Daily Archives

May 28, 2019

ଡେବ୍ୟୁ ମ୍ୟାଚରେ ସେଞ୍ଜୁରି ମାରିଲେ ନବାଗତ ୩ ବିଧାୟକ । ନବୀନଙ୍କ ପଞ୍ଚମ ପାଳିରେ ପ୍ରଥମ ଥର ବିଧାନସଭା ଆସି ମନ୍ତ୍ରୀ…

କନକ ବ୍ୟୁରୋ : ରାଜନୀତିର ଡେବ୍ୟୁ ଇନିଂସରେ ସେଞ୍ଜୁରୀ ମାରିଛନ୍ତି ୩ ବିଧାୟକ । ନବୀନଙ୍କ ପଞ୍ଚମ ପାଳିର ପ୍ରଥମ ଇନିଂସରେ ପ୍ରଥମ ବିଜୟ ହାସଲ କରିଥିବା ୩ ବିଧାୟକଙ୍କୁ ପ୍ରମୋଶନ ଦେଇଛନ୍ତି ବିଜେଡି ସୁପ୍ରିମୋ । ଡେବ୍ୟୁ ଇନିଂସରେ ଶତକ ମାରିବା ଜଣେ ଖେଳାଳିଙ୍କୁ ଯେତିକି ଖୁସି ଦେଇଥାଏ ଠିକ୍…

ନବୀନଙ୍କ ନୂଆ ଟିମ୍ ନେଇ ରାଜଭବନରୁ ବିଜ୍ଞପ୍ତି । ଜାଣନ୍ତୁ କାହାକୁ ମିଳିଲା କ୍ୟାବିନେଟ୍ ଓ ରାଷ୍ଟ୍ରମନ୍ତ୍ରୀ ପାହ୍ୟା

କନକ ବ୍ୟୁରୋ: ବିଧିବଦ୍ଧଭାବେ ଘୋଷଣା ହେଲା ନବୀନଙ୍କ ନୂଆ ଟିମ୍ ।  ମହାମହିମ ରାଜ୍ୟପାଳ ଗଣେଶୀ ଲାଲଙ୍କ ଦ୍ୱାରା ନିଯୁକ୍ତ ହେବାପରେ ଏନେଇ ରାଜଭବନ ତରଫରୁ ବିଜ୍ଞପ୍ତି ଜାରି ହୋଇଛି । ଆସନ୍ତାକାଲି ୫ମ ପାଳିର ଶପଥ ସମାରୋହରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ…

କିଏ ହେବ ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ? ଗେରୁଆ କ୍ୟାମ୍ପରେ କମ୍ପନ ହେଉଛି ଧର୍ମେନ୍ଦ୍ର ଓ ଜେ.ପି ନଡ୍ଡାଙ୍କ ନାଁ ।

କନକ ବ୍ୟୁରୋ: ବିଶ୍ୱର ସବୁଠୁ ବଡ଼ ରାଜନୈତିକ ଦଳର ଶୀର୍ଷ ପଦ ପାଇଁ ହୁଏତ, ପ୍ରଥମ ଥର ପାଇଁ ଜଣେ ଓଡ଼ିଶାର ନେତାଙ୍କ ନାଁକୁ ନେଇ ଚର୍ଚ୍ଚା ଆରମ୍ଭ ହେଉଛି । ଭାରତୀୟ ଜନତା ପାର୍ଟିର ରାଷ୍ଟ୍ରୀୟ ଅଧ୍ୟକ୍ଷ ପଦ ପାଇଁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନାଁକୁ ନେଇ ଏବେ ଜାତୀୟ ଗଣମାଧ୍ୟମରେ…

ଦାମଙ୍କୁ ପରାସ୍ତ କରି ପୁରସ୍କାର ପାଇଲେ ରଘୁନନ୍ଦନ! ନବୀନଙ୍କ ହୃଦୟ ଜିତିଲେ, ପ୍ରଥମ ବିଜୟରେ ମନ୍ତ୍ରିମଣ୍ଡଳରେ ପାଇବେ…

କନକ ବ୍ୟୁରୋ : ପରାସ୍ତ କଲେ ପୁରସ୍କାର ପାଇଲେ । ଆସନ୍ତାକାଲି ୫ମ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ନବୀନ ପଟ୍ଟନାୟକ । ନୂଆ ମନ୍ତ୍ରିମଣ୍ଡଳ ସହ ଶପଥ ଗ୍ରହଣ କରିବେ ନବୀନ । ଏଥିପାଇଁ ନବୀନ ନିବାସରେ ଆଜି ଚୂଡାନ୍ତ ମନ୍ତ୍ରୀ ତାଲିକାରେ ମୋହର ମରାଯାଇଛି । ଏଥିସହ ମନ୍ତ୍ରିମଣ୍ଡଳରେ…

ଦୁର୍ଘଟଣା ନେଇ ଟ୍ୱିନସିଟି ଦେଉଛି ଟେନସନ୍ । ଭୁବନେଶ୍ୱର-କଟକ ଜାତୀୟ ରାଜପଥରେ ୫ଟି ବ୍ଲାକସ୍ପଟ୍ ଚିହ୍ନଟ କଲା…

କନକ ବ୍ୟୁରୋ: ମେ ୨୫ ୨୦୧୯ । ଫାୟାର ଷ୍ଟେସନ ଓଭରବ୍ରିଜ ଉପରେ ଘଟିଲା ଦୁର୍ଘଟଣା । ଚାହୁଁ ଚାହୁଁ ଘଟଣା ସ୍ଥଳରେ ଚାଲିଗଲା ୨ ସାଙ୍ଗ ଗିରିଜା ଓ ଚନ୍ଦ୍ରାଂଶ୍ରୁଙ୍କ ଜୀବନ । ଏବେ ବି ହସ୍ପିଟାଲ ବେଡରେ ଜୀବନ ସହ ସଂଘର୍ଷ କରୁଛନ୍ତି ସୌମ୍ୟ କେତନ । ଖାଇବାକୁ ଯାଇ ଗୋଟିଏ ସ୍କୁଟିରେ ଫେରୁଥିବା ବେଳେ…