Daily Archives

February 23, 2019

ଆସନ୍ତା ୨୬ରେ ବିଜେଡିରେ ଯୋଗ ଦେଇପାରନ୍ତି ପାରଳା ରାଣୀ କଲ୍ୟାଣୀ ଦେବୀ ! ଲଢିପାରନ୍ତି ନିର୍ବାଚନ, ପ୍ରାର୍ଥୀତ୍ୱକୁ ନେଇ…

କନକ ବ୍ୟୁରୋ : ଆସନ୍ତା ୨୬ରେ ପାରଳା ରାଣୀ କଲ୍ୟାଣୀ ଦେବୀ ବିଜେଡି ଦଳରେ ଯୋଗ ଦେଇପାରନ୍ତି ଆସନ୍ତା ୨୬ ତାରିଖରେ ଭୁବନେଶ୍ୱରର ନବୀନ ନିବାସକୁ ଯାଇ ମୁଖ୍ୟମନ୍ତ୍ରୀ ତଥା ଦଳର ହାଇ କମାଣ୍ଡଙ୍କୁ ଭେଟି ନିଜ ସମର୍ଥକଙ୍କ ସହ ଦଳରେ ସାମିଲ ହେବେ କଲ୍ୟାଣୀ ଦେବୀ । ଏ ସଂପର୍କରେ ନବୀନ ନିବାସରୁ…

ପଶ୍ଚିମବଙ୍ଗରେ ଅଭାବନୀୟ ଘଟଣା ! ଆଇପିଏସ ଅଫିସର କଲେ ଆତ୍ମହତ୍ୟା, ସୁଇସାଇଡ୍ ନୋଟରେ ମମତା ବାନାର୍ଜୀଙ୍କୁ କଲେ ଦାୟୀ ।

ପଶ୍ଚିମବଙ୍ଗରେ ଅଭାବନୀୟ ଘଟଣା । ପଶ୍ଚିମବଙ୍ଗର ଜଣେ ଆଇପିଏସ ଅଫିସର ଆତ୍ମହତ୍ୟା କରିଛନ୍ତି । ମୁଖ୍ୟମନ୍ତ୍ରୀ ମମତା ବାନାର୍ଜିଙ୍କ ଦ୍ବାରା ସେ ସବୁବେଳେ ନିର୍ଯ୍ୟାତିତ ହୋଇଆସୁଥିଲେ, ଏଣୁ ଆତ୍ମହତ୍ୟାର ପଥ ବାଛିଲେ ବୋଲି ସେ ନିଜର ଆତ୍ମହତ୍ୟା ପତ୍ରରେ ଲେଖିଛନ୍ତି । ପୁଲିସ ସୁତ୍ରରୁ ପ୍ରକାଶ…

ଏୟାର ଇଣ୍ଡିଆ ବିମାନ ଅପହରଣ କରିବାକୁ ଆତଙ୍କବାଦୀଙ୍କ ଧମକ ! ପୁରା ଦେଶରେ ଜାରି ହେଲା ହାଇ ଆଲର୍ଟ ।

ପୁଲୱାମା ଆକ୍ରମଣ ୧ ସପ୍ତାହ ବିତିଯାଇଥିଲେ ବି ଦେଶବାସୀଙ୍କ ମନରୁ ଏହି ଘଟଣାର ଛାପ ଲିଭିପାରିନି । ଏଥି ସବୁ ମଧ୍ୟରେ ଭାରତୀୟ ସେନା ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି । ସମସ୍ତ ବିମାନବନ୍ଦର ମାନଙ୍କରେ ହାଇ ଆଲର୍ଟ ଜାରି କରାଯାଇଛି । ଏହା ସହ ବିମାନବନ୍ଦରକୁ ଆସୁଥିବା ପ୍ରତିଟି…

ଟି-୨୦ କ୍ରିକେଟରେ ନୂଆ ରେକର୍ଡ ! ସର୍ବାଧିକ ସ୍କୋର ସହ ବିଶ୍ୱରେକର୍ଡ କଲା ଆଫଗାନିସ୍ତାନ, ଭାଙ୍ଗିଲା ଅଷ୍ଟ୍ରେଲିଆର…

ଟି-୨୦ କ୍ରିକେଟରେ ବିଶ୍ୱରେକର୍ଡ କରିଛି ଆଫଗାନିସ୍ତାନ । ଟି-୨୦ରେ ସର୍ବାଧିକ ସ୍କୋର କରିବାର ରେକର୍ଡ ନିଜ ନାଁରେ କରିଛି ଆଫଗାନିସ୍ତାନ ଟିମ୍ । ହଜରାତୁଲ୍ଲାଙ୍କ ବିଧ୍ୱଂସୀ ୧୬୨ ରନର ଇନିଂସ ବଳରେ ନୂଆ କୀର୍ତ୍ତିମାନ ନିଜ ନାଁରେ ଆଫଗାନ ବାହିନୀ । ଉତ୍ତରାଖଣ୍ଡର ଡେରାଡୁନରେ ଆୟରଲାଣ୍ଡ…

କାଲି ଚାଷୀଙ୍କ ବ୍ୟାଙ୍କ ଖାତାକୁ ଆସିବ ମୋଦିଙ୍କ ଟଙ୍କା ! ସେପଟେ ‘ପିଏମ୍ କିଷାନ’ ଯୋଜନାକୁ ନେଇ ପ୍ରଧାନମନ୍ତ୍ରୀଙ୍କୁ…

କନକ ବ୍ୟୁରୋ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପ୍ରଧାନମନ୍ତ୍ରୀ କିଷାନ ଯୋଜନାକୁ ନେଇ ମୋଦିଙ୍କୁ ନବୀନ ଚିଠି ଲେଖିଛନ୍ତି । ପିଏମ୍ କିଷାନ ଯୋଜନାରେ ସହାୟତା ରାଶି ବୃଦ୍ଧି କରିବାକୁ ମୁଖ୍ୟମନ୍ତ୍ରୀ ଦାବି କରିଛନ୍ତି । ସହାୟତା ରାଶି…