Daily Archives

March 25, 2019

ନରେନ୍ଦ୍ର ମୋଦିଙ୍କୁ ଜମ୍ମୁ କୃଷକଙ୍କ ଉପହାର ! ପ୍ରଧାନମନ୍ତ୍ରୀଙ୍କ ରାଲି ପାଇଁ ସମୟ ପୂର୍ବରୁ କାଟିଲେ ଅଧା ପାଚିଲା ଗହମ…

କନକ ବ୍ୟୁରୋ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆମ ପାଇଁ ମସିହା । ମୋଦି ଆମ ପାଇଁ ଭଗବାନ ସଦୃଶ । ଏପରି କହିଛନ୍ତି ଜମ୍ମୁର କୃଷକମାନେ । ପ୍ରଧାନମନ୍ତ୍ରୀଙ୍କ ରାଲି ପାଇଁ ଜମ୍ମୁର କୃଷକମାନେ ସମ୍ପୂର୍ଣ୍ଣ ପାଚି ନଥିବା ଗହମ କାଟିଦେଇଛନ୍ତ । ମୋଦିଙ୍କ ପାଇଁ ସୁନାର ଖେତକୁ ତ୍ୟାଗ କରିଛନ୍ତି…

ବଦଳିଲା ମୟୂରଭଞ୍ଜ ରାଜନୀତି ! ପଦ୍ମ ଛାଡି ଶଙ୍ଖ ଧରିଲେ ବିଜେପି ଟାଣୁଆ ନେତା ରାଜକିଶୋର ଦାସ ।

କନକ ବ୍ୟୁରୋ : ବିଜେଡିରେ ମିଶିଲେ ବିଜେପିର ହେଭିୱେଟ୍ ନେତା । ଶଙ୍ଖ ଧରିଲେ ରାଜ୍ୟ ବିଜେପିର ପୂର୍ବତନ ଉପସଭାପତି ରାଜକିଶୋର ଦାସ । ଆଜି ସନ୍ଧ୍ୟାରେ ବିଜେଡି କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଥିବା ମିଶ୍ରଣପର୍ବରେ ସେ ବିଧିବଦ୍ଧ ଭାବେ ବିଜେଡିରେ ସାମିଲ ହୋଇଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ନବୀନ…

ପାଟ୍ଟଶାଣୀଙ୍କୁ ପସନ୍ଦ ନୁହେଁ ନୂଆ ମୁହଁ । ବାବାଙ୍କ ଭବିଷ୍ୟବାଣୀ, ନୂଆ ମୁହଁକୁ ସୁଯୋଗ ମିଳିଲେ ପ୍ରଚାର ଆରମ୍ଭ କରିବା…

କନକ ବ୍ୟୁରୋ : ପ୍ରଥମ ୨ଟି ପର୍ଯ୍ୟାୟ ପରେ ଏବେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ କସରତ ଆରମ୍ଭ କରିଛି ବିଜେଡି । ତୃତୀୟ ପର୍ଯ୍ୟାୟରେ ହେବାକୁ ଥିବା ୬ ଲୋକସଭା ଓ ୪୨ ବିଧାନସଭାରେ କାହାକୁ ପ୍ରାର୍ଥୀ କରାଯିବ ସେନେଇ ନବୀନ ନିବାସରେ ଅଙ୍କକଷା ଚାଲିଛି । ତୃତୀୟ ପର୍ଯ୍ୟାୟରେ ଉପକୂଳ ଓଡିଶାର…

ବିଜେପି କାର୍ଯ୍ୟପଦ୍ଧତିକୁ ନେଇ ଆଡଭାନୀ ଖପ୍ପା ! ପ୍ରାର୍ଥୀ ଚୟନ ନେଇ ତାଙ୍କ ସହ ହୋଇନି ଆଲୋଚନା, ତାଙ୍କ ବଦଳରେ…

କନକ ବ୍ୟୁରୋ : ବିଜେପିର କାର୍ଯ୍ୟପଦ୍ଧତିକୁ ନେଇ କ୍ଷୁବ୍ଧ, ବରିଷ୍ଠ ବିଜେପି ନେତା ଲାଲକୃଷ୍ଣ ଆଡଭାନୀ । ଜାତୀୟ ଗଣମାଧ୍ୟମରେ ପ୍ରକାଶ ପାଇଥିବା ରିପୋର୍ଟ ଅନୁସାରେ ଆଡଭାନୀଙ୍କୁ ଟିକେଟ ଦିଆନଯିବା ପ୍ରସଙ୍ଗରେ ତାଙ୍କ ସହ କୌଣସି ବରିଷ୍ଠ ନେତା ଆଲୋଚନା କରିନଥିବାରୁ ଏହାକୁ ନେଇ କ୍ଷୋଭ ହୋଇଛନ୍ତି…

ତିନି ଦିନ ଧରି ରାଜ୍ୟରେ କାଳବୈଶାଖୀ ବର୍ଷା ସମ୍ଭାବନା : ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସୂଚନା

କନକ ବ୍ୟୁରୋ : ଆସନ୍ତା ତିନିଦିନ ଧରି କାଳବୈଶାଖୀ ବର୍ଷାର ସମ୍ଭାବନା ଥିବାନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ପ୍ରକାଶ । ଆସନ୍ତାକାଲି ମାଲକାନଗିରି ଓ କୋରାପୁଟର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ କାଳବୈଶାଖୀ ସମ୍ଭାବନା ରହିଛି । ସେହିପରି ୨୭ ତାରିଖରେ ସୁନ୍ଦରଗଡ଼, ଝାରସୁଗୁଡା,…

ବିଷ୍ଣୁଙ୍କୁ ରାଜଶ୍ରୀଙ୍କ ଆହ୍ୱାନ । ନିଜ ନିର୍ବାଚନୀ କ୍ଷେତ୍ରରେ ଚିରଞ୍ଜିବୀଙ୍କୁ ହରାଇ ପରାକାଷ୍ଠା ଦେଖାନ୍ତୁ ବିଷ୍ଣୁ…

କନକ ବ୍ୟୁରୋ: ଉପକୂଳ ନିର୍ବାଚନ କ୍ଷେତ୍ରରେ ବିଜେଡିର ଦୁଇ ଚର୍ଚ୍ଚିତ ନାଁ ତିର୍ତ୍ତୋଲ ବିଧାୟିକା ରାଜଶ୍ରୀ ମଲ୍ଲିକ ଓ ବରିଷ୍ଠ ବିଜେଡି ନେତା ବିଷ୍ଣୁ ଦାସ । ବିଭିନ୍ନ ସମୟରେ ଦୁହେଁ ଦୁହିଁଙ୍କ ମଧ୍ୟରେ କଥା କଟାକଟିକୁ ନେଇ ରାଜ୍ୟ ରାଜନୀତିକୁ ଖୋରାକ ଯୋଗାଇଥାନ୍ତି । ଏବେ ଟିକେଟ୍ ପାଇଁ…