ରାଜଧାନୀରେ କାଳବୈଶାଖୀର ତାଣ୍ଡବ ! ଭାଙ୍ଗିଲା ଗଛ, ଛିଣ୍ଡିଲା ପୋଷ୍ଟର । ପ୍ରବଳ ଧୂଳିଝଡରେ ଜନଜୀବନ ଅସ୍ତବ୍ୟସ୍ତ ।
ରାଜଧାନୀରେ ରବିବାର ସନ୍ଧ୍ୟାରେ କାଳବୈଶାଖୀ ତାଣ୍ଡବ ରଚିଛି । ଅଚାନକ ଧୂଳିଝଡ଼ ହେବା ଫଳରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି । ରାଜଧାନୀ ସମେତ ଏହାର ଉପକଣ୍ଠରେ ପ୍ରବଳ ଧୂଳିଝଡ଼ ସହ ଜୋରରେ ପବନ ହେବା ଯୋଗୁଁ ଚାରିଆଡେ ଧୂଳିମୟ ହୋଇଯାଇଛି । ଧୂଳିଝଡ଼ ଯୋଗୁଁ ସମଗ୍ର ରାଜଧାନୀରେ ଜନଜୀବନ ଅସ୍ତବ୍ୟସ୍ତ…