Monthly Archives

March 2019

ସୋସିଆଲ ମିଡିଆରେ ଅନ୍ତର୍ଜାତୀୟ ଓଡିଆ ଆଥଲେଟ୍ ଦୂତିଙ୍କୁ ଅସମ୍ମାନ ! ପ୍ରଥମେ ଦେଲେ ବିବାହ ପ୍ରସ୍ତାବ, ମନା କରିବାରୁ…

କନକ ବ୍ୟୁରୋ : ଅନ୍ତର୍ଜାତୀୟ ଓଡିଆ ଆଥଲେଟ୍ ଦୂତୀ ଚାନ୍ଦଙ୍କୁ ଅଶାଳୀନ ବ୍ୟବହାର ଅଭିଯୋଗ । ତାପୁଣି ସୋସିଆଲ୍ ମିଡିଆରେ । ପ୍ରଥମେ ଫ୍ୟାନ୍ ଭାବେ ଫେସବୁକରେ ପଠାଇଲେ ଫ୍ରେଣ୍ଡ୍ ରିକ୍ୟୁଏଷ୍ଟ । ପରେ ଦେଇଥିଲେ ବିବାହ ପ୍ରସ୍ତାବ । ଯାହାକୁ ନେଇ ଦୂତୀ ଯୁବକଙ୍କୁ ଅନଫ୍ରେଣ୍ଡ୍ କରିଦେଇଥିଲେ ।…

‘କାଳିଆ’ ଟଙ୍କା ପାଇଁ ବିଜେପିକୁ ବିଜେଡିର ଟାର୍ଗେଟ । ବିଜେପି ଚାପରେ ବନ୍ଦ ହୋଇଛି କାଳିଆ ଟଙ୍କା, ୨୦ ଲକ୍ଷ ଚାଷୀଙ୍କ…

କନକ ବ୍ୟୁରୋ: ବିଜେପିକୁ ବିଜେଡିର ଟାର୍ଗେଟ । ବିଜେଡି ମୁଖପାତ୍ର ସସ୍ମିତ ପାତ୍ର କହିଛନ୍ତି ଯେ, ଚାଷୀ ଭାଇଙ୍କ ‘କାଳିଆ’ ଟଙ୍କା ବିଜେପି ଚାପରେ ବନ୍ଦ କରାଯାଇଛି । କାରଣ ଗତକାଲି ବିଜେପି ରାଜ୍ୟ ନେତୃବୃନ୍ଦଙ୍କ ସାମ୍ବାଦିକ ସମ୍ମିଳନୀ ପରେ ଏହା ସ୍ପଷ୍ଟ ହୋଇଛି । ବିଜେପି ନେତାମାନେ ଯେଉଁଭଳି…

ନବୀନ ନିବାସରେ ଟିକେଟ ପାଇଁ ଲବି ଜାରି : ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ପାଇଁ ଆସିଲେ କୋରେଇ ବିଧାୟକ ଆକାଶ ଦାସ ନାୟକ ଓ…

କନକ ବ୍ୟୁରୋ : ବିଜେଡିର ଅବଶିଷ୍ଟ ବିଧାନସଭା ଆସନ ପାଇଁ ନବୀନ ନିବାସରେ କସରତ ଚାଲିଛି । ଆଜି ଅପରାହ୍ନରେ ବିଜେଡି ବାକି ପ୍ରାର୍ଥୀ ତାଲିକା ଘୋଷଣା କରିବା ସମ୍ଭାବନା ରହିଛି । ୩ଟି ଲୋକସଭା ଓ ୨୮ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା ହୋଇପାରେ । ଏହା ପୂର୍ବରୁ ନବୀନ ନିବାସରେ…

ଧରାପଡିଲା ପୁରୀରେ ତପସ୍ୱୀନି ଏକ୍ସପ୍ରେସରେ ନିଆଁ ଲଗାଇଥିବା ଦୁର୍ବୃତ୍ତ : ଅଭିଯୁକ୍ତ ଅଶୋକ ପ୍ରଧାନକୁ ବ୍ରହ୍ମପୁରରୁ…

କନକ ବ୍ୟୁରୋ : ପୁରୀରେ ହୋଲି ଅଘଟଣର ହେଲା ପର୍ଦ୍ଦାଫାସ । ପୁରୀରେ ହୋଲି ଦିନ ତପସ୍ୱିନୀ ଏକ୍ସପ୍ରେସ ଅଗ୍ନିକାଣ୍ଡ ଘଟଣାରେ ମୁଖ୍ୟ ଅଭିଯୁକ୍ତ ଗିରଫ ହୋଇଛି । ସଂପୃକ୍ତ ଅଭିଯୁକ୍ତ ବ୍ରହ୍ମପୁରର ଅଶୋକ ପ୍ରଧାନ ବୋଲି ଜଣାପଡିଛି । ପ୍ରାଥମିକ ଅନୁସନ୍ଧାନରୁ ଜଣାପଡିଛି ଯେ, ଗିରଫ ଅଭିଯୁକ୍ତ ଏହି…

ନିର୍ବାଚନ ନଲଢ଼ି କାହିଁକି ପଛଘୁଞ୍ଚା ଦେଉଛନ୍ତି ଧର୍ମେନ୍ଦ୍ର ? ରଣଭୂମିକୁ ଓହ୍ଲାଇବା ପାଇଁ ଆହ୍ୱାନ ଦେଲା ବିଜେଡି ।

କନକ ବ୍ୟୁରୋ: ଧର୍ମେନ୍ଦ୍ରଙ୍କୁ ବିଜେଡି ମୁଖପାତ୍ର ସସ୍ମିତ ପାତ୍ରଙ୍କ ଆହ୍ୱାନ ଯଦି ସାହସ ଅଛି ତେବେ ଚଳିତ ନିର୍ବାଚନରେ ଓଡ଼ିଶାରୁ ଲଢ଼ି ଦେଖାନ୍ତୁ । ବାରମ୍ବାର ଓଡ଼ିଶାରେ ପରିବର୍ତ୍ତନର ହାୱା ବହୁଥିବା କଥା କହି ଲୋକଙ୍କୁ ବିଭ୍ରାନ୍ତ ନକରି  ଧର୍ମେନ୍ଦ୍ର ବାବୁ ନିର୍ବାଚନ ଲଢ଼ନ୍ତୁ ।…

ମୋଦିଙ୍କ ଫୋକସରେ ପଶ୍ଚିମ ଓଡ଼ିଶା ! ଆସନ୍ତା ୬ରେ ପୁଣି ଓଡ଼ିଶା ଆସିବେ ମୋଦି,ସୁନ୍ଦରଗଡ଼ର ଏକ ସାଧାରଣ ସଭାରେ ଦେବେ ଯୋଗ

କନକ ବ୍ୟୁରୋ : ମୋଦିଙ୍କ ଫୋକସରେ ପଶ୍ଚିମ ଓଡ଼ିଶା । ଆସନ୍ତା ୬ରେ ପୁଣି ଥରେ ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆଗାମୀ ଲୋକସଭା ନିର୍ବାଚନ ପାଇଁ ଦିନ କେଇଟା ବାକି । ଏପରିସ୍ଥଳେ ଜାତୀୟଦଳ ଗୁଡ଼ିକ ଘନ ଘନ ଓଡ଼ିଶା ଗସ୍ତ କରୁଛନ୍ତି । ୧୨୦ ମିଶନକୁ ସାକାର କରିବା ପାଇଁ ମୋଦି…