Daily Archives

May 5, 2019

ବାତ୍ୟା ପରର ବିକଳ ଚିତ୍ର । ନିମିଷକ ମଧ୍ୟରେ ଛାରଖାର ହୋଇଗଲା ଉତ୍କଳ ବିଶ୍ୱବିଦ୍ୟାଳୟର ସବୁଜିମା, ହଷ୍ଟେଲ ଛାଡି…

କନକ ବ୍ୟୁରୋ : ପାଣି ନାହିଁ , ଇଲେକ୍ଟ୍ରି ନାହିଁ, ବଂଚିବା ମୁସକିଲ । ରାଜଧାନୀରେ ଘରେ ରହୁଥିବା ଲୋକେ ଏପରି ସମସ୍ୟା ଭିତରେ ଦିନରାତି କାଟୁଥିବା ବେଳେ ଥରେ ଚିନ୍ତା କରନ୍ତୁ ବାଣୀବିହାର ହଷ୍ଟେଲରେ ରହୁଥିବା ଛାତ୍ରଛାତ୍ରୀମାନେ କିପରି ଅବସ୍ଥାରେ ରହୁଥିବେ । ପାଣି ଓ ବିଦ୍ୟୁତ ସମସ୍ୟାର…

ରାହୁଲ, ରାଜନାଥ, ସୋନିଆ ଏବଂ ସ୍ମୃତିଙ୍କ ଭାଗ୍ୟ ପରୀକ୍ଷା । ଆସନ୍ତାକାଲି ପଞ୍ଚମ ପର୍ଯ୍ୟାୟ ନିର୍ବାଚନ ପାଇଁ ପଡିବ ଭୋଟ୍…

କନକ ବ୍ୟୁରୋ : ରାତିପାହିଲେ ଦେଶରେ ପଞ୍ଚମ ପର୍ଯ୍ୟାୟ ନିର୍ବାଚନ ପାଇଁ ଭୋଟ୍ ପଡିବ । ୧୯ ଯୁଦ୍ଧର ପଞ୍ଚମ ଅଧ୍ୟାୟରେ କାଲି ଅନେକ ହେଭିୱେଟ୍ ନେତାଙ୍କ ଭାଗ୍ୟ ପରୀକ୍ଷା ହେବାକୁ ଯାଉଛି । ବିଶେଷ କରି ଏହି ପଞ୍ଚମ ପର୍ଯ୍ୟାୟ ମତଦାନରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ, ଗୃହମନ୍ତ୍ରୀ ରାଜନାଥ…

୨୦ ବର୍ଷର ପରିଶ୍ରମକୁ ଗୋଟିଏ ଝଟକାରେ ଦୋହଲାଇ ଦେଲା ଫୋନି । ପ୍ରଳୟଙ୍କାରୀ ଫୋନିର ତାଣ୍ଡବରେ ଭୁଷୁଡି ପଡିଲା ଓଡିଶାର…

କନକ ବ୍ୟୁରୋ : ଓଡିଶାର ପର୍ଯ୍ୟଟନ ଶିଳ୍ପକୁ ପଙ୍ଗୁ କରି ଦେଇଛି ବାତ୍ୟା ଫୋନି । ମାତ୍ର କିଛି ଘଣ୍ଟାର ଏହି ବାତ୍ୟା ଦୀର୍ଘ ଦିନ ଧରି ଗଢି ଉଠିଥିବା ଓଡିଶାର ପର୍ଯ୍ୟଟନ ଶିଳ୍ପକୁ ଭାଙ୍ଗି ଚୁରମାର କରି ଦେଇଛି । ୧୯୯୯ ମହାବାତ୍ୟା ରାଜ୍ୟର ପର୍ଯ୍ୟଟନ ଶିଳ୍ପ ଉପରେ ଶକ୍ତ ପ୍ରହାର କରିଥିଲା ।…

ପୁରୀ ପେଣ୍ଠକଟା ଅଞ୍ଚଳ ବୁଲିଲେ ମୁଖ୍ୟମନ୍ତ୍ରୀ । ବାତ୍ୟା ବିପନ୍ନଙ୍କ ସମସ୍ୟା ବୁଝିଲେ, ରିଲିଫ୍ ବାଣ୍ଟିଲେ ।

କନକ ବ୍ୟୁରୋ: ବତ୍ୟା ‘ଫୋନି’ ପ୍ରକୋପରେ ଅଧିକ ବିପର୍ଯ୍ୟୟ ହୋଇଥିବା ପୁରୀ ସହରର ସ୍ଥିତି ପରଖିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଫୋନି ଦ୍ୱାରା ଅତ୍ୟଧିକ ପ୍ରଭାବିତ ହୋଇଥିବା ପୁରୀର ପେଣ୍ଠକଟା ଓ ତାଳବଣିଆ ଅଞ୍ଚଳ ଗସ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଅପରାହ୍ନରେ…

ବାତ୍ୟା ପ୍ରଭାବିତଙ୍କ ପାଇଁ ବଢୁଛି ସହାୟତାର ହାତ । ଓଡିଶା ସରକାରଙ୍କ ରିଲିଫ୍ ପାଣ୍ଠିକୁ ୧୧କୋଟି ଟଙ୍କା ଦେବାକୁ ଘୋଷଣା…

କନକ ବ୍ୟୁରୋ : ‘ଫୋନି’ର ତାଣ୍ଡବ ପରେ ବାତ୍ୟା ପ୍ରଭାବିତଙ୍କ ପାଇଁ ବଢୁଛି ସହାୟତାର ହାତ ।  ଓଡ଼ିଶାରେ ବିପୁଳ କ୍ଷୟକ୍ଷତି ଘଟାଇଥିବା ବାତ୍ୟା ‘ଫୋନି’ ପ୍ରପୀଡ଼ିତଙ୍କ ପାଇଁ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୁପେଶ ବାଘେଲ ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‌ ପାଣ୍ଠିକୁ ରବିବାର ୧୧ କୋଟି ଟଙ୍କାର ସହାୟତା…