କାମ ନ କରି କେବଳ ବାହାନା ଦେଖାଉଛି ବିଜେପି ! ନୀତିନ ଗଡକରୀଙ୍କ ଓଡିଶା ଗସ୍ତକୁ ନିରାଶଜନକ କହିବା ସହ ବିଜେପିକୁ…
କନକ ବ୍ୟୁରୋ : ପାରାଦୀପରେ ବିଭିନ୍ନ ପ୍ରକଳ୍ପର ଉଦଘାଟନ ଓ ଭିତିପ୍ରସ୍ତର ସ୍ଥାପନ କରିଛନ୍ତି କେନ୍ଦ୍ର ପରିବହନ ମନ୍ତ୍ରୀ ନୀତିନ ଗଡକରୀ । ପାରାଦୀପ ପୋର୍ଟ ଭବିଷ୍ୟତରେ ଦେଶରେ ନମ୍ବର ୱାନ ବନ୍ଦର ହେବ । କେବଳ ୧ ନମ୍ବର ହେବନି , ଏହା ଓଡିଶା ବିକାଶରେ ଗ୍ରୋଥ ଇଂଜିନ ହେବ ବୋଲି କହିଛନ୍ତି ଗଡକରୀ…