Daily Archives

May 26, 2019

ଦ୍ୱିତୀୟ ଶାସନକାଳର ପ୍ରଥମ ବିଦେଶ ଯାତ୍ରା । ବିରାଟ ବିଜୟ ପରେ ଜୁନରେ ମୋଦି କରିବେ ପ୍ରଥମ ବିଦେଶ ଗସ୍ତ ।

କନକ ବ୍ୟୁରୋ : ୨୦୧୯ ଲୋକସଭା ନିର୍ବାଚନରେ ବିପୁଳ ସଂଖ୍ୟକ ଭୋଟ୍‌ରେ ବିଜୟୀ ହୋଇଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦ୍ୱିତୀୟ ଶାସନକାଳର ପ୍ରଥମ ବିଦେଶ ଯାତ୍ରା ଆସନ୍ତା ମାସ ଅର୍ଥାତ ଜୁନ୍‌ରୁ ଆରମ୍ଭ କରିବାକୁ ଯାଉଛନ୍ତି । ସେ କ୍ରିଜିଜ୍‌ସ୍ତାନର ବିସକେକ୍‌ଠାରେ ହେଉଥିବା ସଂଘାଇ କୋପରେସନ…

ଗାନ୍ଧୀନଗରରେ ମୋଦି । ବିଜେପିର ବିଜୟ ପରେ ମା’ ହୀରାବେନଙ୍କୁ ଭେଟିଲେ, ଆଶୀର୍ବାଦ ନେଲେ ନମୋ ।

କନକ ବ୍ୟୁରୋ: ଏନଡିଏକୁ ମିଳିଥିବା ବିପୁଳ ବିଜୟ ପରେ ମା’ଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଅହମଦାବାଦରେ ଏକ ସାଧାରଣ ସଭାକୁ ସମ୍ବୋଧିତ କରିବା ପରେ ପ୍ରଧାନମନ୍ତ୍ରୀ ଗାନ୍ଧୀନଗରସ୍ଥିତ ନିଜର ଘରେ ନିଜର ମା’ ହୀରାବେନଙ୍କୁ ଭଟିଛନ୍ତି। ମୋଦୀ ମା’ଙ୍କ ଠାରୁ ଆଶୀର୍ବାଦ ନେଇଛନ୍ତି।…

ଜନସଂଖ୍ୟା ରୋକିବାକୁ ରାମଦେବଙ୍କ ନୂଆ ରୁଲ! କହିଲେ, ତୃତୀୟ ସନ୍ତାନ ହେଲେ ପରିବାରକୁ ମତଦାନରୁ ବଞ୍ଚିତ କରାଯାଉ ।

କନକ ବ୍ୟୁରୋ: ଜନସଂଖ୍ୟା ରୋକିବାକୁ ରାମଦେବ ବାବାଙ୍କ ନୂଅ ରୁଲ । କୌଣସି ପରିବାରରେ ତୃତୀୟ ପିଲା ହେଲେ ସେମାନଙ୍କ ଠାରୁ ମତଦାନର ଅଧକାର ଛଡ଼ାଇ ନେବା ଉଚିତ୍ । ଏପରିକି ସରକାରୀ ସୁବିଧାରୁ ମଧ୍ୟ ସେମାନଙ୍କୁ ବଂଚିତ କରିଦେବା ଉଚିତ୍ ବୋଲି ହରିଦ୍ୱାର ଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ…

ଆପଣଙ୍କ ଘରକୁ ଆଲୋକିତ କରିବାକୁ ପ୍ରଚଣ୍ଡ ଖରାରେ କାମ କରୁଛନ୍ତି ଶହ ଶହ ବିଦ୍ୟୁତ କର୍ମଚାରୀ । ମହାନଦୀର ଅକାତ କାତ ପାଣି…

କନକ ବ୍ୟୁରୋ : ଅକାତ କାତ ପାଣି । ମହାନଦୀର ଏହି ଗଣ୍ଡରେ କିନ୍ତୁ ଚାଲିଛି ନିରନ୍ତର କାମ । ବଡ଼ିଭୋରରୁ ସୂର୍ଯ୍ୟାସ୍ତ, ଆପଣଙ୍କ ଘରକୁ ଆଲୋକ ଦେବାକୁ ପରିଶ୍ରମ କରୁଛନ୍ତି ଶହ ଶହ ବିଦ୍ୟୁତ କର୍ମଚାରୀ ଓ ଶ୍ରମିକ । ପ୍ରଚଣ୍ଡ ଖରାରେ ଦେହରୁ ଗମଗମ ଝାଳକୁ ମହାନଦୀ ପିଇଯାଉଛି । ଫନି ଦ୍ୱାରା…

ପାହାଡ ଉପରେ ଚିରନିଦ୍ରାରେ ପାହାଡ କନ୍ୟା କଳ୍ପନା ଦାଶ । ହିମାଳୟ ଶୃଙ୍ଗ ଏଭରେଷ୍ଟରୁ କଳ୍ପନାଙ୍କ ମରଶରୀର ଆଣିବା ପାଇଁ…

କନକ ବ୍ୟୁରୋ : ଆଜିଠୁ ଆରମ୍ଭ ହୋଇଛି ପର୍ବତାରୋହୀ କଳ୍ପନା ଦାଶଙ୍କ ମରଶରୀର ଉଦ୍ଧାରକାର୍ଯ୍ୟ । ରାଜ୍ୟ ସରକାରଙ୍କ ନିଯୁକ୍ତ ଶେର୍ପାଙ୍କ ଏକ ଟିମ୍ ଏହି ଅଭିଯାନରେ ବାହାରିଛନ୍ତି । ଏପଟେ ମରଶରୀରକୁ ଚିହ୍ନଟ ଓ ଗ୍ରହଣ କରିବା ଲାଗି ଆସନ୍ତାକାଲି ପର୍ବତାରୋହୀ ଗଣେଶ ଜେନା, କଳ୍ପନା ଦାଶଙ୍କ ଭାଇ…