Daily Archives

February 24, 2019

ଜୀବନ ବୀମା କରିବାକୁ ଇଛୁକ ଲୋକଙ୍କ ପାଇଁ ଖୁସି ଖବର । ଏପ୍ରିଲ ୧ରୁ ଶସ୍ତା ହୋଇପାରେ ପ୍ରିମିୟମ ।

ଯଦି ଆପଣ ଆପଣଙ୍କ ଭବିଷ୍ୟତକୁ ନେଇ ଚିନ୍ତାରେ ଅଛନ୍ତି ଏବଂ ଜୀବନ ବୀମା କରିବାକୁ ଚାହୁଁଛନ୍ତି ତେବେ ଆପଣଙ୍କ ପାଇଁ ଖୁସି ଖବର । ଆସନ୍ତା ଏପ୍ରିଲ ୧ରୁ ଆର୍ଥିକ ଜୀବନ ବୀମା ପ୍ରିମିୟମ ବାବଦରେ ପଲିସି କ୍ରୟ କରୁଥିବା ବ୍ୟକ୍ତିଙ୍କୁ କମ୍ ଅର୍ଥ ଦେବାକୁ ପଡ଼ିପାରେ। ବୀମା ପ୍ରିମିୟମ ଧାର୍ଯ୍ୟ…

ଦେଶୀ ଗୀତକୁ ବିଦେଶୀ ଡ୍ୟାନ୍ସର ! ରାଜଧାନୀରେ ଜମୁଛି ଖଣ୍ଡଗିରି ଯାତ୍ରା, ଛାତିଥରା ଡାଏଲଗରେ କମ୍ପୁଛି ମଂଚ ।  

କନକ ବ୍ୟୁରୋ : ରାଜଧାନୀରେ ଜମୁଛି ଖଣ୍ଡଗିରି ଯାତ୍ରା । ଏହାରି ଭିତରେ ଦର୍ଶକଙ୍କ ପ୍ରମୁଖ ଆକର୍ଷଣର କେନ୍ଦ୍ର ପାଲଟିଛି ଯାତ୍ରା । ମୁଖ୍ୟ ଆକର୍ଷଣ ସାଜିଛନ୍ତି ଋଷିଆ ଡ୍ୟାନ୍ସର । ମଂଚ ଦେଶୀ , କିନ୍ତୁ ଡ୍ୟାନ୍ସରେ ଜଲୱା ଦେଖାଉଛନ୍ତି ବିଦେଶୀ ଡ୍ୟାନ୍ସର । ବଲିଉଡର ହଟ୍ ଆଇଟମ୍ ସଙ୍ଗ ଠାରୁ…

ବିଦେଶୀ କନିଆକୁ ଦେଶୀ ବର ! ଏମଡି. ରିଆଜଙ୍କୁ ପ୍ରେମ ବିବାହ କଲେ ହେମା, ଗୋଆ ହୋଟେଲର ପ୍ରେମ ଫୁଲବାଣୀରେ ନେଲା ବିବାହର…

କନକ ବ୍ୟୁରୋ : କନ୍ଧମାଳର ବୋହୁ ହେଲେ ସ୍ୱିଡେନର ଝିଅ । କନ୍ଧମାଳର ଏମଡି. ରିଆଜଙ୍କୁ ପ୍ରେମ ବିବାହ କରିଛନ୍ତି ସ୍ୱିଡେନର ଝିଅ ଇମାମ । ବିବାହରେ ଇମାମଙ୍କ ପରିବାର ଓ ସଂପର୍କୀୟ ସାମିଲ ହୋଇ ଆଶିର୍ବାଦ ଦେଇଛନ୍ତି । ବିଦେଶୀ କନିଆକୁ ଦେଶୀ ବର । ଫୁଲବାଣୀର ହନୁମାନ ମନ୍ଦିର ସାହିରେ ଜମିଲା…

ଶେଷ ବଲରେ ଭାରତକୁ ଝଟକା ! ପ୍ରଥମ ଟି-ଟ୍ୱେଣ୍ଟିରେ ବିରାଟ ବାହିନୀର ପରାଜୟ, ୩ ୱିକେଟରେ ଜିତିଲା ଅଷ୍ଟ୍ରେଲିଆ ।

କନକ ବ୍ୟୁରୋ : ପରାଜୟରୁ ଅଭିଯାନ ଆରମ୍ଭ କଲା ଟିମ୍ ଇଣ୍ଡିଆ । ପ୍ରଥମ ଟି-ଟ୍ୱେଣ୍ଟିରେ ଅଷ୍ଟ୍ରେଲିଆ ଠାରୁ ୩ ୱିକେଟରେ ପରାସ୍ତ ହୋଇଛି ଭାରତ । ଶେଷ ବଲରେ ସଂଘର୍ଷ କରି ଜିତିଛି ଅଷ୍ଟ୍ରେଲିଆ ।ବିଶାଖାପାଟଣାରେ ଖେଳାଯାଇଥିବା ହାଇଭୋଲଟେଜ୍ ମ୍ୟାଚରେ ଟସ୍ ଜିତି ପ୍ରଥମେ ବୋଲିଂ କରିବାର ନିଷ୍ପତ୍ତି…

ନିର୍ବାଚନ ପୂର୍ବରୁ କଂଗ୍ରେସର ବଡ କସରତ ! ଓଡିଶାରେ ଛତିଶଗଡ ମ୍ୟାଜିକ୍ ପାଇଁ ମନ୍ତ୍ରୀ ଟିଏସ୍ ସିଂଦେଓଙ୍କୁ ମିଳିଲା…

କନକ ବ୍ୟୁରୋ : ନିର୍ବାଚନ ପୂର୍ବରୁ କଂଗ୍ରେସର ବଡ଼ କସରତ୍ । ଛତିଶଗଡ଼ର ସଫଳତା ଦୋହରାଇବା ପାଇଁ ଛତିଶଗଡ଼ ମନ୍ତ୍ରୀ ଟିଏସ୍ ସିଂହଦେଓଙ୍କୁ ମିଳିଲା ଓଡ଼ିଶା କଂଗ୍ରେସର ଅସ୍ଥାୟୀ ପ୍ରଭାରୀ ଦାୟିତ୍ୱ । ଟିଏସ୍ ସିଂଦେଓ ଏବେ ଛତିଶଗଡ଼ କଂଗ୍ରେସ ସରକାରରେ ମନ୍ତ୍ରୀ ଅଛନ୍ତି । ନିକଟରେ ସେ ଓଡ଼ିଶା ଗସ୍ତରେ…