ୟା ପାଇଥିଲେ । ଆଉ ଆଦିବାସୀ କଲ୍ୟାଣ ମନ୍ତ୍ରୀଭାବେ…

ରାଷ୍ଟ୍ରପତି ଭବନରୁ ନୁହେଁ, ଅହମ୍ମଦାବାଦରୁ ପୁଅର ଶପଥଗ୍ରହଣ ଉତ୍ସବର ସିଧାପ୍ରସାରଣ ଦେଖିଲେ ମା’ ହୀରାବେନ । ତାଳି…

କନକ ବ୍ୟୁରୋ : ମା’ ଦେଖିଲେ ମୋଦିଙ୍କ ଶପଥ । ନୂଆଦିଲ୍ଲୀରେ ନୁହେଁ ବରଂ ପରଦାରେ । ଗୋଟିଏ ପଟେ ଆଜି ନୂଆଦିଲ୍ଲୀରେ ପୁଅ ମୋଦି ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଉଥିଲେ ଓ ଅନ୍ୟପଟେ ଅହମ୍ମଦାବାଦରେ ବସି ଟିଭି ପରଦାରେ ପୁଅର ଶପଥ ଗ୍ରହଣ ଉତ୍ସବକୁ ମନଭରି ଦେଖୁଥିଲେ ମା’ ହୀରାବେନ ମୋଦି ।…

୧୪ର ପୁନରାବୃତ୍ତି ୧୯ରେ । ସଂଖ୍ୟା ସମାନ ରହିଲା, ଚେହେରା ବଦଳିଲା । ମୋଦିଙ୍କ ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇଲେ ୨ ଓଡିଆ

କନକ ବ୍ୟୁରୋ : ୧୪ର ପୁନରାବୃତ୍ତି ୧୯ରେ ।  ୨୦୧୪ ଭଳି ୨୦୧୯ରେ ମଧ୍ୟ ମୋଦିଙ୍କ ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇଛନ୍ତି ୨ ଓଡିଆ । ସଂଖ୍ୟା ସମାନ ରହିଥିଲେ ମଧ୍ୟ ବଦଳିଛି ଚେହେରା । ଜଣେ ଲୋକସଭା ସାଂସଦ ଓ ଅନ୍ୟ ଜଣେ ରାଜ୍ୟସଭା ସାଂସଦ । ଆଜି ନୂଆ ମନ୍ତ୍ରିମଣ୍ଡଳ ସହ ଦ୍ୱିତୀୟ ଥର ପାଇଁ…

ବାଲେଶ୍ୱରରୁ ରାଷ୍ଟ୍ରପତି ଭବନ । ମନ୍ତ୍ରୀ ବନିଲେ ଗରୀବ ସାଂସଦ, ମୋଦିଙ୍କ ଦ୍ୱିତୀୟ ସରକାରରେ ଶପଥ ନେଲେ ପ୍ରତାପ ଷଡ଼ଙ୍ଗୀ…

କନକ ବ୍ୟୁରୋ: ଆରମ୍ଭ ହେଲା ମୋଦିଙ୍କ ଦ୍ୱିତୀୟ ଇନିଂସ । ମୋଦିଙ୍କ ନୂଆ ମନ୍ତ୍ରିମଣ୍ଡଳରେ ଦୁଇ ଓଡ଼ିଆ ପୁଅଙ୍କୁ ସ୍ଥାନ ମିଳିଛି । ପ୍ରଥମ କରି ପାର୍ଲାମେଣ୍ଟ ଯାଇଥିବା ବାଲେଶ୍ୱର ବିଜେପି ସାଂସଦ ପ୍ରତାପ ଷଡ଼ଙ୍ଗୀ ମଧ୍ୟ ମୋଦିଙ୍କ ମନ୍ତ୍ରିମଣ୍ଡଳରେ ସାମିଲ ହୋଇ ବିଧିବଦ୍ଧଭାବେ ପଦ ଓ ଗୋପନୀୟତାର…