Monthly Archives

March 2019

ପୁଣି ଫେରିଲା ବାର୍ଡ ଫ୍ଲୁ ଆତଙ୍କ ! ଏହାର ପ୍ରକୋପ ଏବଂ ସଂକ୍ରମଣରୁ କିଭଳି ନିଜକୁ ଏବଂ ପରିବାରକୁ ବଚାଂଇବେ ଜାଣନ୍ତୁ ।

ପ୍ରତିବର୍ଷ ବାର୍ଡ ଫ୍ଲୁ ଭାଇରସ୍ ବିଷୟରେ ଶୁଣିଥିବେ, ଯେଉଁଥିରେ କୁକୁଡାଙ୍କ ମୃତ୍ୟୁ ଅଧିକ ହୁଏ । ଏହି ଫ୍ଲୁ ଅନ୍ୟ ପକ୍ଷୀଙ୍କୁ ମଧ୍ୟ ବ୍ୟାପେ । ଏହି ସଂକ୍ରମଣ ମଣିଷଙ୍କ ପାଇଁ କ୍ଷତିକାରକ ହୋଇପାରେ । ଏହି ସଂକ୍ରମଣ ଆରମ୍ଭରେ ପକ୍ଷୀଙ୍କ ମଳରୁ ବ୍ୟାପେ । ମଣିଷଙ୍କ ଠାରେ ଏହି ଭାଇରସ୍…

ପୁରୀରେ ଚଳିବନି ଧର୍ମ ରାଜନୀତି । ବିଜେପିର ଏଜେଣ୍ଡା ଉପରେ ପ୍ରଶ୍ନ ଉଠାଇଲେ ମହେଶ୍ୱର ? କହିଲେ, ସମ୍ବିତ ପାତ୍ରଙ୍କ…

କନକ ବ୍ୟୁରୋ: ହାତରେ ଜଗନ୍ନାଥ ବିଗ୍ରହଙ୍କୁ ଧରି ପୁରୀ ବିଜେପି ଲୋକସଭା ପ୍ରାର୍ଥୀ ସମ୍ବିତ ପାତ୍ର ନିର୍ବାଚନୀ ପ୍ରଚାର କରିବା ପ୍ରସଙ୍ଗ ନେଇ ତେଜିଲା ବିବାଦ । ଏନେଇ ପୁରୀ ବିଧାନସଭା ବିଜେଡି ପ୍ରାର୍ଥୀ ମହେଶ୍ୱର ମହାନ୍ତି କହିଛନ୍ତି ଯେ, ଯେଉଁମାନେ ଧର୍ମୀୟ ରାଜନୀତି କରିବାକୁ ଷଡ଼ଯନ୍ତ୍ର…

ପଳାତକ ବିଜୟ ମାଲ୍ୟାର ଟ୍ୱିଟ୍ ! ଭାରତରେ ମୁଁ ଏବେ ଜଣେ ପୋଷ୍ଟର ବଏ ।

ଭାରତୀୟ ବ୍ୟାଙ୍କଗୁଡ଼ିକଠାରୁ କୋଟି କୋଟି ଟଙ୍କା ଋଣ ନେଇ ପଳାତକ ଘୋଷିତ ହୋଇଥିବା ବିଜୟ ମାଲ୍ୟା ଆଜି ସକାଳେ ଏକ ଟ୍ୱିଟ୍ କରିଛନ୍ତି । ସେଥିରେ ସେ ଦର୍ଶାଇଛନ୍ତି ଯେ ଭାରତରେ ଏବେ ସେ ଜଣେ ପୋଷ୍ଟର ବୟ । ଏହା ପ୍ରମାଣିତ ବି ହୋଇଛି । ଏହି ପ୍ରସଙ୍ଗରେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ କଥା…

କଟକରେ ବାର୍ଡ ଫ୍ଲୁ : ଚିକେନ କାଉଂଟରରେ ଲାଗିଲା ନୋଟିସ୍ । ୩ମାସ ପର୍ଯ୍ୟନ୍ତ କୁକୁଡା ବିକ୍ରି ଓ କୁକୁଡା ଜାତ ଦ୍ରବ୍ୟ…

କନକ ବ୍ୟୁରୋ : କଟକରେ ବାର୍ଡ ଫ୍ଲୁ ଆତଙ୍କ । ସହରରେ ଥିବା ବିଭିନ୍ନ ଚିକେନ ସେଂଟରେ ନୋଟିସ ଲଗାଇଛି ଫୁଡ ସେଫ୍ଟି କର୍ମଚାରୀ । ୩ମାସ ପର୍ଯ୍ୟନ୍ତ ସହରରେ କୁକୁଡା ଓ କୁକୁଡା ଜାତ ଦ୍ରବ୍ୟ ବିକ୍ରି ଉପରେ ନିଷେଧାଦେଷ ଜାରି କରାଯାଇଛି । କଟକ ଖପୁରିଆସ୍ଥିିତ ବତକ ପ୍ରଜନନ କେନ୍ଦ୍ରରେ ବାର୍ଡ…

ନିର୍ବାଚନୀ ଋତୁରେ ଆରୋପ ପ୍ରତ୍ୟାରୋପର ପର୍ବ ଜୋର ! ୫ ବର୍ଷରେ ମୋଦି ସରକାର କୌଣସି ପ୍ରତିଶ୍ରୁତି ପାଳନ କରିପାରିଲେନି…

କନକ ବ୍ୟୁରୋ : ସାରା ଦେଶରେ ଏବେ ନିର୍ବାଚନୀ ମଳୟ ବହୁଛି । ନିର୍ବାଚନ ଯେତିକି ପାଖେଇ ଆସୁଛି, ରାଜନୈତିକ ପାଣିପାଗ ସରଗରମ ହେବାରେ ଲାଗିଛି । କଳେବଳେ କୌଶଳେ ସବୁ ରାଜନୈତିକ ଦଳ ରଣନୀତି ପ୍ରସ୍ତୁତ କରିଛନ୍ତି ଭୋଟରଙ୍କୁ ପ୍ରଭାବିତ କରିବା ପାଇଁ ରଣନୀତି ଓ ସବୁ ରାଜନୈତିକ ଦଳ ଏବେ ସଭା ସମିତି…

ରାଜ୍ୟରେ ଘଡଘଡି ସହ କାଳବୈଶାଖୀ ସମ୍ଭାବନା : ୩ଟି ଜିଲ୍ଲାକୁ ପାଣିପାଗ ବିଭାଗର ସତର୍କ ସୂଚନା

କନକ ବ୍ୟୁରୋ : ରାଜ୍ୟରେ ଘଡଘଡି ସହ କାଳବୈଶାଖୀ ସମ୍ଭାବନା ଅଛି । ୩ଟି ଜିଲ୍ଲାକୁ ପାଣିପାଗ ବିଭାଗ ସତର୍କ ସୂଚନା ଦେଇଛି । ସୁନ୍ଦରଗଡ, ମୟୁରଭଂଜ ଓ ବାଲେଶ୍ୱରରେ ବର୍ଷା ସମ୍ଭାବନା ରହିଛି । ଅପରାହ୍ନ ସାଢ଼େ ୪ଟା ସୁଦ୍ଧା ସତର୍କ ରହିବାକୁ ପରାମର୍ଶ ଦେଇଛି ରାଜ୍ୟ ପାଣିପାଗ ବିଭାଗ । …