Monthly Archives

February 2019

ଆସନ୍ତାକାଲି ମୁକ୍ତ ହେବେ ଭାରତୀୟ ପାଇଲଟ୍ ! ପାକିସ୍ତାନ ସଂସଦରେ ଘୋଷଣା କଲେ ଇମ୍ରାନ୍ ଖାନ୍

କନକ ବ୍ୟୁରୋ : ଭାରତୀୟ ପାଇଲଟଙ୍କୁ ଛାଡ଼ିବା ପାଇଁ ରାଜି ହୋଇଗଲା ପାକିସ୍ତାନ୍ । ଆସନ୍ତାକାଲି ଭାରତୀୟ ପାଇଲଟ ଅଭିନନ୍ଦନ ବର୍ଦ୍ଧମାନଙ୍କୁ ମୁକ୍ତ କରିବ ପାକିସ୍ତାନ । ଏନେଇ ପାକିସ୍ତାନ ସଂସଦର ମିଳିତ ଅଧିବେଶନରେ ଘୋଷଣା କରିଛନ୍ତି ପାକ୍ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍ । ଆମେ ଶାନ୍ତି…

ସହଜ ହେବନି ସମ୍ବଲପୁର ବିଜୟ! ପୁରୁଣା ଗଡ ହାତେଇବାକୁ ବିଜେପି ଓ କଂଗ୍ରେସର ନୂଆ ଷ୍ଟ୍ରାଟେଜି, ବିଜେଡିକୁ ବ୍ୟାକଫୁଟକୁ…

କନକ ବ୍ୟୁରୋ : ସମ୍ବଲପୁର ସିଂହାସନକୁ ହାତେଇବାକୁ ଏବେ ତିନି ଦଳ ଆରମ୍ଭ କରିଛନ୍ତି କସରତ । ଏକଦା କଂଗ୍ରେସର ଗଡ଼ ଥିବା ରାଜ୍ୟର ଅନ୍ୟତମ ସମ୍ମାନଜନକ ସମ୍ବଲପୁର ବିଧାନସଭା ଆସନରେ ଏକବିଂଶ ଶତାବ୍ଦୀରୁ ନୂଆ ଯୁଗର ଆରମ୍ଭ ହୋଇଥିଲା। ୧୯୫୧ରୁ ୧୯୯୫ ମଧ୍ୟରେ ହୋଇଥିବା ୧୧ଟି ନିର୍ବାଚନରୁ ୭ଟିରେ…

ଦ୍ୱନ୍ଦ ବଢ଼ାଉଛି ଦିଗପହଣ୍ଡି ! ସୂର୍ଯ୍ୟଙ୍କୁ ସାମ୍ନା କଲାଭଳି ପ୍ରାର୍ଥୀ ପାଉନାହାନ୍ତି ବିଜେପି-କଂଗ୍ରେସ ।

କନକ ବ୍ୟୁରୋ: ଦିଗପହଣ୍ଡିରେ କାହାର ରହିବ ଦବଦବା । ଏଭଳି କିଛି ପ୍ରଶ୍ନ ଏବେ ସ୍ଥାନୀୟ ଅଞ୍ଚଳବାସୀଙ୍କ ମନରେ ଉଙ୍କି ମାରୁଛି । ବିଭନ୍ନ ଦଳର ଭିନ୍ନ ଭିନ୍ନ ରଣନୀତି ଦିଗପହଣ୍ଡି ନିର୍ବାଚନମଣ୍ଡଳୀ ରାଜନୀତିକୁ ଉଷ୍ମ କରିଛି । କାରଣ ସୀମା ନିର୍ଧାରଣ ପରେ ୨୦୦୯ରୁ ପୁନର୍ଗଠିତ ଦିଗପହଣ୍ତି…

ଶତ୍ରୁଦେଶ ହାତରେ ଧରାପଡି ମଧ୍ୟ ନିଜ ଦେଶର ଡାଟାକୁ କାହାରି ହାତ ଲଗାଇବାକୁ ଦେଇନଥିଲେ ପାଇଲେଟ୍ ଅଭିନନ୍ଦନ ! ପାକ୍ ସେନା…

ମହମ୍ମଦ ରଜ୍ଜାକ୍ ନାମକ ଜଣେ ପ୍ରତ୍ୟକ୍ଷଦର୍ଶୀଙ୍କ କହିବାନୁସାର ବୁଧବାର ସକାଳ ୯ .୩୦ ସମୟରେ ହଠାତ୍ ଆକଶମାର୍ଗରୁ ଧୂଆଁ ଏବଂ ଶବ୍ଦ ହୋଇଥିଲା ଯାହା ତାଙ୍କ ଧ୍ୟାନ କେନ୍ଦ୍ରିତ କରିଥିଲା । କିଛି ସମୟ ମଧ୍ୟରେ ମହମ୍ମନ ଜାଣିପାରିଥିଲା ଯେ ଦୁଇଟି ଏୟାରକ୍ରାଫ୍ଟ ଖୁବ୍ ଜୋରରେ ଜଳୁଛି । ଏଥିରୁ ଗୋଟିଏ…

ଶତ୍ରୁଦେଶକୁ ଭାରତର ଚେତାବନୀ, ବିନା ସର୍ତ୍ତରେ ଭାରତୀୟ ପାଇଲଟକୁ ଛାଡ଼ : ସୂତ୍ର 

କନକ ବ୍ୟୁରୋ : ପାକିସ୍ତାନ କବଜାରେ ଥିବା ଭାରତୀୟ ପାଇଲଟକୁ ତୁରନ୍ତ ଛାଡ଼ିବା ପାଇଁ କହିଲା ଭାରତ । ଭାରତ ସରକାର କୌଣସି ସର୍ତ୍ତ ପୂରଣ କରିବୁ ନାହିଁ କରିବୁ ନାହିଁ ବୋଲି ମନା କରିଦେଇଛନ୍ତି । ଆମେ ପାକିସ୍ତାନକୁ ଅନେକ ପ୍ରମଣା ଦେଇଛୁ, କୌଣସି ବି ସ୍ଥିତିରେ ସର୍ତ୍ତ ପୂରଣ ହେବନାହିଁ । ତୁରନ୍ତ…

ଭାରତକୁ ପାକିସ୍ତାନର ପ୍ରସ୍ତାବ: ମୋଦିଙ୍କ ସହ କଥାବାର୍ତ୍ତା ପାଇଁ ଇମ୍ରାନ ପ୍ରସ୍ତୁତ, କେତେକ ସର୍ତ୍ତ ସହ ବନ୍ଧକ…

କନକ ବ୍ୟୁରୋ: ପାକିସ୍ତାନରେ ବନ୍ଦୀ ଭାରତୀୟ ପାଇଲଟଙ୍କୁ ନେଇ ସାମ୍ନାକୁ ଆସିଛି ପାକ୍ ବୈଦେଶିକ ମନ୍ତ୍ରୀ ଶାହ ମହମ୍ମଦ କ୍ୟୁରେସି ବଡ ବୟାନ । ଭାରତକୁ କେତେକ ପ୍ରସ୍ତାବ ଦେଇଛି ପାକିସ୍ତାନ । କ୍ୟୁରେସି କହିଛନ୍ତି, ଭାରତ-ପାକିସ୍ତାନରେ ଲାଗିଥିବା ଉତେଜନା ଓ ପାଇଲଟଙ୍କ ବାବଦରେ ପ୍ରଧାନମନ୍ତ୍ରୀ…