Daily Archives

February 2, 2019

ଚିଟଫଣ୍ଡ ଠକେଇ ମାମଲା! କୋଲକାତା ପୋଲିସ କମିସନରଙ୍କୁ ଗିରଫ କରିପାରେ ସିବିଆଇ

କନକ ବ୍ୟୁରୋ : ଚିଟଫଣ୍ଡ ମାମଲାରେ କୋଲକାତା ପୋଲିସ କମିସନର ରାଜୀବ କୁମାରଙ୍କୁ ଗିରଫ କରିପାରେ ସିବିଆଇ । ପଶ୍ଚିମବଙ୍ଗ ଚିଟଫଣ୍ଡ ଦୁର୍ନୀତି ମାମଲା ତଦନ୍ତ କରୁଥିବା ସିବିଆଇ ନେଇପାରେ ଏପରି ଏକ ବଡ଼ ପଦକ୍ଷେପ । ଗଣମାଧ୍ୟମରେ ଏହାକୁ ନେଇ ଚର୍ଚ୍ଚା ହେବା ପରେ ପଶ୍ଚିମବଙ୍ଗରେ ହଲଚଲ ସୃଷ୍ଟି ହୋଇଛି…

ବିଶ୍ୱର ସବୁଠୁ ଦୁର୍ଗନ୍ଧମୟ ଫଳ । ଦୀର୍ଘ ଦିନ ଧରି ସଫା ହୋଇନଥିବା ମୋଜାର ଦୁର୍ଗନ୍ଧ ଠାରୁ ମଧ୍ୟ ଅଧିକ ଗନ୍ଧ, ଦାମ…

ଗୋଟିଏ ଫଳର ଦାମ ୭୧୦୦୦ ଟଙ୍କା। ଶୁଣିକି ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ କଥାଟା ସତ । ଇଣ୍ଡୋନେସିଆରେ ଏଭଳି ଫଳ ବିକ୍ରି ହେଉଛି । ଡୁରିୟନ ନାମକ ଏହି ଫଳ ଇଣ୍ଡୋନେସିଆରେ ପ୍ରାୟ ୧୦୦୦ ଡଲାରରେ ବିକ୍ରି ହେଉଛି । ଏତେ ଟଙ୍କାରେ ବିକ୍ରି ହେଉଥିବା ଫଳ କିନ୍ତୁ ଅନ୍ୟ ଫଳ ଭଳି ବାସ୍ନାଯୁକ୍ତ ନୁହେଁ ।…

ଆଖି ଉଠାଇ ଦେଖିପାରିବନି ଶତ୍ରୁପକ୍ଷ ! ଆମେରିକା ଠାରୁ ଭାରତୀୟ ସେନାଙ୍କ ହାତକୁ ଆସିବ ଘାତକ ଆସଲ୍ଟ ରାଇଫଲ SIG-716 ।

କନକ ବ୍ୟୁରୋ: ଭାରତୀୟ ସେନା ହାତକୁ ଆସିବ ଆମେରିକା ନିର୍ମିତ ଘାତକ ସିଗ ସଓ୍ଵାର କମ୍ପାନି ଦ୍ୱାରା ନିର୍ମିତ ସିଗ-୭୧୬-ଜି୨ ରାଇଫଲ । ଏହା ଦ୍ୱାରା ଚୀନ ଓ ପାକିସ୍ତାନ ସୀମାରେ ମୃତୟନ ହୋଇଥିବା ଯବାନ ମାନଙ୍କ ଆକ୍ରମଣ ଦକ୍ଷତା ବୃଦ୍ଧି ପାଇବ । ପ୍ରାୟ ୭୩ ହଜାର ଆସଲ୍ଟ ସିଗ ସଓ୍ଵାର ରାଇଫଲ…

ପୁରୀରେ ବିଜେପିର ୨ ଦିନିଆ ରାଷ୍ଟ୍ରୀୟ ଜନଜାତି ଅଧିବେଶନ । ସରକାରଙ୍କୁ ସମାଲୋଚନା କଲେ ବିଜେପି ନେତା, କାଲି ଶାହା ଦେବେ…

କନକ ବ୍ୟୁରୋ: ପୁରୀରେ ଉଦଘାଟିତ ହେଲା ବିଜେପିର ଦୁଇ ଦିନିଆ ରାଷ୍ଟ୍ରୀୟ ଜନଜାତି ମୋର୍ଚ୍ଚା ମହାଅଧିବେସନ । ଏହାକୁ ଉଦଘାଟନ କରିଛନ୍ତି ଆସାମ ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନୱାଲ । ଏହି ଅବସରରେ ସୋନୱାଲ କହିଛନ୍ତି ଯେ, କେନ୍ଦ୍ରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ସରକାର ଦେଶର ଅନୂସୁଚିତ…

୭ରେ ବିଧାନସଭାରେ ଆଗତ ହେବ କାମଚଳା ବଜେଟ! ନିର୍ବାଚନ ପୂର୍ବରୁ ଶେଷ ବଜେଟରେ ଭଣ୍ଡାର ଖୋଲିବେ କି ନବୀନ?

କନକ ବ୍ୟୁରୋ : ଆଜି ସନ୍ଧ୍ୟାରେ ରାଜ୍ୟ ମନ୍ତ୍ରିପରିଷଦ ଅତିରିକ୍ତ ବଜେଟକୁ ଅନୁମୋଦନ ଦେଇଛି । ଏପ୍ରିଲ ମାସରେ ସାଧାରଣ ନିର୍ବାଚନ ହେବାକୁ ଯାଉଥିବା ବେଳେ, ଆସନ୍ତା ଆର୍ଥିକ ବର୍ଷର ୪ ମାସ ପାଇଁ ପ୍ରାୟ ୫୬ ହଜାର କୋଟି ଟଙ୍କାର ଅତିରିକ୍ତ ବଜେଟ୍ ଗୃହୀତ ହୋଇଥିବା ସୂଚନା ମିଳିଛି । କାଳିଆ ଭଳି…