Daily Archives

March 14, 2019

ଦ୍ୱନ୍ଦ ବଢ଼ାଉଛି ବାରିପଦା ! ଛିଣ୍ଡୁନି ବିଜେଡି ଅଙ୍କ, ଥଳକୂଳ ପାଉନି ବିଜେପି, କଂଗ୍ରେସ-ଜେଏମଏମ ମେଣ୍ଟ ହେଲେ ବଦଳିଯିବ…

କନକ ବ୍ୟୁରୋ: କାହା ସପକ୍ଷରେ ଯିବ ବାରିପଦା ବିଧାନସଭା କ୍ଷେତ୍ରର ଗଣିତ । ସାଧାରଣ ନିର୍ବାଚନ ନେଇ ତାରିଖ ଘୋଷଣା ପରେ ରାଜ୍ୟ ରାଜନୀତି ସରଗରମ । ଜିଲ୍ଲାର ସଦରମହକୁମାରେ ଅବସ୍ଥିତ ବାରିପଦା ସଂରକ୍ଷିତ ନିର୍ବାଚନମଣ୍ଡଳୀ ରାଜନୈତିକ ଦୃଷ୍ଟିକୋଣରୁ ବେଶ୍ ଗୁରୁତ୍ବ ବହନ କରୁଛି । ଏଠିକାର ଫଳାଫଳ…

ରାଜ୍ୟର ୧୧ ଜିଲ୍ଲାରେ କାଳବୈଶାଖୀ ବର୍ଷା ସହ କୁଆପଥର ମାଡ଼ ସମ୍ଭାବନା ! ସତର୍କ କଲା ଆଞ୍ଚଳିକ ପାଣିପାଗ ବିଭାଗ

କନକ ବ୍ୟୁରୋ : ଆଜିଠାରୁ ଆଗାମୀ ତିନି ଦିନ ଧରି ରାଜ୍ୟର ଅନେକ ଜିଲ୍ଲାରେ କାଳବୈଶାଖୀ ସହ କୁଆପଥର ବର୍ଷା ହୋଇପାରେ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ଗୁରୁବାର ପୂର୍ବାନୁମାନ କରାଯାଇଛି । ଆଜି ଅନୁଗୁଳ, ସମ୍ବଲପୁର, ଦେଓଗଡ଼, ଢ଼େଙ୍କାନାଳ, ଗଞ୍ଜାମ, କେନ୍ଦୁଝର, ସୁନ୍ଦରଗଡ଼,…

ଏନସିପି ଜାରି କଲା ପ୍ରାର୍ଥୀ ତାଲିକା ! ପୁଣି ଥରେ ବାରାମତୀ ଲୋକସଭା ଆସନରୁ ଲଢ଼ିବେ ଶରଦ ପାୱାରଙ୍କ ଝିଅ ସୁପ୍ରିୟା

କନକ ବ୍ୟୁରୋ : ନିର୍ବାଚନ ତାରିଖ ଘୋଷଣା ହୋଇସାରିଛି । ଟିକେଟ ନେଇ ପ୍ରମୁଖ ରାଜନୈତିକ ଦଳ ଗୁଡ଼ିକ ଏବେ କସରତ୍ ଜାରି ରଖିଛନ୍ତି । କାହାକୁ ମିଳିବ ଲୋକସଭା ଟିକେଟ । ଏବେ ସବୁଦଳ ତରଫରୁ ତୁହାକୁ ତୁହା ବୈଠକ ବସୁଛି । ଆଉ ଦିନେ ଦୁଇ ଦିନ ଭିତରେ ପ୍ରାୟ ସମସ୍ତ ଦଳ ନିଜର ପ୍ରାର୍ଥୀ ତାଲିକା ଜାରି…

ପ୍ରେମକୁ ଅଟକାଇ ପାରିଲାନି ଜେଲ : ସ୍ୱଧାର ଗୃହରେ ବିବାହ ବନ୍ଧନରେ ବାନ୍ଧି ହେଲେ ପ୍ରେମୀ ଯୁଗଳ

କନକ ବ୍ୟୁରୋ : ପ୍ରେମକୁ ନେଇ ଅନେକ କାହାଣୀ, ଅନେକ କବିତା । କିନ୍ତୁ ଆଜି ଆମେ ଏମିତି ଏକ ପ୍ରେମ କାହାଣୀ ଆପଣଙ୍କ ସାମ୍ନାରେ ରଖିବୁ ଯାହା ଜାଣିଲେ ଆପଣ ବି କହିବେ, ପ୍ରେମ ଅସମ୍ଭବକୁ ସମ୍ଭବ କରାଇବାରେ ସକ୍ଷମ । ଯେମିତି ବଲାଙ୍ଗୀର ସ୍ୱଧାର ଗୃହରେ ହୋଇଥିବା ପ୍ରେମ ବିବାହ । ଜେଲ ଅଟକାଇ…

ନବୀନ ନିବାସରେ ବାବା ! ଟିକେଟ ପାଇଁ ନୁହେଁ ବରଂ ୨୦୧୯ ପାଇଁ ବିଜେଡି ସୁପ୍ରିମୋଙ୍କୁ ଦେଲେ ଆଶୀର୍ବାଦ

କନକ ବ୍ୟୁରୋ : ନେତା ନୁହେଁ ନବୀନ ନିବାସରେ ବାବା । ଟିକେଟ ପାଇଁ ନୁହେଁ ବରଂ ବିଜୟ ପାଇଁ ଦେଇଛନ୍ତି ଆଶୀର୍ବାଦ। ଗତ କିଛି ଦିନ ଧରି ନବୀନ ନିବାସରେ ନେତାଙ୍କ ଭିଡ ଦେଖିବାକୁ ମିଳୁଥିଲା । କିନ୍ତୁ ଏହି ଭିଡ ଭିତରେ ଆଜି ବାରି ହୋଇପଡିଥିଲେ ଗେରୁଆ ବସ୍ତ୍ରଧାରୀ ବାବା । ଆଜି ନବୀନ ନିବାସରେ…

ଯାଜପୁରରେ ନିର୍ବାଚନକୁ ନେଇ ଜୋରଦାର ପ୍ରସ୍ତୁତି : ଏପ୍ରିଲ ୨୯ରେ ୧ହଜାର ୬୧୯ଟି ମତଦାନ କେନ୍ଦ୍ରରେ ମତ ସାବ୍ୟସ୍ତ କରିବେ…

କନକ ବ୍ୟୁରୋ : ସାଧାରଣ ନିର୍ବାଚନକୁ ଅବାଧ ଓ ନିରପେକ୍ଷ କରିବା ପାଇଁ ନିର୍ବାଚନ କମିଶନ ପକ୍ଷରୁ ଜିଲ୍ଲା ପ୍ରଶାସନକୁ ଦିଆଯାଇଛି କଡା ତାଗିଦ । ଏଥିପାଇଁ ପ୍ରସ୍ତୁତି କରୁଛି ଯାଜପୁର ଜିଲ୍ଲା ପ୍ରଶାସନ । ଏପ୍ରିଲ ୨୯ ତାରିଖରେ ୭ଟି ବିଧାନସଭା ଓ ଗୋଟିଏ ଲୋକସଭା ଆସନ ପାଇଁ ଭୋଟ ପଡିବ । ଏଥିପାଇଁ…