Daily Archives

February 1, 2019

ବଜେଟ୍ ପରେ ନ୍ୟୁୟର୍କରୁ ଜେଟଲିଙ୍କ ପ୍ରତିକ୍ରିୟା ! କହିଲେ କୃଷିଋଣ ଛାଡ ଏକ ସମାଧାନ ନୁହେଁ, କୃଷିକ୍ଷେତ୍ରକୁ ଆବଶ୍ୟକ…

ସ୍ୱାସ୍ଥ୍ୟଗତ କାରଣରୁ ନ୍ୟୁୟର୍କରେ ଚିକିତ୍ସିତ ହେଉଥିବା ଭାରତର ଅର୍ଥମନ୍ତ୍ରୀ ଅରୁଣ ଜେଟଲି ଶୁକ୍ରବାର ନିଜର ମତ ରଖିଛନ୍ତି । ଲୋକସଭାରେ ଅସ୍ଥାୟୀ ଅର୍ଥମନ୍ତ୍ରୀ ପିୟୁଷ ଗୋୟଲଙ୍କ ଦ୍ୱାରା ଆଗତ ମୋଦି ସରକାରଙ୍କ ବଜେଟକୁ ଜେଟଲୀ ପ୍ରଶଂସା କରିଛନ୍ତି । ସେ କହିଛନ୍ତି, ଚାଷୀଙ୍କ ଋଣଛାଡ଼ ଏକ…

ଆସନ୍ତା ୨୨ରୁ ମାଟ୍ରିକ୍ ପରୀକ୍ଷା ! ରାଜ୍ୟର ୨୮୩୦ ସେଣ୍ଟରରେ ପରୀକ୍ଷା ଦେବେ ୫ଲକ୍ଷ ୪୫ ହଜାର ୩୬୪ ଜଣ ପରୀକ୍ଷାର୍ଥୀ ।

କନକ ବ୍ୟୁରୋ: ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ମାଟ୍ରିକ ପରୀକ୍ଷା ତାରିଖ ଘୋଷଣା କରାଯାଇଛି। ଚଳିତ ବର୍ଷ ମାଟ୍ରିକ୍ ପରୀକ୍ଷା ଫେବୃୟାରୀ ୨୨ ତାରିଖରୁ ଆରମ୍ଭ ହୋଇ ମାର୍ଚ୍ଚ ୮ ତାରିଖ ପର୍ଯ୍ୟନ୍ତ ଚାଲିବ ବୋଲି ପରିଷଦ ପକ୍ଷରୁ ସୂଚନା ଦିଆଯାଇଛି। ସେହିଭଳି ବୋର୍ଡ଼ର ନିଷ୍ପତି…

ବିଦେଶ ଗସ୍ତ ବେଳେ ଖେଳାଳୀଙ୍କ ସହ ଯାଉଥିବା ପରିବାର ସଦସ୍ୟ ବଢାଉଛନ୍ତି ବିସିସିଆଇର ଅଡୁଆ ! କୋହଲିଙ୍କ ଅନୁରୋଧ ପରେ…

କନକ ବ୍ୟୁରୋ : ବିସିସିଆଇର ଅଡୁଆ ବଢ଼ାଉଛନ୍ତି ଟିମ୍ ଇଣ୍ଡିଆ ସହ ବିଦେଶ ଯାଉଥିବା ଖେଳାଳୀଙ୍କ ପରିବାର ସଦସ୍ୟ । ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ତଥ୍ୟ ଅନୁଯାୟୀ ଲମ୍ବା ବିଦେଶ ଗସ୍ତ ବେଳେ ଖେଳାଳୀଙ୍କ ପତ୍ନୀ, ପ୍ରେମିକା କିମ୍ବା ଅନ୍ୟ ପରିବାର ସଦସ୍ୟ ଦୁଇ ସପ୍ତାହ ରହିବାର ଅନୁମତି ରହିଛି,…

ଧରା ପଡ଼ିଲା କୁଖ୍ୟାତ ଗ୍ୟାଙ୍ଗଷ୍ଟର ରବି ପୂଜାରି ! ସଲମାନ୍, ଶାହରୁଖଙ୍କୁ ଦେଇଥିଲା ହତ୍ୟାର ଧମକ, ଦାଉଦ୍ ଇବ୍ରାହିମ୍ ଓ…

କନକ ବ୍ୟୁରୋ : ସେନେଗଲରୁ ଧରା ପଡ଼ିଲା କୁଖ୍ୟାତ ଗ୍ୟାଙ୍ଗଷ୍ଟର ରବି ପୂଜାରି  । ଭାରତୀୟ ଯାଂଚ ଏଜେନ୍ସି ଗୁଡ଼ିକର ସୂଚନା ଆଧାରରେ ସେନେଗଲରେ ରବି ପୂଜାରିକୁ ଗିରଫ କରାଯାଇଥିବା କୁହାଯାଉଛି  । ସଲମାନ୍, ଶାହରୁଖଙ୍କ ପରି ଏକାଧିକ ଫିଲ୍ମଷ୍ଟାରଙ୍କୁ ଦାଦା ବଟି ପାଇଁ ଧମକ ଦେଇ ଚର୍ଚ୍ଚାକୁ ଆସିଥିଲା…

ବଜେଟକୁ ନେଇ ମୋଦିଙ୍କ ଉପରେ ବର୍ଷିଲେ ରାହୁଲ । କହିଲେ, ଚାଷୀଙ୍କ ପ୍ରତି ବଜେଟରେ ଅପମାନ ହୋଇଛି ।

କନକ ବ୍ୟୁରୋ: ଲୋକସଭାରେ ମୋଦି ସରକାରଙ୍କ ମଧ୍ୟବର୍ତ୍ତିକାଳୀନ ବଜେଟ୍ ଆଗତ ହେବାପରେ ରାଜନୀତି ସରଗରମ ହୋଇଛି । ବଜେଟ୍ କୁ ନେଇ ସାମ୍ବାଦିକ ସମ୍ମିଳନୀରେ ମୋଦିଙ୍କ ଉପରେ ବର୍ଷିଛନ୍ତି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି । ରାହୁଲ କହିଛନ୍ତି ଯେ, ମୋଦି ସରକାର ବଜେଟରେ ଚାଷୀକୂଳକୁ ଅପମାନିତ…