Monthly Archives

March 2019

ଶେଷ ହେଲା ବିଧାନସଭା ସଚିବଙ୍କ କାର୍ଯ୍ୟକାଳ । ଅବସର ନେଲେ ଅମିୟ ଷଡ଼ଙ୍ଗୀ ।

କନକ ବ୍ୟୁରୋ: ଆଜି ଶେଷ ହେଲା ବିଧାନସଭା ସଚିବଙ୍କ କାର୍ଯ୍ୟକାଳ । ବିଧାନସଭା ସଚିବ ପଦରୁ ଅବସର ନେଲେ ଅମିୟ କୁମାର ଷଡ଼ଙ୍ଗୀ । ଯୁଗ୍ମ ସଚିବ ଶିଶିରକାନ୍ତ ସ୍ୱାଇଁଙ୍କୁ କାମଚଳା ବିଧାନସଭା ସଚିବ ଭାବେ ନିଯୁକ୍ତି ଦିଆଯାଇଛି । ସେପଟେ ପୂର୍ବରୁ ଅମିୟଙ୍କ କାର୍ଯ୍ୟକାଳ ୪ଥର ବୃଦ୍ଧି କରାଯାଇଥିଲା ।…

ଓଡିଆ ଭାଷାରେ ଟ୍ରେନ୍ ଟିକେଟ୍ ! ଆସନ୍ତାକାଲିଠୁ ନୁହେଁ ନିର୍ବାଚନ ପରେ ହେବ ଉପଲବ୍ଧ । 

ଆସନ୍ତାକାଲି ଉତ୍କଳ ଦିବସ । ଆଉ ଏହି ଦିନରୁ ଅର୍ଥାତ ଏପ୍ରିଲ ପହିଲାରୁ ଓଡିଆ ଭାଷାରେ ଟ୍ରେନ୍ ଟିକେଟ୍ ଉପଲବ୍ଧ ହେବ ବୋଲି ରେଳବାଇ ପୂର୍ବରୁ ଘୋଷଣା କରିଥିଲା । କିନ୍ତୁ ଏବେ ନିର୍ବାଚନ ଆଚରଣବିଧି ଲାଗୁ ହୋଇଥିବାରୁ ଏହାକୁ ସ୍ଥଗିତ ରଖାଯାଇଛି । ନିର୍ବାଚନ ଶେଷ ହେବା ପରେ ଏହା ଆରମ୍ଭ ହେବ ବୋଲି…

ସୁଧୁରୁନି ପାକିସ୍ତାନ ! ସୀମାରେ ପୁଣି କଲା ଅସ୍ତ୍ରବିରତି ଉଲ୍ଲଂଘନ, ଜଣେ ଭାରତୀୟ ନାଗରିକ ଗୁରୁତର । 

ଭାରତର କଡା ଚେତାବନୀ ସତ୍ତେ୍ୱ ସୁଧୁରିବାର ନାଁ ଧରୁନି ପାକିସ୍ତାନ । ଭାରତ ଓ ପାକିସ୍ତାନ ଭିତରେ ଶନିବାର ପ୍ରବଳ ମାତ୍ରାରେ ଗୁଳିଚାଳନା ହୋଇଛି । ଶନିବାର ସଂଧ୍ୟାରେ ନିୟନ୍ତ୍ରଣ ରେଖାଠାରେ ପାକିସ୍ତାନୀ ସେନା ଜାମ୍ମୁକାଶ୍ମୀର ପୁଞ୍ଚ୍ ଜିଲ୍ଲାରେ ଗୁଳି ମାଡ଼ କରଥିଲେ । ପାକ୍ ପକ୍ଷରୁ ହୋଇଥିବା…

ହାଇଦ୍ରାବାଦରେ ଛକା ଚୌକାର ବର୍ଷା ! ବେୟାରଷ୍ଟ୍ରୋ-ୱାର୍ନରଙ୍କ ଦମଦାର ଶତକ, ବାଙ୍ଗାଲୋରକୁ ୨୩୨ ରନର ଟାର୍ଗେଟ ଦେଲା ସନ…

ରାଜୀବ ଗାନ୍ଧୀ ଅନ୍ତର୍ଜାତୀୟ ଷ୍ଟାଡିୟମରେ ରବିବାର ଦର୍ଶକଙ୍କୁ ଚୌକା ଓ ଛକା ବର୍ଷା ଦେଖିବାର ସୁଯୋଗ ମିଳିଛି । ସନରାଇଜର୍ସ ହାଇଦ୍ରାବାଦର ଓପନର ଜନି ବେୟାରଷ୍ଟେ (୧୧୪ ରନ୍, ୫୬ ବଲ୍, ୧୨ ଚୌକା ଓ ୭ ଛକା) ଓ ଡାଭିଡ ଓ୍ଵାର୍ଣ୍ଣର (ଅପରାଜିତ ୧୦୦ ରନ୍, ୫୫ ବଲ, ୫ ଚୌକା ଓ ୫ ଛକା) ବଳରେ ୨୩୧…

ଉଜ୍ଜ୍ୱଳା ଯୋଜନାର ପୋଲ୍ ଖୋଲିଦେଲେ ସମ୍ବିତ ପାତ୍ର । ସୋସିଆଲ ମିଡ଼ିଆରେ ଭିଡ଼ିଓ ପୋଷ୍ଟ କରି ଫସିଗଲେ, ଲୋକେ ପଚାରିଲେ ଏବେ…

କନକ ବ୍ୟୁରୋ: ପୁରୀ ଲୋକସଭା ପାଇଁ ଟିକେଟ୍ ପାଇବା ପରଠାରୁ ସୋସିଆଲ ମିଡିଆ ନାମକ ଭୁତ ଯେମିତି ସମ୍ବିତ ପାତ୍ରଙ୍କ ପିଛା ଛାଡୁନି କହିଲେ ଅତ୍ୟୁକ୍ତି ହେବନି । କାରଣ ସମ୍ବିତ କେତେବେଳେ ଜଗନ୍ନାଥଙ୍କୁ ହାତରେ ଧରି ନିର୍ବାଚନୀ ପ୍ରଚାର ତ ଆଉ କେତେବେଳେ ପୁରୀରେ କେବଳ ‘ଶଙ୍ଖ’ ଫୁଟୁ ବୋଲି ଦେଇଥିବା…

ରାଜ୍ୟ କଂଗ୍ରେସ ଭବନରେ ଟିକଟ ତାତି ! ଫାଟକରେ ତାଲା ପକାଇ ଧାରଣାରେ ବସିଲେ ମହିଳା, କହିଲେ ଟିକଟ ନମିଳିଲେ ବର୍ଜନ କରିବେ…

କନକ ବ୍ୟୁରୋ : ରାଜ୍ୟ କଂଗ୍ରେସ ଭବନରେ ଦେଖିବାକୁ ମିଳିଛି ଟିକଟ ତାତି । ଆଜି ରାଜ୍ୟ କଂଗ୍ରେସର କିଛି ମହିଳା କର୍ମୀ ରାଜ୍ୟ କଂଗ୍ରେସ ଭବନ ଆସି ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି । ମହିଳାମାନେ ଖାସ୍ କରି ଟିକଟ ଦାବି କରିଛନ୍ତି । ମହିଳାଙ୍କୁ ଟିକଟ ଦେବାକୁ ଦାବି କରି ଫାଟକରେ ତାଲା ପକାଇ…