Daily Archives

February 18, 2019

ପୁଲୱାମା ଆକ୍ରମଣକୁ ନେଇ ଚୀନ ମିଡିଆର ଚାଂଚଲ୍ୟକର ଖବର ! ପାକିସ୍ତାନ ଆତଙ୍କବାଦ ଦ୍ୱାରା ପ୍ରଭାବିତ ଥିବା ନେଇ ପ୍ରକାଶ…

କନକ ବ୍ୟୁରୋ : ପୁଲୱାମା ଆକ୍ରମଣ ଘଟଣା ପରେ ଭାରତରେ ସାଧାରଣ ଲୋକଙ୍କ ମନରେ ଆକ୍ରୋଶ ନିଆଁ ଜଳୁଥିବା ବେଳେ ଚୀନରୁ ଆସିଛି ଏକ ପ୍ରତିକୂଳ ମନ୍ତବ୍ୟ । ଚୀନର ଜାତୀୟ ଗଣମାଧ୍ୟମ ଗ୍ଲୋବାଲ ଟାଇମରେ ପ୍ରକାଶ ପାଇଛି ଏକ ଚାଂଚଲ୍ୟକର ଖବର । ପାକିସ୍ତାନ ଓ ଚୀନକୁ ଭାରତ ଆତଙ୍କବାଦୀର ସହାୟକ ଭାବେ ଚିତ୍ରଣ…

କୁଳଭୂଷଣ ମାମଲାରେ ଖୋଲୁଛି ପାକିସ୍ତାନର ପୋଲ ! ମିଥ୍ୟା ମାମଲାରେ ବିନା ପ୍ରମାଣରେ କରିଛି ଦୋଷୀ, ଆନ୍ତର୍ଜୀତୀୟ ଅଦାଲତରେ…

କନକ ବ୍ୟୁରୋ : ପାକିସ୍ତାନ ଜେଲରେ ଥିବା କୁଳଭୂଷଣ ଯାଦବଙ୍କୁ କୋର୍ଟ ମୃତ୍ୟୁଦଣ୍ଡ ଦେଇଥିବା ବେଳେ ଏହାର ବିରୋଧ କରି ଆନ୍ତର୍ଜାତୀୟ ନ୍ୟାୟାଳୟର ଦ୍ୱାରସ୍ଥ ହୋଇଛି ଭାରତ । ଆଜିଠାରୁ ଏହି ମାମଲାର ଶୁଣାଣି ଆରମ୍ଭ ହୋଇଛି । କୁଳଭୂଷଣ ମାମଲାରେ ପାକିସ୍ତାନକୁ କଡା ସମାଲୋଚନା କରିଛି ଭାରତ ।…

‘କାଳିଆ’ ସ୍କଲାରସିପ୍ ପାଇଁ କିଭଳି କରିବେ ଆବେଦନ, ଜାଣନ୍ତୁ ପୂରା ପ୍ରକ୍ରିୟା ।

କନକ ବ୍ୟୁରୋ: ଆଜିଠାରୁ ଆରମ୍ଭ ହେଲା କାଳିଆ ସ୍କଲାରସିପର ଆବେଦନ ପ୍ରକ୍ରିୟା । ସମସ୍ତ କାଳିଆ ହିତାଧୀକାରୀଙ୍କ ପିଲାମାନେ ‘କାଳିଆ’ ଛାତ୍ରବୃତ୍ତି ପାଇଁ kalia.co.in/scholarship ୱେବସାଇଟରେ ଆବେଦନ କରିପାରିବେ । କୃତ୍ତି ଛାତ୍ରଛାତ୍ରୀ ମାନଙ୍କର ଶିକ୍ଷାଗତ ସମସ୍ତ ଖର୍ଚ୍ଚ ଯଥା…

ମାଟ୍ରିକ ପରୀକ୍ଷା ପାଇଁ ଗୋଟିଏ ଦିନ ପୂର୍ବରୁ ଯିବ ପ୍ରଶ୍ନପତ୍ର ! ଚାଷୀ ଆନ୍ଦୋଳନ ପାଇଁ ତତ୍ପରତା ।

କନକ ବ୍ୟୁରୋ : ଆସନ୍ତା ୨୨ ତାରିଖରୁ ରାଜ୍ୟରେ ଆରମ୍ଭ ହେବାକୁ ଯାଉଛି ହାଇସ୍କୁଲ ସାର୍ଟିଫିକେଟ୍ ପରୀକ୍ଷା (ମାଟ୍ରିକ ପରୀକ୍ଷା) । ତେବେ ଏହାର ଠିକ୍ ଗୋଟିଏ ଦିନ ପୂର୍ବରୁ ନବନିର୍ମାଣ କୃଷକ ସଂଗଠନ ଓଡିଶା ବନ୍ଦ ଡାକରା ଦେଇଥିବା ସୂଚନା ମିଳିଛି । ଆଉ ଏହି ବନ୍ଦକୁ ଦୃଷ୍ଟିରେ ରଖି ପରୀକ୍ଷୀ…

ସହିଦ ବୀର ଓଡିଆ ଯବାନ ପ୍ରସନ୍ନଙ୍କ ସ୍ମୃତିରେ ଶୁଖୁନି ପରିବାର ଲୋକଙ୍କ ଆଖିର ଲୁହ ! ଝୁରୁଛନ୍ତି ସାଙ୍ଗସାଥୀ, ଝୁରୁଛି…

କନକ ବ୍ୟୁରୋ : ଆତଙ୍କବାଦୀ ଆକ୍ରମଣରେ ସହିଦ ହୋଇଗଲେ ଜଗତସିଂହପୁରର ପ୍ରସନ୍ନ କୁମାର ସାହୁ ।  ହେଲେ ବାକି ରହିଗଲା ଅନେକ ସ୍ୱପ୍ନ । ସବୁଦିନ ପାଇଁ ଜନ୍ମ ମାଟି ଝୁରୁଛି ପ୍ରସନ୍ନଙ୍କୁ । ଏବେ ଗାଁ ଲୋକଙ୍କ ଠାରୁ ଆରମ୍ଭ କରି ପ୍ରସନ୍ନଙ୍କ ପରିବାର, ସମସ୍ତଙ୍କ ମଧ୍ୟରେ ଗୋଟିଏ କଥା, କେବେ ନିଆଯିବ…