Daily Archives

May 19, 2019

ସରିଲା ୧୯ ଯୁଦ୍ଧ, ଆସିଲା ଏକଜିଟ୍ ପୋଲ୍ । ଜାଣନ୍ତୁ, ରାଜ୍ୟର କେଉଁ ଲୋକସଭା ଓ ବିଧାନସଭା କ୍ଷେତ୍ରରେ ହୋଇପାରେ କଡ଼ା…

କନକ ବ୍ୟୁରୋ: ୨୩ ପରୀକ୍ଷା ଫଳ ପୂର୍ବରୁ ଆସିଲା ସମ୍ବାଦ-କନକ ନ୍ୟୁଜର ଏକଜିଟ୍ ପୋଲ୍ ରିପୋର୍ଟ । ଆଉ ରାଜ୍ୟର ୨୧ଟି ଲୋକସଭା ଓ ୧୪୬ଟି ବିଧାନସଭା କ୍ଷେତ୍ରକୁ ନେଇ ମତାଦାତାଙ୍କ ମୁଡ୍ ପରଖିଲା ସମ୍ବାଦ-କନକ ନ୍ୟୁଜ୍ । ୨୩ ରେ ମତଗଣନା ହେବା ପୂର୍ବରୁ ଆଜି ଆସିଥିବା ଏକଜିଟ୍ ପୋଲ୍ ରିପୋର୍ଟରେ କେଉଁ…

ସମ୍ବାଦ-କନକ ନ୍ୟୁଜ୍ ଏକଜିଟ୍ ପୋଲ ରିପୋର୍ଟ । ବିରୋଧୀ ଦଳ ଆସନରେ ବସିପାରେ ବିଜେପି, ୩ ନମ୍ବର ସ୍ଥାନକୁ ଖସିପାରେ…

କନକ ବ୍ୟୁରୋ : ସମ୍ବାଦ-କନକ ନ୍ୟୁଜ୍ ଏକଜିଟ୍ ପୋଲ ଅନୁଯାୟୀ ବିଜେଡି ପୁଣିଥର ସରକାର ଗଢିପାରେ । ୮୫ରୁ ୯୫ ଆସନ ସହ ଏକାକୀ ସରକାର ଗଢିପାରେ ବିଜେଡି । ତେବେ ଏକଜିଟ୍ ପୋଲ ଅନୁଯାୟୀ, ଚଳିତଥର କଂଗ୍ରେସକୁ ପଛରେ ପକାଇ ବିରୋଧୀ ଦଳ ଆସନରେ ବସିପାରେ ବିଜେପି । ମୋଟ ୨୪ରୁ ୩୫ଟି ଆସନରେ ବିଜେପି…

ପୁଣି ମୋଦି ବନିବେ ପ୍ରଧାନମନ୍ତ୍ରୀ ? ପ୍ରାୟ ସମସ୍ତ ଏକଜିଟ୍ ପୋଲରେ ବିଜେପିକୁ ମିଳିଲା ବହୁମତ ।

କନକ ବ୍ୟୁରୋ : ସମସ୍ତଙ୍କ ଉତ୍କଣ୍ଠା ଉପରୁ ପରଦା ହଟାଇ, କୋଟି କୋଟି ଭାରତୀୟଙ୍କୁ ପ୍ରଭାବିତ କରି, ଏବଂ ବିଶ୍ୱର ସବୁଠାରୁ ବଡ ଗଣତନ୍ତ୍ରର, ସବୁଠାରୁ ବଡ ଯୁଦ୍ଧରେ ବିଜୟୀ ହେବାକୁ ଯାଉଛନ୍ତି ନରେନ୍ଦ୍ର ମୋଦି । ଦେଶର ଅନେକ ଟିଭି ଚ୍ୟାନେଲ ଓ ସର୍ଭେକ୍ଷଣ ସଂସ୍ଥା ଯେଉଁ ଏକଜିଟ୍ ପୋଲ୍ କରିଛନ୍ତି,…

