Daily Archives

May 29, 2019

ବିଜେପି ସାଂସଦ ସ୍ୱାଧୀଙ୍କ ବଡ ବୟାନ । ଭିକ୍ଷା ଗ୍ରହଣ କରି ଚଳିବି, ସାଂସଦ ଭାବେ ଯାହା ଦରମା ମିଳିବ ତାହାକୁ ଦେଶ ଓ…

ମଧ୍ୟପ୍ରଦେଶର ଭୋପାଳ ଆସନରେ କଂଗ୍ରେସର ବରିଷ୍ଠ ନେତା ଦିଗବିଜୟ ସିଂହଙ୍କୁ ମାତ୍ ଦେଇ ବଡ ବିଜୟ ହାସଲ କରିଛନ୍ତି ବିଜେପି ପ୍ରାର୍ଥୀ ସ୍ୱାଧୀ ପ୍ରଜ୍ଞା । ପ୍ରଥମଥର ପାଇଁ ସ୍ୱାଧୀ ଲୋକସଭା ସାଂସଦ ଭାବେ ନିର୍ବାଚିତ ହୋଇଥିବା ବେଳେ ତାଙ୍କ ଜୀବନଶୈଳୀରେ କୌଣସି ପରିବର୍ତ୍ତନ ଆସିବ ନାହିଁ କହିଛନ୍ତି…

ଆସନ୍ତାକାଲି ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବେ ନରେନ୍ଦ୍ର ମୋଦି । ସମାରୋହରେ ସାମିଲ ହେବେ ସୋନିଆ ଗାନ୍ଧି ଓ ରାହୁଲ,…

କନକ ବ୍ୟୁରୋ: ଆସନ୍ତାକାଲି ଦ୍ୱିତୀୟ ଥର ପାଇଁ କେନ୍ଦ୍ରରେ ସରକାର ଗଢ଼ିବେ ନରେନ୍ଦ୍ର ମୋଦି । ସନ୍ଧ୍ୟା ୭ଟାରେ ରାଷ୍ଟ୍ରପତି ଭବନରେ ନୂଆ ମନ୍ତ୍ରୀମଣ୍ଡଳ ସହ ଶପଥ ନେବେ ନମୋ । ଏହି ଶପଥ ଗ୍ରହଣ ଉତ୍ସବରେ ସାମିଲ ହେବେ ବିଶ୍ୱର ଅନେକ ମୁଖ୍ୟ ଓ ସେମାନଙ୍କ ପ୍ରତିନିଧି । ସେହିପରି ସୂଚନାରୁ…

ରାୟଗଡାର ରତ୍ନ ! କାଲିର ଚାଷୀ,ଆଜିର ମନ୍ତ୍ରୀ । ଜଗନ୍ନାଥ କହିଲେ,ମନ୍ତ୍ରୀ ହେଲି, ହେଲେ ଚାଷ ଛାଡିବନି ।

କନକ ବ୍ୟୁରୋ : ଭାରତୀୟ ଗଣତନ୍ତ୍ରରେ ରହିଛି ସ୍ୱତନ୍ତ୍ରତା । ଅନେକ ସମୟରେ ଅତି ସାଧାରଣ ସ୍ତରର ବ୍ୟକ୍ତିଟିଏ ଯାଇ ବିଧାନସଭା ଓ ସଂସଦରେ ଜନତାଙ୍କ ପ୍ରତିନିଧିତ୍ୱ କରୁଥିବା ଦେଖିବାକୁ ମିଳିଛି । ନବୀନଙ୍କ ମନ୍ତ୍ରୀମଣ୍ଡଳରେ ବିଷମକଟକର ବିଧାୟକ ଜଗନ୍ନାଥ ସାରକା ସ୍ଥାନ ପାଇବା ପରେ ଏହା ପୁଣି ଥରେ…

କ୍ୟାମେରା ସାମ୍ନାରେ କାନ୍ଦି ପକାଇଲେ କ୍ୟାବିନେଟ ମନ୍ତ୍ରୀ । ସ୍ୱାମୀ ଅଭିମନ୍ୟୁ ସାହୁଙ୍କୁ ମନେ ପକାଇ କୋହ ସମ୍ବରଣ…

କନକ ବ୍ୟୁରୋ : ନବୀନଙ୍କ ନୂଆ କ୍ୟାବିନେଟରେ ସ୍ଥାନ ପାଇଛନ୍ତି ଟିଟିଲାଗଡର ବିଧାୟିକା ଟୁକୁନି ସାହୁ । ଆଉ ମନ୍ତ୍ରୀ ପଦ ମିଳିବା ପରେ କନକ ନ୍ୟୁଜକୁ ସ୍ୱତନ୍ତ୍ର ସାକ୍ଷାତକାର ଦେବା ସମୟରେ ଭାବବିହ୍ୱଳ ହୋଇପଡିଥିଲେ ଟୁକୁନି । ସଫଳତା ପରେ ସ୍ୱାମୀଙ୍କ କଥା ମନେ ପକାଇ ସେ ନିଜର କୋହ ସମ୍ବରଣ…

ଆସନ୍ତାକାଲି ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବେ ମୋଦି । ସାମିଲ ହେବେନି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ,ଜାଣନ୍ତୁ…

କନକ ବ୍ୟୁରୋ : ଆଜି ମୁଖ୍ୟମନ୍ତ୍ରୀ ଭାବେ ନବୀନ ପଟ୍ଟନାୟକ ଶପଥ ନେଇଥିବା ବେଳେ ଆସନ୍ତାକାଲି ଦେଶର ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବେ ନରେନ୍ଦ୍ର ମୋଦି । ରାଷ୍ଟ୍ରପତି ଭବନରେ ସନ୍ଧ୍ୟା ସମୟରେ ଭବ୍ୟ ସମାରୋହରେ ଶପଥ ଗ୍ରହଣ କରିବେ ମୋଦି ଆଣ୍ଡ କୋ । ବିଭିନ୍ନ ରାଷ୍ଟ୍ର ପ୍ରମୁଖ ଓ ବିଶିଷ୍ଟ…