Daily Archives

February 17, 2019

ଜଳିଯାଇଛି ଶରୀର, ହେଲେ ଅମର ହୋଇଯାଇଛନ୍ତି ଯବାନ ! ଅମିତାଭଙ୍କ ପରେ ସହିଦଙ୍କ ପରିବାରକୁ ସହାୟତାର ହାତ ବଢାଇଲେ ସଲମାନ୍…

ଫେବ୍ରୁଆରୀ ୧୪, ୨୦୧୯ । ଏହି ତାରିଖ ଭାରତ ଇତିହାସରେ ଏକ କଳା ଅଧ୍ୟାୟ ହୋଇ ରହିଗଲା । ଜାମ୍ମୁକାଶ୍ମୀରର ପୁଲୱାମାରେ ହୋଇଥିବା ଆତଙ୍କବାଦୀ ଆକ୍ରମଣକୁ ନେଇ ଏବେ ସାରା ଦେଶରେ ଆକ୍ରୋଶ ବଢିବାରେ ଲାଗିଛି । ସମସ୍ତଙ୍କ ମୁହଁରେ ଗୋଟିଏ କଥା, କେବେ ବଦଲା ନେବ ଭାରତ ? ଜମ୍ମୁ-କଶ୍ମୀରରେ ହୋଇଥିବା…

ସହିଦ ବାପାଙ୍କୁ ଶେଷ ସଲାମ ଦେଲା ଝିଅ ! କହିଲା, ଦେଶ ପାଇଁ ଜୀବନ ଦେଇଥିବା ବାପାଙ୍କ ପାଇଁ ଗର୍ବିତ ।

କନକ ବ୍ୟୁରୋ : ପୁଲୱାମା ଆତଙ୍କବାଦୀ ଆକ୍ରମଣ ନେଇ ସାରା ଦେଶରେ ଜଳୁଛି ଆକ୍ରୋଶର ନିଆଁ । ଆଉ ଏହି ସମୟରେ ଉତ୍ତରାଖଣ୍ଡରୁ ଆସିଛି ହୃଦୟ ଥରାଇଲା ଭଳି ଦୃଶ୍ୟ । ସହିଦ ବାପାଙ୍କୁ ସାଲ୍ୟୁଟ କରିଛନ୍ତି ସାହାସୀ ଝିଅ ଗଙ୍ଗା । ଉତ୍ତରାଖଣ୍ଡ ଡେରାଡୁନର ଏହି ଦୃଶ୍ୟ ଆପଣଙ୍କ ହୃଦୟକୁ ତରଳାଇ ଦେବ ।…

କଟକରେ ଜଣେ ଯୁବକଙ୍କ ନାରକୀୟ କାଣ୍ଡ ! ବ୍ଲେଡରେ କାଟିଲେ ଯୁବତୀଙ୍କ ତଣ୍ଟି, ନିସ୍ତୁକ ଛେଚିଲେ ସ୍ଥାନୀୟ ଲୋକେ ।

କନକ ବ୍ୟୁରୋ : କଟକରେ ଜଣେ ଯୁବତୀଙ୍କ ତଂଟି କାଟି ଦେଇଛନ୍ତି ଯୁବକ ।  ବଜ୍ରକବାଟିର ରୋଡର ଏକ ସପିଂ ମଲରେ ଏହି ଘଟଣା ଘଟିଛି । ତେବେ ଘଟଣାର କାରଣ ଏ ଯାଏଁ ଜଣାପଡିନାହିଁ । ଏହା ପରେ ତଂଟି କାଟିଥିବା ଯୁବକଙ୍କୁ ଧରି ମାଡ ମାରିଛନ୍ତି ଲୋକେ । ଯୁବକ କାହିଁକି ତଂଟିକାଟିଲେ ଏହା ପଛର କାରଣ କଣ…

ବିଶ୍ୱର ସବୁଠାରୁ ଭଲ ଟଏଲେଟ୍ ପେପର ସର୍ଚ୍ଚ କଲେ ଆସୁଛି ପାକିସ୍ତାନର ପତାକା ! ଗୁଗୁଲ୍ ଦେଉଛି ରୋମାଞ୍ଚକର ଉତ୍ତର ।

ଗତ ଗୁରୁବାର ଫେବ୍ରୁଆରୀ ୧୪ରେ ସମଗ୍ର ଦେଶକୁ ସ୍ତବ୍ଧ କରିଥିଲା ପୁଲଓ୍ଵାମାରେ ପାକିସ୍ତାନୀ ଆତଙ୍କବାଦୀ ସଂଗଠନ ଜୈସ୍-ଇ-ମହମ୍ମଦର ଆତଙ୍କବାଦୀମାନେ ଘଟାଇଥିବା ହାମଲା । ଆତଙ୍କବାଦୀଙ୍କ ଆକ୍ରମଣରେ ୪୦ଜଣ ସିଆରପିଏଫ୍ ଯବାନ ସହିଦ୍ ହେବା ସହ ଏକାଧିକ ଯବାନ ଆହତ ହୋଇଥିଲେ । ଏହି ଘଟଣା ସାମ୍ନାକୁ…

ପାକିସ୍ତାନ କ୍ରିକେଟ ଜଗତକୁ ଶକ୍ତ ଝଟକା । ପୁଲୱାମା ଆତଙ୍କୀ ହମଲା ଯୋଗୁଁ ଭାରତରେ ବନ୍ଦ ହେଲା PSLର ପ୍ରସାରଣ ।

କନକ ବ୍ୟୁରୋ: ସାରାଦେଶରେ ପୁଲୱାମା ଆତଙ୍କୀ ହମଲା ପ୍ରତିଶୋଧର ନିଆଁ ଜଳୁଛି । ଆଉ ଚାରିଆଡ଼େ ପ୍ରତିବାଦର ସ୍ୱର ତେଜିବାରେ ଲାଗିଛି । ତେବେ ଏହି ପରିପ୍ରେକ୍ଷୀରେ ପାକିସ୍ତାନ ସୁପର ଲିଗ (ପିଏସ୍ଏଲ୍)ର ଆଧିକାରିକ ପ୍ରସାରଣ ସ୍ପୋଟର୍ସ ଚେନାଲ (ଡ଼ି ସ୍ପୋର୍ଟ୍ସ) ଟୁର୍ଣ୍ଣାମେଣ୍ଟକୁ ଭାରତରେ…