୫ମ ଥର ପାଇଁ ସରକାର ଗଢିପାରନ୍ତି ନବୀନ । ସଂକେତ ଦେଲା ସମ୍ବାଦ-କନକ ନ୍ୟୁଜ୍ ଏକଜିଟ୍ ପୋଲ୍ ରିପୋର୍ଟ, ୮୫ରୁ ୯୫ ଆସନ…

କନକ ବ୍ୟୁରୋ : ଆସନ୍ତା ୨୩ରେ ଆସିବ ସାଧାରଣ ନିର୍ବାଚନ ଫଳାଫଳ । କିଏ ସରକାର ଗଢିବ ତାହା ଉପରେ ସମସ୍ତଙ୍କର ନଜର ରହିଛି । କିନ୍ତୁ ଏହାପୂର୍ବରୁ ବୁଥ ବାହୁଡା ମତ ସାମ୍ନାକୁ ଆଣିଛି ସମ୍ବାଦ-କନକ ନ୍ୟୁଜ୍ । ମେ ୨୩ ଫଳାଫଳ ପୂର୍ବରୁ ସମ୍ଭାବ୍ୟ ଫଳାଫଳ ସାମ୍ନାକୁ ଆଣିଛି ସମ୍ବାଦ-କନକ ନ୍ୟୁଜ୍…

ସମ୍ବାଦ-କନକ ନ୍ୟୁଜର ଏକଜିଟ୍ ପୋଲ୍ ରିପୋର୍ଟ ! ଭୋଟ୍ ପ୍ରତିଶତ ଲଢେଇରେ ବଢିପାରେ ବିଜେପି, କମିପାରେ ବିଜେଡି ।…

କନକ ବ୍ୟୁରୋ : ୧୯ ଯୁଦ୍ଧର ସମସ୍ତ ପର୍ଯ୍ୟାୟ ଲଢେଇ ଶେଷ ହୋଇଛି । ଓଡିଶାରେ ୨୧ଟି ଲୋକସଭା ଆସନ ଏବଂ ୧୪୬ଟି ବିଧାନସଭା ଆସନରେ ପ୍ରାର୍ଥୀଙ୍କ ଭାଗ୍ୟ ଇଭିଏମରେ ସିଲ୍ ହୋଇରହିଛି । ଆଉ ନିର୍ବାଚନ ଫଳାଫଳ ପୂର୍ବରୁ ସାମ୍ନାକୁ ଆସିଛି ଏକଜିଟ୍ ପୋଲ୍ ରିପୋର୍ଟ । କେଉଁ ଆସନରେ କିଏ ଜିତିବ, କିଏ ପଛରେ…

ଚମକାଇଦେବ ଉପକୂଳ ଓଡିଶା ଫଳାଫଳ! ଆସିଲା ସମ୍ବାଦ-କନକ ନ୍ୟୁଜ୍ ଏକଜିଟ୍ ପୋଲ ରିପୋର୍ଟ,ଜାଣନ୍ତୁ କାହାକୁ ମିଳିପାରେ କେତେ…

କନକ ବ୍ୟୁରୋ : ଉପକୂଳ ଓଡିଶାରେ ଚମକିପାରେ ବିଜେଡି । ସମ୍ବାଦ-କନକ ନ୍ୟୁଜ୍ ଏକଜିଟ୍ ପୋଲ ରିପୋର୍ଟ ଅନୁଯାୟୀ ଉପକୂଳ ଓଡିଶାରେ ପୁଣିଥରେ କାମ କରିପାରେ ନବୀନଙ୍କ ଲୋକପ୍ରିୟତା । ମୋଟ ୬ ଲୋକସଭା ଆସନରୁ ୨ଟିରେ ବିଜେଡିର ବିଜୟ ସମ୍ଭାବନା ରହିଥିବା ବେଳେ ୩ଟିରେ କଡା ଟକ୍କର ଦେଖିବାକୁ ମିଳିବ ।…