Daily Archives

March 14, 2019

ତାତି ବଢାଉଛି ଭଦ୍ରକ ରାଜନୀତି । ହ୍ୟାଟ୍ରିକ୍ ମାରିବାକୁ ବିଜେଡି କଲବଲ, କାହା ମୁଣ୍ଡରେ ଶିରିପା ପାଇଁ ବାଛିବେ…

କନକ ବ୍ୟୁରୋ: ସାଧାରଣ ନିର୍ବାଚନ ନେଇ ତାରିଖ ଘୋଷଣା ପରେ ରାଜ୍ୟ ରାଜନୀତି ସରଗରମ । ଏପ୍ରିଲ ୨୯ ତାରିଖରେ ହେବାକୁଥିବା ଚତୁର୍ଥ ପର୍ଯ୍ୟାୟ ଲୋକସଭା ନିର୍ବାଚନରେ ଓଡ଼ିଶାର ୬ଟି ଲୋକସଭା ଓ ଏହା ଅଧିନରେ ଥିବା ୪୨ଟି ବିଧାନସଭା କ୍ଷେତ୍ରରେ ହେବ ମତଦାନ । ସେଥି ମଧ୍ୟରେ ରହିଛି ଭଦ୍ରକ ଜିଲ୍ଲା…

ଗେରୁଆ ଶିବିରର ସିପାହୀ ସାଜିବେ ଦାମ? ଦିଲ୍ଲୀ ଗସ୍ତକୁ ନେଇ ବଢିଲା ଚର୍ଚ୍ଚା ।

କନକ ବ୍ୟୁରୋ : ଦିଲ୍ଲୀ ଯିବେ ଦାମ ରାଉତ । ଗତକାଲି ଶେଷ ମୁହୂର୍ତ୍ତରେ ଦିଲ୍ଲୀ ଗସ୍ତ ବାତିଲ କରିବା ପରେ ଆଜି ପୁଣିଥରେ ନିଜର ରାଜନୈତିକ କ୍ୟାରିୟରକୁ ଜୀବନ୍ୟାସ ଦେବାକୁ ଦିଲ୍ଲୀ ଗସ୍ତରେ ଦାମୋଦର ରାଉତ ଯାଉଥିବା ନେଇ ବିଶ୍ୱସ୍ତ ସୁତ୍ରରୁ ସୂଚନା ମିଳିଛି । ସନ୍ଧ୍ୟାରେ ଦାମ ରାଉତ ନୂଆ ଶିବିରର…

ଅମାନିଆ ଦାମ ! ବିଜେଡି ବିରୋଧରେ ବର୍ଷିଲେ, କହିଲେ ମୋତେ ନିନ୍ଦିତ କରିଛନ୍ତି ମୁଁ ନିନ୍ଦିତ କରିବି । ।

କନକ ବ୍ୟୁରୋ : ନିର୍ବାଚନ ଯେତିକି ପାଖେଇ ଆସୁଛି, ବରିଷ୍ଠ ନେତା ଦାମୋଦର ରାଉତଙ୍କୁ ନେଇ ଚର୍ଚ୍ଚା ସେତିକି ବଢିବାରେ ଲାଗିଛି । ବିଜେଡିରୁ ବିଦା ହେବା ପରେ ଦାମଙ୍କୁ ଆଗାମୀ ନିର୍ବାଚନରେ କେଉଁ ଭୂମିକାରେ ଦେଖିବାକୁ ମିଳିବ ତାହା ଏବେ ରାଜନୈତିକ ଦୃଶ୍ୟପଟ୍ଟର ବଡ ରହସ୍ୟ ପାଲଟିଛି । ନିର୍ବାଚନ…

ସ୍ମୃତି ଇରାନୀଙ୍କ ବିରୋଧରେ ଦୁର୍ନୀତି ଅଭିଯୋଗ ! କେନ୍ଦ୍ରମନ୍ତ୍ରୀଙ୍କ ଇସ୍ତଫା ଦାବି କଲା କଂଗ୍ରେସ

କନକ ବ୍ୟୁରୋ : କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀଙ୍କ ବିରୋଧରେ ସାଂଘାତିକ ଅଭିଯୋଗ ଆଣିଛି କଂଗ୍ରେସ । ସ୍ମୃତି ଇରାନୀ ଦୁର୍ନୀତିିରେ ଲିପ୍ତ ଅଛନ୍ତି ବୋଲି ଅଭିଯୋଗ କରିଛି କଂଗ୍ରେସ । ସ୍ମୃତି ଇରାନୀ ସାଂସଦ ନିଧି ଯୋଜନାରେ ଆର୍ଥିକ ଅନିମିତତା କରିଛନ୍ତି । ସେଥିପାଇଁ ତୁରନ୍ତ ଦଳରୁ ଇସ୍ତଫା…

ଦେବଗୌଡାଙ୍କ ଉପରେ ପୁଣି ବଂଶବାଦ ରାଜନୀତିର ଅପବାଦ : ବଂଶବାଦ ରାଜନୀତିର ଅଭିଯୋଗକୁ ନେଇ କାନ୍ଦି ପକାଇଲେ ଏଚଡି…

ବଂଶବାଦ ରାଜନୀତି ହେଉଥିବାର ଅଭିଯୋଗକୁ ନେଇ ଖୁବ୍ ପ୍ରତିକ୍ରିୟାଶୀଳ ହୋଇଥିଲେ ଜେଡିଏସ୍ ସୁପ୍ରିମୋ ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ଏଚ ଡି ଦେବଗୌଡ଼ା। ସେ ଗତକାଲି ଏକ କାର୍ଯ୍ୟକ୍ରମରେ ଯୋଗଦେଇ କାନ୍ଦି ପକାଇଥିଲେ। ଏହି ସଭାରେ କେବଳ ଦେବେଗୌଡ଼ା ନୁହଁନ୍ତି, ବରଂ ତାଙ୍କ ବଡ଼ ପୁଅ ଏଚ ଡି ରେବନ୍ନା ଓ…

ନବୀନଙ୍କୁ ପ୍ରଶଂସା କରି ବିଜେଡିକୁ ବାଏ ବାଏ କଲେ ନବରଙ୍ଗପୁର ସାଂସଦ । କହିଲେ, ଶେଷଦିନରେ ଆଦର୍ଶଙ୍କୁ ଭେଟିବାକୁ…

କନକ ବ୍ୟୁରୋ : ପ୍ରଥମ ପର୍ଯ୍ୟାୟ ସାଧାରଣ ନିର୍ବାଚନ ପୂର୍ବରୁ ବିଜେଡିକୁ ଝଟକା । ପ୍ରଶଂସା କରି ଇସ୍ତଫା ଦେଲେ ନବରଙ୍ଗପୁର ବିଜେଡି ସାଂସଦ ବଳଭଦ୍ର ମାଝୀ । ବିଜେଡିକୁ ବାଏ ବାଏ କହିଥିବା ବଳଭଦ୍ର ୪ ପୃଷ୍ଠା ସମ୍ଭଳିତ ଇସ୍ତଫାପତ୍ରରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ପ୍ରଶଂସାରେ ପୋତି…