Monthly Archives

February 2019

ୱିଙ୍ଗ୍ କମାଣ୍ଡର ଅଭିନନ୍ଦନଙ୍କ ପିତା କହିଲେ ମୋ ପୁଅ ପାଇଁ ମୁଁ ଗର୍ବିତ ! ଶତ୍ରୁଦେଶରେ ମଧ୍ୟ ମୋ ପୁଅ ବାହାଦୁର୍ ଭଳି…

ୱିଙ୍ଗ୍ କମାଣ୍ଡର ଅଭିନନ୍ଦନଙ୍କ ପିତା ପୂର୍ବ ଏୟାର୍ ମାର୍ସଲ ଏସ୍ . ବର୍ଦ୍ଧମାନ ନିଜ ପୁଅଙ୍କ ପାଇଁ ଏକ ଭାବାତ୍ମକ ସନ୍ଦେଶ ଲେଖିଛନ୍ତି । ସେ ନିଜ ବନ୍ଧୁ ଏବଂ ସମ୍ପର୍କୀୟଙ୍କ ଜରିଆରେ ଏହି ସନ୍ଦେଶକୁ ଦେଶବାସୀଙ୍କ ପାଖରେ ପହଂଚାଇଛନ୍ତି । ସେ ଦେଶବାସୀଙ୍କୁ କହିଛନ୍ତି ଯେ , “ଅଭିନନ୍ଦନଙ୍କ…

ଭାରତର କଡ଼ା ନଜରରେ ପାକିସ୍ତାନର ସମସ୍ତ ଠିକଣା ! ଜାଣନ୍ତୁ କିପରି ପ୍ରସ୍ତୁତ ରହିଛି ଦେଶ ?

କନକ ବ୍ୟୁରୋ : ପାକିସ୍ତାନର ପ୍ରତିଟି ଅଂଚଳ ଉପରେ ଭାରତର କଡ଼ା ନଜର ରହିଛି । ଭାରତ ପାକିସ୍ତାନ ମଧ୍ୟରେ ଯୁଦ୍ଧ ହେଲେ ପାକିସ୍ତାନ ତ୍ରାହି ପାଇପାରିବ ନାହିଁ । ଭାରତ ୩୨  ଲକ୍ଷ ବର୍ଗ କିଲୋମିଟରରେ ବ୍ୟାପ୍ତ, ଅନ୍ୟପଟେ ପାକିସ୍ତାନ କେବଳ ୭ ଲକ୍ଷ ବର୍ଗକିଲୋମିଟରରେ ସୀମିତ । ଏଥିରୁ ସିଧା ସିଧା…

ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କ ଭାଷଣକୁ ପ୍ରଶଂସା କରି ଟ୍ୱିଟ୍ କରିଥିଲେ ଅଭିନେତା ! ଏବେ ଅଭିନେତାଙ୍କୁ ରିଟ୍ୱିଟ୍ କରି…

‘ଉରି : ଦ ସର୍ଜିକାଲ ଷ୍ଟ୍ରାଇକ୍’ରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ନଜର ଆସିଥିଲେ ଅଭିନେତା ପରେଶ ରାଓ୍ଵାଲ । ଫିଲ୍ମ ରିଲିଜ୍ ପରେ ପରେ ପୁଲଓ୍ଵାମାରେ ଆତଙ୍କବାଦୀମାନେ ଆତ୍ମଘାତୀ ଆକ୍ରମଣ କରିବା ପରେ ଏହା ସାରା ଦେଶବାସୀଙ୍କୁ ଶୋକରେ ବୁଡ଼ାଇ ଦେଇଥିବା ବେଳେ ପରେଶ ରାଓ୍ଵଲ ଏହାକୁ କଡ଼ା ବିରୋଧ…

ପାଇଲଟଙ୍କ ନିରାପଦ ପ୍ରତ୍ୟାବର୍ତ୍ତନ କାମନା କଲେ ନବୀନ: ଭାରତୀୟ ବାୟୁସେନାର ସାହସକୁ ସାଲ୍ୟୁଟ୍ କରିବା ସହ ସୁରକ୍ଷିତ…

କନକ ବ୍ୟୁରୋ: ପାକିସ୍ତାନରେ ବନ୍ଦୀ ହୋଇ ରହିଥିବା ଭାରତୀୟ ବାୟୁ ସେନା ପାଇଲଟ୍‌ କମାଣ୍ଡରଙ୍କ ପାଇଁ ସାରା ଦେଶ ଦୁଃଖ କରୁଥିବା ବେଳେ ଚିନ୍ତା ପ୍ରକଟ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମୁଖ୍ୟମନ୍ତ୍ରୀ ନବୀନ ଭାରତୀୟ ବାୟୁ ସେନାର ସାହାସକୁ ସାଲ୍ୟୁଟ୍‌ କରିବା ସହ ପାଇଲଟ ସୁରକ୍ଷିତ…

ରୋଚକ ମୋଡ଼ରେ ଯାଜପୁର ରାଜନୀତି ! ପ୍ରାର୍ଥୀ ଚୟନ ନେଇ ଦ୍ୱନ୍ଦରେ ବିରୋଧୀ, ସସପେନ୍ସ ରଖୁଛି ବିଜେଡି ।

କନକ ବ୍ୟୁରୋ: ଜୋର ଧରିଛି ଯାଜପୁର ରାଜନୀତି । ବିଜୟବାନା ଉଡ଼ାଇ ଦଳୀୟ ମଙ୍ଗ ଧରିବା ପାଇଁ ଯାଜପୁରରେ ସଂସଦୀୟ କ୍ଷେତ୍ର ପାଇଁ ତିନି ଦଳରେ ଚାଲଇଛି ଅଙ୍କ କଷା । ଅନ୍ୟପଟେ ଆଞ୍ଚଳିକ ଦଳ ଭାବେ ବିଜୁ ଜନତା ଦଳ ଲଗାତାର ଚାରି ଚାରିଟି ସାଧାରଣ ନିର୍ବାଚନରେ ବାଜିମାତ୍ କରିଛି। ୧୯୯୯ରୁ ଏଯାବତ୍ ଏହି…

ଆମେରିକାର ମଧ୍ୟସ୍ଥତାରେ ଖୁବ ଶୀଘ୍ର ସମାଧାନ ହେବ ଭାରତ-ପାକ୍ ଝଗଡ଼ା ! ଉଭୟ ଦେଶର ଉତ୍ତେଜନାପୂର୍ଣ୍ଣ ସ୍ଥିତିରେ ବଡ଼ ବୟାନ…

କନକ ବ୍ୟୁରୋ : ଭାରତ ଓ ପାକିସ୍ତାନ ମଧ୍ୟରେ ଯୁଦ୍ଧ ପରିସ୍ଥିତି ଜାରି ରହିଛି । ହେଲେ ବର୍ତ୍ତମାନର ଉତ୍ତେଜନାପୂର୍ଣ୍ଣ ସ୍ଥିତିରେ ଆମେରିକା ରାଷ୍ଟ୍ରପତି ଡ଼ୋନାଲ୍ଡ ଟ୍ରମ୍ପ ବଡ଼ ବୟାନ ଦେଇଛନ୍ତି । ଭିଏତନାମର ହନୋଇରେ ଆମେରିକା ରାଷ୍ଟ୍ରପତି କହିଛନ୍ତି ଭାରତ ଓ ପାକିସ୍ତାନ ତରଫରୁ ଭଲ ଖବର ଆସୁଛି…