Daily Archives

May 27, 2019

ଭବ୍ୟ ସମାରୋହରେ ହେବ ମୋଦିଙ୍କ ଶପଥ ଗ୍ରହଣ ଉତ୍ସବ । ପାକିସ୍ତାନ ଓ ଚୀନକୁ ମିଳିଲାନି ନିମନ୍ତ୍ରଣ, ବିମଷ୍ଟେକ ରାଷ୍ଟ୍ରର…

ଆସନ୍ତା ୩୦ ତାରିଖରେ ଦ୍ୱିତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବେ ନରେନ୍ଦ୍ର ମୋଦି । ବେଶ ଭବ୍ୟ ଢଙ୍ଗରେ ମୋଦିଙ୍କ ଶପଥଗ୍ରହଣ ଉତ୍ସବ ହେବ । ରାଷ୍ଟ୍ରପତି ଭବନରେ ହେବାକୁ ଥିବା ଭବ୍ୟ ସମାରୋହରେ ନରେନ୍ଦ୍ର ମୋଦି ଓ ତାଙ୍କ ମନ୍ତ୍ରୀମଣ୍ଡଳକୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇବେ…

ବଂଶବାଦ ରାଜନୀତିକୁ ଦୋହଲାଇଦେଲା ମୋଦି ସୁନାମୀ । ମୋଦି କିମିଆ ଆଗରେ ମାତ୍ ଖାଇଲା ପରିବାରବାଦ ରାଜନୀତି, ଚିତ୍ ମାରିଲେ…

କନକ ବ୍ୟୁରୋ : ୨୦୧୯ ଲୋକସଭା ନିର୍ବାଚନ ବଂଶବାଦ ରାଜନୀତିକୁ ଦୋହଲାଇ ଦେଇଛି ମୋଦି ସୁନାମୀ । ପରିବାରବାଦର ରାଜନୀତି ଏଥର ମୋଦି କିମିଆ ଆଗରେ ମାତ ଖାଇଛି । ଉତରାଧିକାରୀ ସୂତ୍ରରେ ରାଜନୈତିକ ମୈଦାନରେ ପାଳି ଖେଳିଆସୁଥିବା ହେଭିୱେଟ ନେତାଙ୍କୁ ପରାଜୟ ମୁହଁ ଦେଖିବାକୁ ପଡିଛି । ୨୦୧୯…

ଏସପ୍ଲାନେଡ ସମ୍ନାରୁ ଆସିଲା ଅଭାବନୀୟ ଚିତ୍ର । ରାଜଧାନୀବାସୀଙ୍କ ପାଇଁ ମୁଣ୍ଡବିନ୍ଧା ପାଲଟିଛି ଟ୍ରାଫିକ ସମସ୍ୟା ।

ସାଂଘାତିକ ହେଲାଣି କଟକ ରୋଡରେ ଥିବା ଏସପ୍ଲା‌ନେଡ୍‌ ଛକ। ଯିଏ ଯେଉଁଠି ପାରିଲା, ଗାଡ଼ି ପାର୍କ କରୁଛି। ଉଠା ଦୋକାନୀଙ୍କ ସଂଖ୍ୟା ଦିନକୁ ଦିନ ବଢ଼ି ବଢ଼ି ଚାଲିଛି। ଛକରେ କିଏ କୁଆଡ଼େ ଯାଉଛି, କିଛି ବି ଜଣାପଡ଼ୁନି। କିଛି ଦିନ ଛକରେ ସୃଷ୍ଟି ହେଉଥିବା ଟ୍ରାଫିକ୍‌ ସମସ୍ୟାର ସମାଧାନ କରିବାକୁ…

ହାତପାହାନ୍ତାରୁ ବିଜୟ ଛଡାଇ ନେଲା ‘ନୋଟା’ ଭୋଟ । ନିର୍ବାଚନୀ ଯୁଦ୍ଧରେ ଟଳିପଡିଲେ ରଥୀ ମହାରଥୀ ।

କନକ ବ୍ୟୁରୋ : ୧୯ ରାଜନୀତି ଯୁଦ୍ଧରେ ପ୍ରତିପକ୍ଷ ନୁହେଁ ‘ନୋଟା’ କଲା ନେତାଙ୍କୁ ଆଉଟ୍ । ଏଭଳି ଚିତ୍ର ଚଳିତ ନିର୍ବାଚନରେ ଦେଖିବାକୁ ମିଳିଛି । ଖାସକରି ନୋଟା କିଛି ନେତାଙ୍କୁ ବିଜୟର ସୁଯୋଗ ଦେଇଥିବା ବେଳେ ଆଉ କିଛି ନେତାଙ୍କୁ ପରାଜୟର ସ୍ୱାଦ ଚଖାଇଛି । ଓଡିଶାର ଏମିତି ଅନେକ ଆସନ ରହିଛି…

ସଙ୍କଟରେ କଂଗ୍ରେସ ! ନିର୍ବାଚନରେ ଶୋଚନୀୟ ପରାଜୟ ପରେ ପଦ ଛାଡୁଛନ୍ତି ରାଜ୍ୟ କଂଗ୍ରେସର ମୁଖିଆ, ସମସ୍ୟା ସମାଧାନ ପାଇଁ…

କନକ ବ୍ୟୁରୋ : ବିପଦ ସାଙ୍ଗରେ ସାଥି ଧରି ଆସେ ପରି ଅବସ୍ଥା ଭିତରେ ଛନ୍ଦି ହୋଇ ପଡିଛି କଂଗ୍ରେସ । ସାଧାରଣ ନିର୍ବାଚନରେ ଶୋଚନୀୟ ପରାଜୟ ପରେ ଏବେ ସାଂଗଠନିକ ସଂକଟ ସୃଷ୍ଟି ହୋଇଛି । ବିଭିନ୍ନ ରାଜ୍ୟର ଦଳୀୟ ମୁଖିଆ ନିଜ ପଦ ଛାଡିବାକୁ ଚାହୁଁଛନ୍ତି । ମିଳିଥିବା ସୂଚନା ଅନୁସାରେ ଏଯାଏଁ ୧୩ ଜଣ…

ବଜାରକୁ ଆସିଲା ପତଞ୍ଜଳୀ ଟୋନଡ କ୍ଷୀର । ଅନ୍ୟ କମ୍ପାନିର କ୍ଷୀର ଠାରୁ ଲିଟର ପିଛା ୪ ଟଙ୍କା ଶସ୍ତାରେ ପାଇବେ ଗ୍ରାହକ

ଦେଶବାସୀଙ୍କୁ ବାବା ରାମଦେବଙ୍କ ବଡ ଉପହାର । ଗତ ସପ୍ତାହରେ ଅମୁଲ ଓ ମଦର ଡାଏରୀ କମ୍ପାନି ପକ୍ଷରୁ ବଜାରରେ ମିଳୁଥିବା କ୍ଷୀରର ଦର ୨ ଟଙ୍କା ବୃଦ୍ଧି କରିଥିବା ବେଳେ ଗ୍ରାହକଙ୍କ ମଧ୍ୟରେ ଅସନ୍ତୋଷ ଦେଖିବାକୁ ମିଳିଥିଲା । ତେବେ ଏହି ଦୁଇ କମ୍ପାନିକୁ ମାତ୍ ଦେବାକୁ ଯାଇ ବାବା ରାମଦେବ ପତଞ୍ଜଳୀ…