Daily Archives

May 1, 2019

ରାଡାର ରେଞ୍ଜରେ ଆସିଲା ବାତ୍ୟା ‘ଫୋନି’ । ୧୩ କିଲୋମିଟର ବେଗରେ ପୁରୀ ଉପକୂଳକୁ ମାଡି ଆସୁଛି ଫୋନି ।

କନକ ବ୍ୟୁରୋ : ଏକ୍ସଟ୍ରିମଲି ସିଭିୟର ସାଇକ୍ଲୋନିକ ଷ୍ଟର୍ମର ରୂପ ନେଇ ମାଡି ଆସୁଥିବା ସାମୁଦ୍ରିକ ଝଡ-ଫୋନି ପୁରୀ ଉପକୂଳରେ ଲ୍ୟାଣ୍ଡଫଲ କରିବ । ବାତ୍ୟା , ଆସନ୍ତା ୩ତାରିଖ ଅର୍ଥାତ୍ ଶୁକ୍ରବାର ଅପରାହ୍ନ ସାଢେ ୫ଟାରେ ପୁରୀ ଉପକୂଳରେ ସ୍ଥଳଭାଗ ଛୁଇଁବ । ୧୩ କିଲୋମିଟର ବେଗରେ ସ୍ଥଳଭାଗ ଆଡକୁ…

ପୁରୀ ମୁହାଁ ବାତ୍ୟା ଫୋନି । ଆସନ୍ତାକାଲି ଠାରୁ ବର୍ଷିବ, ଶୁକ୍ରବାର ସନ୍ଧ୍ୟାରେ ଉପକୂଳ ଛୁଇଁବ । ଆସନ୍ତା ୩ ଦିନ ପାଇଁ…

କନକ ବ୍ୟୁରୋ : ଓଡିଶା ଉପକୂଳ ମୁହାଁ ବାତ୍ୟା ଫୋନି । ସମୁଦ୍ର ମଧ୍ୟରେ ଅତି ଭୟଙ୍କର ବାତ୍ୟାରେ ପରିଣତ ହୋଇସାରିଥିବା ଫୋନି ଆସନ୍ତା ଶୁକ୍ରବାର ସନ୍ଧ୍ୟା ୫.୩୦ରେ ପୁରୀ ଉପକୂଳ ଛୁଇଁଁବ ବୋଲି ପାଣିପାଗ ବିଭାଗ ଆକଳନ କରୁଛି । ଯେଉଁଥିପାଇଁ ରାଜ୍ୟ ସରକାର ବାତ୍ୟା ଫୋନିକୁ ମୁକାବିଲା କରିବା ପାଇଁ…

ମୋଦିଙ୍କୁ ପ୍ରିୟଙ୍କା ଗାନ୍ଧି କଲେ ସମାଲୋଚନା ! କହିଲେ, ପାକିସ୍ତାନରେ ବିରିୟାନି ଖାଆନ୍ତି, ଜାପାନରେ ଢୋଲ ପିଟନ୍ତି,…

କନକ ବ୍ୟୁରୋ : ଉତ୍ତରପ୍ରଦେଶରେ କଂଗ୍ରେସର ଦାୟିତ୍ୱ ମୁଣ୍ଡାଇଥିବା ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଆଜି ପୁଣି ଥରେ ତାଙ୍କର ଶାଣିତ ଅନ୍ଦାଜରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ତୀବ୍ର କଟାକ୍ଷ କରିଛନ୍ତି। ଉତ୍ତରପ୍ରଦେଶରେ ଏକ ନିର୍ବାଚନୀ ରାଲିକୁ ସମ୍ବୋଧିତ କରିବା ଅବସରରେ ପ୍ରଧାନମନ୍ତ୍ରୀ…

ଫୋନି ପାଇଁ ବନ୍ଦ ରହିବ ହାଇକୋର୍ଟ । ଜାଣନ୍ତୁ କେଉଁ ଦୁଇ ଦିନ ହାଇକୋର୍ଟ ରହିବ ବନ୍ଦ?

କନକ ବ୍ୟୁରୋ : ଛାତିରେ ଛନକା ଭରୁଛି ବାତ୍ୟା ଫୋନି । ଆସନ୍ତା ଶୁକ୍ରବାର ସନ୍ଧ୍ୟା ୫ଟା ୩୦ ମିନିଟରେ ପୁରୀ ଉପକୂଳ ଛୁଇଁବ ଫୋନି । ଏହାର ମୁକାବିଲା ପାଇଁ ରାଜ୍ୟ ସରକାର ପ୍ରସ୍ତୁତି ଆରମ୍ଭ କରିଥିବା ବେଳେ ସମସ୍ତ ଶିକ୍ଷାନୁଷ୍ଠାନକୁ ଛୁଟି ଘୋଷଣା କରିଛନ୍ତି । ଫୋନିର ମୁକାବିଲା ପାଇଁ…

ପୁରୀ ଆଡକୁ ମାଡି ଆସୁଛି ବାତ୍ୟା ଫୋନି । ଜାଣନ୍ତୁ କେଉଁ କେଉଁ ଜିଲ୍ଲା ଦେଇ ଗତି କରିବ ଏହି ଭୟଙ୍କର ସାମୁଦ୍ରିକ ଝଡ ।

କନକ ବ୍ୟୁରୋ : ସାମୁଦ୍ରିକ ଝଡ ଫୋନି ଓଡିଶାରେ ଲ୍ୟାଣ୍ଡଫଲ କରିବା ପରେ ସବୁଠୁ ଅଧିକ ପ୍ରଭାବିତ ହେବାକୁ ଥିବା ଜିଲ୍ଲାମାନଙ୍କ ମଧ୍ୟରେ ରହିଛି ପୁରୀ, ଗଞ୍ଜାମ, ଖୋର୍ଦ୍ଧା ଏବଂ ଜଗତସିଂହପୁର । କେନ୍ଦ୍ରାପଡା ଏବଂ ବାଲେଶ୍ୱର ଜିଲ୍ଲା ଆଂଶିକ କ୍ଷତିଗ୍ରସ୍ତ ହେବ । ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ…