Daily Archives

March 25, 2019

୯୬ ଆସନ ଜିତିବ କଂଗ୍ରେସ ! ସୁର ଦେଖାଇଲେ ଦମ୍ଭୋକ୍ତି ।

କନକ ବ୍ୟୁରୋ : ନିର୍ବାଚନ ଯେତିକି ପାଖଉଛି, ଉତ୍କଣ୍ଠା ସେତିକି ବଢିବାରେ ଲାଗିଛି । ଉଭୟ କେନ୍ଦ୍ର ଏବଂ ରାଜ୍ୟରେ କିଏ ଶାସନ ଗାଦିରେ ବସିବ, ତାକୁ ନେଇ ଆରମ୍ଭ ହୋଇଯାଇଛି ଚର୍ଚ୍ଚା ଓ ଆଲୋଚନା । ଆଉ ଏହାରି ଭିତରେ ସାମ୍ନାକୁ ଆସୁଛି ନେତାଙ୍କ ବୟାନବାଜି । ନିର୍ବାଚନରେ ବିଜୟ ନେଇ ଦମ୍ଭୋକ୍ତି…

ଲୋକସଭା ନିର୍ବାଚନ ପୂର୍ବରୁ ରାହୁଲ ଗାନ୍ଧୀଙ୍କ ବଡ଼ ଘୋଷଣା ! ସର୍ବନିମ୍ନ ଆୟ ଯୋଜନା ପ୍ରତିଶ୍ରୁତି, ସତ୍ତାକୁ ଆସିଲେ…

କନକ ବ୍ୟୁରୋ : ଆରମ୍ଭ ହୋଇଯାଇଛି ନିର୍ବାଚନୀ ଯୁଦ୍ଧ । ୨୦୧୯ରେ ଦିଲ୍ଲୀ ଗାଦି ଅକ୍ତିଆର କରିବା ପାଇଁ ଆରମ୍ଭ ହୋଇଯାଇଛି ମହାସମର । ସମସ୍ତ ପ୍ରମୁଖ ରାଜନୈତିକ ଦଳ ଗୁଡ଼ିକ ନିର୍ବାଚନୀ ମଇଦାନକୁ ଓଲହାଇବା ପାଇଁ ସିପାହୀ ପ୍ରସ୍ତୁତ କରିସାରିଛନ୍ତି । ଲୋକଙ୍କ ନିକଟତର ହେବାପାଇଁ ଏବେ ପ୍ରତିଶ୍ରୁତିର…

କଂଗ୍ରେସର ୪୦ ଜଣିଆ ଷ୍ଟାର ପ୍ରଚାରକ ତାଲିକା ଘୋଷଣା । ଓଡିଶାରେ ପ୍ରଚାର କରିବେ ପ୍ରିୟଙ୍କା ଓ ସିଦ୍ଧୁ । ଯୁବବର୍ଗଙ୍କ…

କନକ ବ୍ୟୁରୋ : ଓଡିଶା ପାଇଁ କଂଗ୍ରେସ ଘୋଷଣା କଲା ୪୦ ଜଣିଆ ଷ୍ଟାର ପ୍ରଚାରକ ତାଲିକା । ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ନାମାଙ୍କନ ପତ୍ର ଦାଖଲର ଆଜି ଶେଷ ତାରିଖ ହୋଇଥିବା ବେଳେ ଆସନ୍ତାକାଲି ଠାରୁ ପ୍ରଚାର ମୈଦାନରେ ପ୍ରାର୍ଥୀଙ୍କୁ ଦେଖିବାକୁ ମିଳିବ । ଆଉ ଏସବୁ ଭିତରେ ଆଜି କଂଗ୍ରେସ ନିଜର…

ବିଜେପିରେ ନବୀନ ଅସନ୍ତୁଷ୍ଟଙ୍କ ମହାମେଳି । ‘ପଦ୍ମ’ ସାହାରାରେ ‘ଶଙ୍ଖ’ ଗଡ଼ ଭେଦିବାକୁ ରଣନୀତି, ଏକାକୀ ଛିଡ଼ା ହୋଇଛନ୍ତି…

କନକ ବ୍ୟୁରୋ: ଆଗାମୀ ନିର୍ବାଚନରେ ଶାସକ ବିଜେଡିକୁ ମାତ୍ ଦେବାକୁ ଶକ୍ତି ଗୋଟାଉଛନ୍ତି ବିରୋଧୀ । ବିଶେଷ କରି ଶାସକ ବିଜେଡିର ପ୍ରମୁଖ ବିରୋଧୀ ଭାବେ ଉଭା ହୋଇଥିବା ବିଜେପି ଦଳରେ ଏବେ ନବୀନଙ୍କ ବିରୋଧୀମାନେ ମେଳି କରିଛନ୍ତି । ଆଉ ଜଣକ ପରେ ଜଣେ ‘ଶଙ୍ଖ’ ନାଦକୁ ବନ୍ଦ କରିବାକୁ ‘ପଦ୍ମ’ର…

‘ନୟନ ମହାନ୍ତି ହଟାଅ ବିଜେପି ବଂଚାଅ’ ! ଚୌଦ୍ୱାର-କଟକରେ ଆଶାୟୀ ପ୍ରାର୍ଥୀ ପ୍ରମୋଦ ସାହୁଙ୍କୁ ଟିକେଟ ଦିଆଯାଉ ବୋଲି…

କନକ ବ୍ୟୁରୋ : ବିଜେପି ପ୍ରାର୍ଥୀ ତାଲିକା ଘୋଷଣା କରିବା ପରେ ରାଜ୍ୟ ବିଜେପିରେ ବିଦ୍ରୋହ । ଟିକେଟ ପାଇନଥିବା ପ୍ରାର୍ଥୀ ହଟ୍ଟଗୋଳ ଆରମ୍ଭ କରିଦେଇଛନ୍ତି । ଚୌଦ୍ୱାର-କଟକ ଆସନରୁ ପୁଣି ଥରେ ନିର୍ବାଚନ ଲଢ଼ିବେ ବିଜେପି ପ୍ରାର୍ଥୀ ନୟନ କିଶୋର ମହାନ୍ତି । ତେବେ ନୟନଙ୍କୁ ପ୍ରାର୍ଥୀ ଘୋଷଣା କରିବା…

ବିଜେପୁର ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ନାମାଙ୍କନ ଭରିଲେ ମୁଖ୍ୟମନ୍ତ୍ରୀ ! ପଦ୍ମପୁର ଉପଜିଲ୍ଲାପାଳଙ୍କ…

କନକ ବ୍ୟୁରୋ : ବିଜେପୁର ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ନାମାଙ୍କନ ଭରିଲେ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ପଦ୍ମପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଯାଇ ନାମାଙ୍କନ ପତ୍ର ଦାଖଲ କଲେ ପଟ୍ଟନାୟକ । ନାମାଙ୍କନ ପତ୍ର ଦାଖଲ ସମୟରେ ମୁଖ୍ୟମନ୍ତ୍ରୀଙ୍କ ସହ ବହୁ…