ବର୍ବାଦର ଅନ୍ତିମ ଦ୍ୱାରରେ ପାକିସ୍ତାନ । ସଙ୍କଟ ଦେଇ ଗତି କରୁଛି ଦେଶ, କୌଣସି ମୁହୂର୍ତ୍ତରେ ଧ୍ୱସ୍ତ ହୋଇପାରେ ପୁରା…
କନକ ବ୍ୟୁରୋ : ଅନ୍ତରାଷ୍ଟ୍ରୀୟ ସ୍ଥରରେ ପୁଣି ପାକିସ୍ତାନକୁ ନେଇ ଚର୍ଚ୍ଚା । କିନ୍ତୁ ଏଥର କୌଣସି ଆତଙ୍କବାଦ ପ୍ରସଙ୍ଗ କିମ୍ବା ସେନାର କାର୍ଯ୍ୟପନ୍ଥାକୁ ନେଇ ନୁହେଁ ବରଂ ସେହି ଋଣକୁ ନେଇ ଚର୍ଚ୍ଚା, ଯାହାର ବୋଝ ତଳେ ଧିରେ ଧିରେ ଦବିବାକୁ ବସିଲାଣି ଏହି ଦେଶ । ବର୍ବାଦ ଆଡକୁ ଗତି କରୁଛି…